ଘର ଖାଲି କରିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌…

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଉପରେ ଗୋଟିଏ ପରେ ଗୋଟିଏ କୋପ ଦଶା ମାଡ଼ି ଆସୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଏକ ଝଟ୍‌କା। ଘର ଖାଲି କରିବାକୁ କଂଗ୍ରେସ ନେତାଙ୍କୁ ନୋଟିସ୍‌। ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ

ବିଲକିସ ବାନୋ ମାମଲା: ୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ : ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ୨୦୦୨ ଦଙ୍ଗା ପୀଡ଼ିତା ବିଲକିସ ବାନୋ ସୁପ୍ରିମକୋର୍ଟରେ ପୁଣି ଥରେ ଆବେଦନ କରିଥିଲେ। ଦୋଷୀମାନଙ୍କୁ ଆଗୁଆ ମୁକ୍ତ କରିବା ନିର୍ଣ୍ଣୟ ବିରୋଧରେ ପୁନର୍ବିଚାର ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ

ଡିଭାଇଡର ଉପରେ ଚଢିଗଲା ମାଲବାହୀ ଟ୍ରକ

ହିଞ୍ଜିଳିକାଟୁ ୨୭।୩ ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ଛକ ଏନ ହେଚ ରୋଡ ୫୯ ଉପରେ ଏକ ପଥର ଵୋଝେଇ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଛି ।ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଵେଳେ ଟ୍ରକ ଆଗ ଭାଗ ନଷ୍ଟ ହୋଇଯାଇଛି। ଆସିକା ପଟୁ ଓଡି୦୭ ଏନ ୦୨୮୯ ନଂ

ତୀର୍ଥଯାତ୍ରାରେ ବାହାରିଲେ ଜିଲ୍ଲା ର ବରିଷ୍ଠ ନାଗରିକ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡ଼ିଶା ପଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରି ଏବଂ ଜିଲ୍ଲା ପ୍ରଶାସନ ପଯ୍ୟଟନ କଯ୍ୟାଳୟ

ଓଷ୍ଟାର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ…

ମାଲକାନଗିରି : ଅଦ୍ୟ ତା ୨୬/୦୩/୨୩ ରିଖ ରବିବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ମାଲକାନଗିରି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ପାଞ୍ଚଗୋଟି ବ୍ଳକରୁ ୧୨୮ଜଣ ପ୍ରତିନିଧି ଅଂଶ ଗ୍ରହଣ କରି

ଗରୁଦାୟିତ୍ୱ ନିଭାଇଲେ ବିଡ଼ିଓ : ଲୋକଙ୍କ ସମସ୍ୟା ବୁଝିବା ପାଇଁ କଲେ ଅପହଞ୍ଚ ଇଲାକାକୁ ଜଳ ଯାତ୍ରା…

ମାଲକାନଗିରି : ଖାଇରପୁଟ ବଣ୍ଡାଘାଟି ରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଯିବାକୁ ସମସ୍ୟା ହେଉଥିଲା । ବର୍ଷ ବର୍ଷ ଧରି କୌଣସି ବରିଷ୍ଠ ଅଧିକାରୀ ଗାଁକୁ ଯାଇ ତଦାରଖ କରିପାରୁ ନଥିଲେ । ଆଜି ସାହାସ ଦେଖାଇଛନ୍ତି ଖଇରପୁଟ ବିଡ଼ିଓ,ଖଇରପୁଟ ବିଡ଼ିଓ ହୃଦରଞ୍ଜନ ସାହୁ ବଣ୍ଡାଘାଟିର ଏକ ଅପହଞ୍ଚ

“ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନିଜଠାରୁ ଅଧିକ ବୁଦ୍ଧିମାନ ହେବାକୁ ଦିଅନ୍ତୁ ନାହିଁ” – ନାଲକୋ…

ଉତ୍କଳ ବିଶ୍ବବିଦ୍ୟାଳୟରେ 'ବର୍ଦ୍ଧିଷ୍ଣୁ ଜଟିଳ ବ୍ୟବସାୟ ପରିବେଶରେ ଆକାଉଣ୍ଟିଂର ଭବିଷ୍ୟତ' ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତଭୁବନେଶ୍ୱର : କୁଳପତି ପ୍ରଫେସର ସାବିତା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଜି ଭାରତୀୟ ଆକାଉଣ୍ଟିଂ ଆସୋସିଏସନ୍ ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ

କନ୍ଧମାଳ ଜିଲ୍ଲା ରଜକ (ଧୋବା) ସମିତିର ମହାସଭା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରଜକ (ଧୋବା) ସମିତି ଫୁଲବାଣୀର ମହାସଭା ତଥା ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ କୋର୍ଟ ଛକ ନିକଟସ୍ଥ କନ୍ଧମାଳ ଫୁଟବଲ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା । ଶଙ୍କର ବେହେରା

ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ…

ହିଞ୍ଜିଳିକାଟୁ, ୨୬।୩ : ହିଞ୍ଜିଳି ଥାନା ସାରୁ ଗ୍ରାମରେ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ଅଧିକାରୀ ଟୁନା ରବିବାର ସଂଧ୍ୟାରେ ଗାଁ ପୋଖରୀରୁ ସ୍ନାନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର

ବସନ୍ତ ମହୋତ୍ସବରେ ସ୍ମୃତିରେ ପ୍ରଦୀପ…

ସୁନ୍ଦରଗଡ଼ (୨୬/୦୩) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଗତ କାଲି ସନ୍ଧ୍ୟାରେ ସମାପିତ ହୋଇ ଯାଇଛି "ନବଜୀବନ"ର ବସନ୍ତ ମହୋତ୍ସବ। ପ୍ରଖ୍ୟାତ ନାଟ୍ୟକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଅବର୍ତ୍ତମାନରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମନେ