ଖୁସବୁଙ୍କ ‘ମୋଦି’ ଟ୍ୱିଟ୍‌କୁ ନେଇ ବିବାଦ, ବିଜେପିକୁ ଘେରିଲେ ବିରୋଧୀ 

ନୂଆଦିଲ୍ଲୀ : ଏକ ପୁରୁଣା ଟ୍ୱିଟ୍‌କୁ ନେଇ ବିବାଦରେ ଫସିଛନ୍ତି ବିଜେପି ନେତ୍ରୀ ଖୁସବୁ ସୁନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କିଛି ବର୍ଷ ତଳେ ବିଜେପି ନେତ୍ରୀ ଏକ ଟ୍ୱିଟ୍ କରିଥିଲେ। ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏଥିସହ ଏହାକୁ ନେଇ

ରାହୁଲଙ୍କ ସାଂସଦ ପଦ ରଦ୍ଦ ପରେ କଂଗ୍ରେସର ରଣହୁଙ୍କାର…

ନୂଆଦିଲ୍ଲୀ : ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍‌-ପାର୍ ମୁଡ୍‌ରେ ରହିଛି। କଂଗ୍ରେସ ଦଳ ଏବେ କୋର୍ଟ ସମେତ ଏବେ ରାସ୍ତା ଉପରକୁ ଓହ୍ଲାଇଛି। ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ

ନୂଆ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା । ନୂଆ ସଭାପତି ମନମୋହନ ସାମଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି । ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱାଗତ କଲେ । ଦଳୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହି ମଧ୍ୟ ସ୍ୱାଗତ ଜଣାଇଛନ୍ତି । ନବୀନ ବାବୁ

ଇତିହାସ ରଚିଲା ଇସ୍ରୋ, ଏକାସଙ୍ଗେ ମହାକାଶକୁ ପଠାଇଲା ୩୬ ସାଟେଲାଇଟ୍‌…

ବେଙ୍ଗାଲୁରୁ : ପୁଣି ଆଉ ଏକ ଇତିହାସ ରଚିଲା ଇସ୍ରୋ। ଏକା ସଙ୍ଗେ ମହାକାଶକୁ ପଠାଇଲା ୩୬ଟି ସାଟେଲାଇଟ୍। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଇଛି। ଆଜି ସକାଳ ୯ଟାରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା…

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । କିଂଜିରକେଲା ଥାନା ଅନ୍ତର୍ଗତ କୁଲବା ଅଡ଼ାପଡାରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହଳଧର ଭୋଇ । ଏହି ଘଟଣାରେ କିଞ୍ଜିରିକେଲା ଥାନା ପୋଲିସ ମୃତଦେହ ଜବତ କରିବା

କେନ୍ଦୁଝରରେ ବାଘ ଆତଙ୍କ, ୪ଟି ମଇଁଷିକୁ ମାରି ଖାଇଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବାଘ ଆତଙ୍କ। ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରି ଖାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । ସୂଚନା ଅନୂସାରେ, ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଗାଁର କିଛି ମଇଁଷି ଶୁକ୍ରବାର ରାତିରେ ଜଙ୍ଗଲରେ ଥିଲେ। ଏହି

ଦାବି ପୂରଣ ନହେବା ଯାଏ ଧାରଣାରେ ବସିବେ ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘର ଅନିର୍ଦ୍ଦିଷ୍ଟ କାଳ ଲାଗି ଧାରଣା । ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଏହି ଆଉଟ୍ ସୋର୍ସିଂ କର୍ମଚାରୀମାନେ । ରାଜ୍ୟରେ ଥିବା ବିଭିନ୍ନ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ…

୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇ ସ୍କୁଲ୍ ର ରୂପାନ୍ତର ହେବ - ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ

ଉମେଶ ପାଲ ହତ୍ୟାକାଣ୍ଡ: ଅଭିଯୁକ୍ତକୁ ସାବରମତୀ ଜେଲ୍‌ରୁ ପ୍ରୟାଗରାଜ ନେବ ପୁଲିସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ନିକଟରେ ଏନକାଉଣ୍ଟର କରିଛି ପୁଲିସ୍‌। ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ତେବେ ଉମେଶ ପାଲ୍‌ଙ୍କ ଅନ୍ୟତମ ହତ୍ୟା ଅଭିଯୁକ୍ତ ଆତିକ୍‌

ନୂଆପଡ଼ା ଜିଲ୍ଲାରେ ବାଛୁରୀକୁ ମାରି ଖାଇଲା ବାଘ…

ନୂଆପଡ଼ା: ପୁଣି ବାଛୁରୀକୁ ମାରିଲା ବାଘ। ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ। ଧରମବନ୍ଧା ଥାନା କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ବାଘ ମାରି ଖାଇଛି। ଟାନଓ୍ଵାଟ-କେରମେଲୀ ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଦେଖିଥିଲେ ଲୋକ । ଗତ କିଛି ଦିନ ହେବ ସୁନାବେଡା ଅଭୟାରଣ୍ୟ