Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ପାଣସମାଜର ନିର୍ବାଚନକୁ ନେଇ ତେଜୁଛି ଅସନ୍ତୋଷ : ନିର୍ବାଚନକୁ ଅସିଦ୍ଧି ଘୋଷଣା ପାଇଁ ଦାବୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଜୁପଟନାୟକ କଲ୍ୟାଣ ମଣ୍ଡପରେ ଗତ ତା,୧୯/୦୩ ରିଖ ରବିବାର ଦିନ ବହୁ ବାଦ ବିବାଦ ପରେ ବହୁ ପ୍ରତିକ୍ଷୀତ " ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି " ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ନିର୍ବାଚନକୁ ନେଇ ଆଗରୁ କଳ୍ପନା ଜଳ୍ପନା!-->…
ପଂଚାୟତ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ ଓ ଜିଲ୍ଲା ପରିଷଦ କନ୍ଧମାଳଙ୍କ ମିଳିତ ସହଯୋଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଂଚାୟତି ରାଜ ବିଭାଗ ଓଡିଶାଙ୍କ ସହାୟତାରେ ଏବଂ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର!-->!-->!-->…
ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ରାଜ୍ୟ ଛାତ୍ର ସଭାପତି ହେଲେ ଦେବାଶିଷ
ଫୁଲବାଣୀ : ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳର ଯୁବ ସମାଜସେବୀ ଦେବାଶିଷ ସାହାଣୀ l ତାଙ୍କୁ ରାଜ୍ୟ ତରଫରୁ ମନୋନୀତ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ!-->…
ଛତ୍ରପୁର ଓକିଲ ସଂଘର ସଭାପତି ଭାବେ ପ୍ରଦୀପ କୁମାର ପାଢୀ ଓ ସମ୍ପାଦକ ଭାବେ ଏଲ .ଗୋପାଲ ରାଓ ବିଜୟୀ…
ଛତ୍ରପୁର : ଛତ୍ରପୁର ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ଶନିବାର ମତଦାନ ହେବା ସହିତ ଫଳା ଫଳ ଘୋଷଣା କରାଯାଇଛି । ସଂଘର ସଭାପତି ଭାବେ ପ୍ରଦୀପ କୁମାର ପାଢୀ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଏଲ ଗୋପାଲ ରାଓ ବିଜୟୀ ହୋଇଥିଲେ । ସେହିପରି ଉପସଭାପତି ଭାବେ ପ୍ରମୋଦ କୁମାର ପୂରୋହିତ!-->…
ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ ବେହେରା ନିର୍ବାଚିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭଗବାନମହାନ୍ତି ନିର୍ବାଚିତ ହୋଇଥବା ବେଳେ ସମ୍ପାଦକ ଭାବେ କମଳ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ବୀଣାପାଣି ପ୍ରଧାନ, ସହ ସମ୍ପାଦକ!-->…
୧୨୭ ସିଆରପିଏଫ ତରଫରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବିଜୁପଟ୍ଟନାୟକ ମିନି ଷ୍ଟାଡିଅମଠାରେ ୧୨୭ ବାଟାଲିଆନ ସି ଆରପି ଏଫ ତରଫରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଞ୍ଚଳର ଗରିବ ଲୋକଙ୍କୁ କାର୍ଯ୍ୟକ୍ରମ ରେ ଲୁଙ୍ଗି, ଟାୱାଲ,ଟାଙ୍ଗିଆ, କଟୁରୀ, କୋଡ଼ି, କୋଦାଳ ବଣ୍ଟନ କରାଯାଇଥିଲା l!-->…
ପଵିଙ୍ଗିଆଠାରେ ଗଂଜେଇ ଚାଷ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ…
ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଵିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ!-->…
ଭ୍ରୁଙ୍ଗୀଯୋଡ଼ି ଠାରେ ଗଂଜେଇ ଚାଷ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢି ଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭ୍ରୁଙ୍ଗୀଯୋଡ଼ି ପଂଚାୟତ କାର୍ଯ୍ୟାଳୟ!-->…
ଦାରିଙ୍ଗବାଡ଼ି ଜନସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଆଉଟସୋରସିଂ କର୍ମଚାରୀ ଲିଖିତ ସ୍ମାରକପତ୍ର ପ୍ରଦାନ
ଦାରିଙ୍ଗବାଡ଼ି,୨୫/୩ : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ରାଜ୍ୟ ଆଉଟସୋରସିଂ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଆଉଟ ସୋରସିଂ ବ୍ୟବସ୍ଥାର ପ୍ରତିବାଦ ଓ ସ୍ଥାୟୀ ନିଯୁକ୍ତି ଦାବୀ କରିବା ନିମନ୍ତେ ଆଜି ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ!-->…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ : ଷ୍ଟାଡିୟମରେ ବୁଲି ତଦାରଖ କଲେ ବ୍ରହ୍ମପୁର ସାଂସଦ ଓ…
ଛତ୍ରପୁର : ମାର୍ଚ୍ଚ ୨୬ ତାରିଖ ତଥା ରବିବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ।!-->!-->!-->…