Sign in
Sign in
Recover your password.
A password will be e-mailed to you.
ବିଶ୍ଵ ନାଟ୍ୟ ଦିବସ କଳାକାରଙ୍କ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ
ବ୍ରହ୍ମପୁର (୨୭/୦୩) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସମ୍ମିଳନୀ କକ୍ଷ ଠାରେ 'ବିଶ୍ଵ ନାଟ୍ୟ ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ!-->…
ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଛତ୍ରପୁର : ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ମହା ସମାରୋହରେ ପାଳନ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ!-->…
ରାମସା-ଗୋପାଳଗୁଡାର କୌପିନଧାରୀ ମହିମା ମଣ୍ଡଳୀର ଆମ ନୁଆଁଖିଆ ପର୍ବ ପାଳିତ…
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ଗୋପାଳଗୁଡା ଗ୍ରାମ ସ୍ଥିତ ମହିମାଟୁଙ୍ଗି ଠାରେ ଆଜି ରାମସା -ଗୋପାଳଗୁଡ଼ାର କୌପିନଧାରୀ ଭକ୍ତ ମାନଙ୍କ ଦ୍ୱାରା ଆମ ନୁଆଁଖିଆ ପର୍ବ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବ୍ରହ୍ମ ଅବଧୂତ ପୀତବାସ ବାବା, ବ୍ରହ୍ମ ଅବଧୂତ!-->…
କନ୍ୟା ସନ୍ତାନକୁ ସୁସ୍ଥ, ଶିକ୍ଷିତ, ସୁରକ୍ଷିତ ଉପରେ ସଚେତନତା କାର୍ଯ୍ୟକ୍ରମ
ବ୍ରହ୍ମପୁର : ବର୍ତମାନ ସମାଜରେ କନ୍ୟା ସନ୍ତାନ ମାନଙ୍କୁ ସୁସ୍ଥ, ଶିକ୍ଷିତ ଓ ସୁରକ୍ଷିତ ରଖି ଆଦର୍ଶ ଶିଶୁ ଗଢି ତୋଳିବା ଉପରେ ସଚେତନତା କାର୍ଯ୍ୟକ୍ରମ ଉପଖଣ୍ଡ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ବିଜୁ କନ୍ୟାରତ୍ନ ଯୋଜନା ସଚେତନତା!-->…
୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି : ୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ!-->…
ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ
କଟକ : ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ । ବିଧାନସଭାରେ ଆଗତ ହେଲା ଆପାର୍ଟମେଣ୍ଟ ବିଧେୟକ । ବିଲ୍ରେ ପ୍ରମୋଟର ଓ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଦାୟିତ୍ୱ । ଆପାର୍ଟମେଣ୍ଟ ମାଲିକଙ୍କ ଦାୟିତ୍ୱ- ସଂଘର ନିୟମକୁ ମାନି ଚଳିବା । ଆପାର୍ଟମେଣ୍ଟରେ କୌଣସି!-->…
ଓଲିଉଡ ହିରୋ ଅଜିତାଭ ମଲ୍ଲିକ ଗିରଫ
ଭୁବନେଶ୍ୱର: ହିରୋ ଚାର୍ ସୋ ବିଶ୍ । ରିଲ୍ରେ ହିରୋ ହେଲେ ରିଅଲ ଲାଇଫରେ ଭିଲେନ୍ । ଏଭଳି ଜଣେ ଠକ ହିରୋକୁ ଗିରଫ କରିଛି କମିଶନରେଟ ପୋଲିସ । ଓଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କ ଠାରୁ ୮୫ ଲକ୍ଷ ଟଙ୍କା!-->…
ଅଶୋକାଷ୍ଟମୀ ଅବସରରେ ୨୯ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି…
ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି!-->…
ନକଲି ପ୍ରମାଣପତ୍ର ମାମଲା: ମାଷ୍ଟରମାଇଣ୍ଡ ଓ ସହଯୋଗୀଙ୍କ ସମେତ ୧୯ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବଲାଙ୍ଗୀର: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ ଡାକବିଭାଗରେ ପଦବି ଆବେଦନ କରିଥିଲେ!-->…
୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ବିଜେଡି…
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଂଗଠନିକ ସ୍ଥିତି ସୁଦୃଢ଼ କରୁଛି ବିଜେଡି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଦଳ । ଏମାନଙ୍କ ଭିତରେ ଅଛନ୍ତି ୨୦ ଜଣ ମନ୍ତ୍ରୀ ଓ ବିଧାୟକ । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ବିଜେଡି!-->…