Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀ ଅଭିମୁଖେ ଅମ୍ରିତପାଲ ସିଂହ! ଜାରି ହେଲା ଆଲର୍ଟ
ନୂଆଦିଲ୍ଲୀ : ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ପତ୍ତା ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ଏଯାଏ ପାଇନାହିଁ। ପଞ୍ଜାବର ଜଲନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା। ଏବେ ସେ ଦିଲ୍ଲୀ ଅଭିମୁଖେ ବାହାରିଥିବା ପୁଲିସ୍ ସୂତ୍ରରୁ ଖବର ମିଳିଛି।ବର୍ତ୍ତମାନ ପଞ୍ଜାବରେ ନଥିବା!-->…
୨୬ରେ ଗଞ୍ଜାମର ତିନି ବ୍ଲକ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ : ୨୬ରେ ଗଞ୍ଜାମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗର, ସମରଝୋଳ ଓ ଛତ୍ରପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଏସଏଚଜିଙ୍କୁ!-->…
ରାହୁଲ୍ ଗାନ୍ଧୀଙ୍କର ଅହଙ୍କାର ପ୍ରବଳ; ବିଚାର-ବୁଦ୍ଧି ନାହିଁ: ଜେ. ପି. ନଡ୍ଡା
ନୂଆଦିଲ୍ଲୀ: ରାହୁଲ୍ ଗାନ୍ଧୀଙ୍କର ଅହଂଭାବ ପ୍ରବଳ, କିନ୍ତୁ ବିଚାର-ବୁଦ୍ଧି ନାହିଁ, ତେଣୁ ଅଦାଲତଙ୍କ ଆଦେଶ ସତ୍ତ୍ବେ ସେ ‘ମୋଦୀ’ ସାଙ୍ଗିଆ ମନ୍ତବ୍ୟ ପାଇଁ କ୍ଷମାଭିକ୍ଷା ନ କରି ‘ଓବିସି’ ସମ୍ପ୍ରଦାୟଙ୍କୁ ଅପମାନିତ କରିଛନ୍ତି ବୋଲି ଆଜି ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା!-->…
ଅପରାଧ ପୃଷ୍ଠଭୂମି ଥିବା ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରୁଛନ୍ତି, କିନ୍ତୁ ବିରୋଧୀ ଦଳର ନେତାଙ୍କୁ ଅଯୋଗ୍ୟ ଘୋଷଣା…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତରେ ବିଜେପି ବିରୋଧୀ ଦଳର ନେତାମାନଙ୍କୁ!-->…
ରାହୁଲ ଗାନ୍ଧିଙ୍କ ପଦ ଯିବା ପରେ ଆସିଲା ପ୍ରତିକ୍ରିୟା : ସ୍ତବ୍ଧ, କଳାଦିବସ ଓ ଗଣତନ୍ତ୍ରର ହତ୍ୟା…
ନୂଆଦିଲ୍ଲୀ : ଅପରାଧିକ ମାନହାନୀ କେସ୍ରେ ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ନପୁରୁଣୁ ଲୋକସଭା ସଦସ୍ୟ ପଦ ହରାଇଛନ୍ତି କଂଗ୍ରେସର ରାହୁଲ ଗାନ୍ଧି। ଏହାର ଅର୍ଥ ରାହୁଲ ଗାନ୍ଧି ଆଉ ସାଂସଦ ନୁହନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ତେବେ ରାହୁଲ!-->…
ସଂସଦ ସଦସ୍ୟତା ହରାଇଲେ ରାହୁଲ ଗାନ୍ଧୀ, ବିଜ୍ଞପ୍ତି ଜାରି କଲା ଲୋକସଭା ସଚିବାଳୟ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ ଲୋକସଭା!-->…
ଦୀର୍ଘ ବର୍ଷ ଵ୍ୟଵଧାନ ପରେ ଖୋଲିଲା ମଧୁସୂଦନ ପାର୍କ ( ଶିଶୁ ଉଦ୍ୟାନ)…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ ( ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ଵ୍ୟଵଧାନ ପରେ ଆଜି ଖୋଲିଲା। କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଏହି ପାର୍କ ଖୋଲିବା!-->!-->!-->…
ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ…
ମାଲକାନଗିରି : କିଛିଦିନ ତଳେ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ। ସୂଚନା ଅନୁଯାୟୀ ମୃତକ ଦୁଇ ଜଣ ହେଲେ ଗଙ୍ଗା ମାଡକାମୀ ଙ୍କ ଝିଅ ନନ୍ଦେ!-->!-->!-->…
ଓଡିଶା ରାଜ୍ୟ ବାର କାଉନ୍ସିଲ ଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ ଗଞ୍ଜାମ ଓକିଲ ସଂଘ…
ବ୍ରହ୍ମପୁର : ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରାଯିବା ନେଇ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ଅକ୍ଷୟ ପଟ୍ଟନାୟକ। ୨୫ ତାରିଖ ସକାଳ ୮ଘଣ୍ଟ ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ ।ଅପରାହ୍ନ ୪ଟା!-->!-->!-->…
ଅସାବଧାନତା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁ : ଅଟୋ ଚାଳକ ଗାଡି ଷ୍ଟାର୍ଟ କରି ପାର୍କିଂ କରିଥିଲେ…
ବ୍ରହ୍ମପୁର : ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ୪ ବର୍ଷୀୟ ଶିଶୁ ପୁତ୍ରର ଜୀବନ। ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ତୃତୀୟ ଲେନ୍ରେ ଘଟିଛି। ଖବର ଅନୁସାରେ, ଗୁରୁବାର ଅପରାହ୍ଣରେ ଗ୍ୟାସ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଅଟୋ ସାହି ଛକରେ!-->!-->!-->…