Sign in
Sign in
Recover your password.
A password will be e-mailed to you.
କର୍ଣ୍ଣାଟକ ନିର୍ବାଚନ ପାଇଁ ବାହାରିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା…
ବେଙ୍ଗାଲୁରୁ: ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଆଜି କଂଗ୍ରେସ ପାର୍ଟି ପ୍ରଥମ ପର୍ଯ୍ୟାୟରେ ୧୨୪ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି।
ଏଥର ପୁଅର ନିର୍ବାଚନ ମଣ୍ଡଳୀ ‘ବରୁଣ’ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା!-->!-->!-->…
ଆଇଏଏସ ବଦଳି: ନିକୁଞ୍ଜ ଧଳ ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁ ହେଲେ ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର : ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି । ଏ ନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ରାଜ୍ୟ ସରକାର ଆଇଏଏସସ୍ତରରେ କେତେକ ବଦଳି!-->…
ଆଜି ଓକିଲ ସଂଘ ନିର୍ବାଚନ, ମୋଟ ୩୩, ୪୩୪ ଆଇନଜୀବୀ
ଆଜି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି। ମୋଟ ୩୩, ୪୩୪ ଆଇନଜୀବୀ ନିଜ ନିଜ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ।
!-->!-->!-->…
ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ର ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।
!-->!-->!-->…
ବୁଲୁଛନ୍ତି ବାଘ ଓ ବାଘୁଣୀ ! ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ କରାଇଲା ନୂଆପଡା ବନବିଭାଗ
ନୂଆପଡା: ସାବଧାନ୍! ଗାଁରେ ବୁଲୁଛି ବାଘ। ସଭିଏଁ ରୁହ ସତର୍କ। ଏମିତି କିଛି କହି ମାଇକ୍ ଦ୍ବାରା ଲୋକଙ୍କୁ ସତର୍କ କରାଉଛି ବନ ବିଭାଗ। ଏ ହେଉଛି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁ ଏବଂ ଅଭୟାରଣ୍ୟ ସଂଲଗ୍ନ ରହିଥିବା ଜଙ୍ଗଲ ତଳି ଅଂଚଳର ଦ୍ରୁଶ୍ଯ। ଯେଉଁଠି ବାଘ ଓ ବାଘୁଣୀଙ୍କ!-->…
ହୋଡିଂ ଉପରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣ, ତଳେ ପଡି ଜଣେ ମୃତ
ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଡି କାମ କରିବା ବେଳେ ମହୁମାଛି ଆକ୍ରମଣରେ ଖସି ପଡ଼ି ଯୁବକ ମୃତ ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଟୋରେଣ୍ଟ ଆଡ଼ଭାଇଟାଇଜମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇ ଜଣ ଯୁବକ ବିଳମ୍ବିତ!-->…
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ‘ଜେଡିଏସ୍’ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ: କୁମାରସ୍ବାମୀ…
କୋଲ୍କାତା: ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜନତା ଦଳ ସିକ୍ୟୁଲାର୍’ (ଜେଡିଏସ୍) ଲାଗି ପ୍ରଚାର ଅଭିଯାନରେ ଆସିବେ ବୋଲି ଶୁକ୍ରବାର ଦିନ ‘ଜେଡିଏସ୍’ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ!-->…
ଏରିକ୍ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଶପଥପାଠ କରାଇଲେ ଉପରାଷ୍ଟ୍ରପତି କମଳା…
ୱାସିଂଟନ୍: ଶୁକ୍ରବାର ଦିନ ଉପରାଷ୍ଟ୍ରପତି କମଳା ହାରିସ୍ ଲସ୍ ଏଞ୍ଜେଲ୍ସ୍ର ପୂର୍ବତନ ମେୟର୍ ଏରିକ୍ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଔପଚାରିକ ଶପଥପାଠ କରାଇଛନ୍ତି।
ଦୁଇ ବର୍ଷ ହେବ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ କୂଟନୈତିକ ପଦବୀ ପୂରଣ କରିବା!-->!-->!-->…
ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍ଘାଟିତ…
କୋଲକାତା :ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ଯୁଟରେ ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍ଘାଟିତ ହୋଇଛି । ଏଥିରେ ଏସଆରଏଫଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ରାଜ୍ଯପାଳ ଡଃ ଶି ବି ଆନନ୍ଦ ବୋଷ ଉତ୍ସବକୁ ପ୍ରଦୀପ!-->…
ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ
ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’ । ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ । ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍ସ ଅଫ୍ ରହିବ । ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ!-->…