ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ । ଛତ୍ରପୁର ଅପର ବସ୍ ଷ୍ଟାଣ୍ଡରେ ବିଜେପିର ଯୁବମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଛନ୍ତି । ଏହି ସମୟରେ ତାଙ୍କୁ ଅଟକ ରଖିଥିଲା ଗଞ୍ଜାମ

ନିଜକୁ ଅଯୋଗ୍ୟ ସାଂସଦ କହିଲେ ରାହୁଲ…

ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ପଦ ହରାଇବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ନିଜକୁ ଅଯୋଗ୍ୟ ସାଂସଦ ବୋଳି କହିଛନ୍ତି।ଆଜି ନିଜ ଟ୍ୱିଟର୍ ପ୍ରୋଫାଇଲ୍ ବାୟୋ ବଦଳାଇ ସେ ଏଭଳି କିଛି ଘୋଷଣା କରିଛନ୍ତି । ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍‌ପି’ ବା

‘ମନ୍‌ କୀ ବାତ୍‌’ରେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ବ ଗ୍ରହଣ କରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ବେଳେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି। ଆଜି

ଗୁରୁଜଙ୍ଗରେ ହେବ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର

ଖୋର୍ଦ୍ଧା : ଖୋର୍ଦ୍ଧା ପୌର ପରିଷଦ ଅଧୀନ ଗୁରୁଜଙ୍ଗଠାରେ ଏକ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରାଥମିକ ଚରଣରେ ପ୍ରାୟ ୧୬ଲକ୍ଷ ଟଙ୍କାର ବଜେଟ୍ ଅନୁଦାନ ଦେଇଛି। ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ବନ୍ଦ

ଓୟ ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଭୁବନେଶ୍ବର: କଣ ହୋଇଯାଇଛି ଯୁବପୀଢୀଙ୍କୁ? କାହିଁକି ଛୋଟ ଛୋଟ କଥାରେ ତୁଚ୍ଛ ମଣିନେଉଛନ୍ତି ନିଜ ଜୀବନକୁ? କାହିଁକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି ଯୁବପୀଢୀ? ଏବେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ପ୍ରତିଟି ରାଜଧାନୀବାସୀଙ୍କ ମନରେ। କାରଣ ଆଜି ପୁଣି ଜଣେ ଯୁବକ

ଏପ୍ରିଲ ୧୫ରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

କଟକ : ଏପ୍ରିଲ ୧୫ ତାରିଖରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ। ‌୩୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୭ଟି ବୁଥ୍‌ରେ ଭୋଟ ଗ୍ରହଣ ହେବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଲାଗି ପ୍ରକାଶିତ ଭୋଟର ତାଲିକାରେ

ମା’କୁ ପିଟି ପିଟି ହତ୍ୟା କଲା କୁଳାଙ୍ଗାର ପୁଅ…

ବରଗଡ: ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁର ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼ ସଦର

ନବରଙ୍ଗପୁର ଜିଲ୍ଲାରେ ବାଇପାସ୍ ରୋଡ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର…

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବାଇପାସ ରୋଡ୍‌ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁରୀକୁ ଅନୁମୋଦନ ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ ତାଙ୍କ

ରାଜ୍ୟର ବିଭନ୍ନ କୋର୍ଟର ବାର ଆସୋସିଏସନ ନିର୍ବାଚନ ଶେଷ….

ରାଜ୍ୟର ବିଭନ୍ନ କୋର୍ଟର ବାର ଆସୋସିଏସନ ନିର୍ବାଚନ ଶେଷ ହୋଇଛି। ନଜର ପକାନ୍ତୁ କେଉଁ ଅଞ୍ଚଳରର ବାର ଆସୋସିଏସନରୁ କିଏ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ବର: ଭୁବନେଶ୍ବର ବାର ଆସୋସିଏସନ ନିର୍ବାଚନ ଶେଷ ହୋଇଛି। ସଭାପତି ଭାବେ ଧନେଶ୍ଵର ମହାନ୍ତି,ଉପ ସଭାପତି ଭାବେ ଅଞ୍ଜନ କୁମାର

ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ…

ଭୁବନେଶ୍ବର:ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, କର୍ପୋରେଟରଙ୍କ ସମେତ ବରିଷ୍ଠ ସେବାୟତ ସବୁ ନିଯୋଗ ସଦସ୍ୟ