କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଅନୁରୋଧ

ଭୁବନେଶ୍ୱର: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ- ୫୫ ପ୍ରସଙ୍ଗରେ ଚିଠି । ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟିଟିଲାଗଡ଼: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ଥାନା ମନିଗାଁ ଡ଼କା ଡଙ୍ଗର ନିକଟସ୍ଥ ଜଙ୍ଗଲରେ। ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ଗଛ ନିକଟରେ ଦୁଇଟି ଚପଲ ରହିଥିବା ବେଳେ ଯୁବକ ଙ୍କ ପରିଚୟ ମିଳି ପାରି ନାହିଁ । ହତ୍ୟା

ରାହୁଲ ଗାନ୍ଧିଙ୍କ ସଦସ୍ୟପଦ ରଦ୍ଦ ଅସାମ୍ବିଧାନିକ: ଶରଦ ପାୱାର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ରଦ୍ଦ ହେବା ହେଉଛି ଅସାମ୍ବିଧାନିକ। ଏହା ଏକ ନିନ୍ଦନୀୟ ପଦକ୍ଷେପ । ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧର ହ୍ରାସକୁ ଦର୍ଶାଉଥିବା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନୀ

ଖଡ଼ିଆଳରୁ ନିର୍ବାଚନ ଲଢ଼ିବେ ଶ୍ରୀକାନ୍ତ ଚାଟାର୍ଜୀ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଆଗାମୀ ନିର୍ବାଚନରେ ଲଢ଼ିବେ ବୋଲି ଅବସରପ୍ରାପ୍ତ ଆୟକର କମିସନର ଶ୍ରୀକାନ୍ତ ଚାଟାର୍ଜୀ ଘୋଷଣା କରିଛନ୍ତି। ଏ ନେଇ ଅଗ୍ରସେନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ଏହି

କାୟା ମେଲାଉଛି କରୋନା; ଦେଶରେ ଗତ ୨୪ ଘଣ୍ଟାରେ ୬ମୃତ, ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଥରେ କାୟା ମେଲାଉଛି କରୋନା । ଦେଶରେ ଲଗାତାର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ଶହ ୯୦ ପଜିଟିଭ୍‌ ବାହାରିଥିବା ବେଳେ କରୋନା ନେଇଛି ଆଉ ୬ ଜୀବନ । ଗତ ୧୪୬ ଦିନରେ

ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର : ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ । ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । ୩ଟି ସ୍ଥାନରୁ ସେମାନେ ରାଲି କରିଛନ୍ତି । ଏକାଠି ହେଲେ ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବେଶରେ ହଜାର ହଜାର ଜନଜାତି ଲୋକ । ସହିଦନଗର

ପୋଖ୍‌ରାନ୍‌ରେ ସମରାଭ୍ୟାସ ବେଳେ ‘ମିସ୍‌ଫାୟାର୍‌’ ହେଲା ୩ଟି କ୍ଷେପଣାସ୍ତ୍ର

ଜୈସାଲ୍‌ମେର୍‌: ଶୁକ୍ରବାର ଦିନ ଭାରତୀୟ ସେନା ସମରାଭ୍ୟାସ କରୁଥିବା ବ‌େଳେ ରାଜସ୍ଥାନର ଜୈସାଲ୍‌ମେର୍‌ ଅନ୍ତର୍ଗତ ପୋଖ୍‌ରାନ୍‌ ‘ଫାୟାରିଙ୍ଗ୍‌ ରେଞ୍ଜ୍‌’ରୁ ନିକ୍ଷେପ କରାଯାଇଥିବା ୩ଟି କ୍ଷେପଣାସ୍ତ୍ର ‘ମିସ୍‌ଫାୟାର୍‌’ ହୋଇଛି। ‘ମିସ୍‌ଫାୟାର୍‌’ ହୋଇଥିବା କ୍ଷେପଣାସ୍ତ୍ରଗୁଡ଼ିକର

ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା : ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ

ବଲାଙ୍ଗୀରି: ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ ଛକ ରେ ଥିବା କୋଚିଂ ସେଣ୍ଟରେ ପୋଲିସର ଚଢ଼ାଉ । ଶହ ଶହ

କୌଣସି ବିଚାରପତି ବିଜେପି ନେତାଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : ଭାଇ ପାଇଁ ବାହାରିଲେ ଭଉଣୀ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ସଂସଦର ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ ହୋଇଥିବା ରାହୁଲ ଗାନ୍ଧିଙ୍କୁ 'ମିରଜାଫର' କୁହାଯାଉଛି । କଂଗ୍ରେସ ପରିବାରକୁ ଅପମାନିତ କରାଯାଉଛି। କିନ୍ତୁ କୌଣସି ବିଚାରପତି

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ, ପରିକ୍ରମା ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେ ଅନୁଧ୍ୟାନ…

ପୁରୀ: ପୁରୀରେ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଆଜି ସକାଳୁ ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍‌ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି