Sign in
Sign in
Recover your password.
A password will be e-mailed to you.
ପୁଣିଥରେ ଅସହାୟକୁ ସହାୟ ହୋଇଛନ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପୁଣିଥରେ ଅସହାୟକୁ ସହାୟ ହୋଇଛନ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ।ସୂଚନା ପ୍ରକାରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ୟକ୍ତି ସ୍ବମେନ ଜେନା ପିତା-ଶ୍ରୀକାନ୍ତ ଜାନା, ମାତା-ସୁଲେଖା ଜାନା, ( ନିଜ ଘର ପଶ୍ଚିମ ବଙ୍ଗ)!-->…
ସିଆର୍ପିଏଫ୍ ର ଜନସଂପର୍କ ଶିବିର ଅନୁଷ୍ଠିତ
ଉମରକୋଟ : ପ୍ରତି ଥର ଭଳି ଝରୀଗାଁ ବ୍ଲକରେ ସିଆର୍ପିଏଫ୍ ୧୨ ବାଟାଲିୟାନ୍ ପକ୍ଷରୁ ଆଜି ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଧି କୁମାର ବିର୍ଦି ( ଆଇପିଏସ) ଆଇଜିପି ଓଡ଼ିଶା ସେକ୍ଟର ଭୁବନେଶ୍ୱର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି!-->…
୧୦ ଓ ୧୧ନଂ ୱାର୍ଡରେ ସ୍ୱାସ୍ଥ୍ୟ ଶିବିର…
ଛତ୍ରପୁର : ଛତ୍ରପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲାଇନ୍ସ କ୍ଲବ ପରିସରରେ ୧୦ ଓ୧୧ନଂ ୱାର୍ଡର ଜନସାଧାରଣଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଓ ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ ଅତିଥୀ ଭାବେ!-->!-->!-->…
ଜିଲ୍ଲାସ୍ତରୀୟ ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ତାଲିମ କାର୍ଯ୍ୟକ୍ରମ…
ଛତ୍ରପୁର : ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପକ୍ଷରୁ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାରେ ପ୍ରାକ୍ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୪୭ଜଣ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ!-->…
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମଗସ୍ତ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା…
ଛତ୍ରପୁର : ମୁଖ୍ୟମନ୍ତ୍ରୀ ଙ୍କ ଦିନିକିଆ ଗଞ୍ଜାମଗସ୍ତନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନି-ଷ୍ଟାଡିୟମରେ ଅପରାହ୍ନ ୩ଘଣ୍ଟା ସମୟରେ ବ୍ୟୋମଯାନରୁ ଅବତରଣ କରି ଛତ୍ରପୁରମୁଖ୍ୟ- ଷ୍ଟାଡିୟମରେ ଆୟୋଜିତ ହେଉଥିବା ମେଗା!-->…
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ଦିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବେରେଡାକିଆ ପଞ୍ଚାୟତ ର ସରପଞ୍ଚ!-->…
ଜିଲ୍ଲା ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ମାନବାଧିକାର ମିସନର ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ,ଉପ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ, ଶେଖ୍ ରିହାଜୁଦିନ୍,ଓ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ଉପସ୍ଥିତରେ ଏକ ସାଧାରଣ ବୈଠକ ନାରାୟଣୀ!-->…
ବିପଦସଂକୁଳ ଅବସ୍ଥାରେ ଥିବା ଶୁଖିଲା ଗଛର ଶାଖା ମୁଖ୍ୟ ରାସ୍ତାରେ ପଡି ରାସ୍ତା ଅବରୋଧ
ଫୁଲବାଣୀ : ଫୁଲବାଣୀ ସହରର ମୁଖ୍ୟ ରାଜରାସ୍ତା କଡ଼ରେ ଓ ସମବାୟ ବିଭାଗୀୟ କାର୍ଯ୍ୟଳୟ ଫୁଲବାଣୀ ସମ୍ମୁଖରେ ଥିବା ବିରାଟକାୟ ଶୁଖିଲା ଶାଳ ଗଛର ଏକ ଶାଖା ଆଜି ସକାଳ ୬:୩୦ ମିନଟ ସମୟରେ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା l ସୂଚନା ଅନୁସାରେ ଉକ୍ତ ସମୟରେ ଅଲ୍ପ ଦୁରରେ ସାଇକେଲ ଆରୋହି!-->…
ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲା ବିଜେଡି, ଜବାବ ରଖିଲା ବିଜେପି..
ଭୁବନେଶ୍ବର: ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି,!-->…
ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍
ଭଦ୍ରକ: ବାଲି ବୋଝେଇ ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍ । ଓଭର ଲୋଡିଂ ପାଇଁ ଫାଇନ୍ କରିଛନ୍ତି ଭଦ୍ରକ ତିହିଡି ତହସିଲଦାର ପ୍ରତୀକ ସାହୁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ବଜାର ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିଲା ଟ୍ରକ୍ଟି । ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ୍କୁ!-->…