ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁରଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜିର ଅନୁଷ୍ଠିତ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ରେ ଜିଲ୍ଲାପାଳ ଡ. ପରାଗ ହର୍ଷ ଗଭାଲୀ ଓ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଯୋଗ ଦେଇ

ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା, ଜଣେ ଗିରଫ

ହିଞ୍ଜିଳିକାଟୁ (୨୭।୩) : ହିଞ୍ଜିଳି ଥାନା ସାରୁ ଗ୍ରାମରେ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାରେ ହିଞ୍ଜିଳି ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସାରୁ ଗ୍ରାମର ସୁଶାନ୍ତ ସେଠି। ହିଞ୍ଜିଳି ପୋଲିସ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦ୍ଘାଟିତ…

ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଆନୁକୂଲ୍ୟରେ ଏକ ସରସ୍ବତୀ ସଂସ୍କାର କେନ୍ଦ୍ର ଉଦ୍ଘାଟନ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଦକ୍ଷିଣ-ପୂର୍ବ ସମ୍ଭାଗର ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ, ଫୁଲବାଣୀ

ଦୀର୍ଘ ଦୁଇମାସ ଶ୍ରମ ପରେ ଵି ମିଳିଲାନି ପାଉଣା, ଶ୍ରମ ଅଧିକାରୀ ଓ ଆରକ୍ଷୀ ଅଧିକାରୀ ଦ୍ୱାରସ୍ଥ ହେଲେ…

ମାଲକାନଗିରି, ୨୭।୩ : ଦାଦନ ପାଇଁ ବାହାର ରାଜ୍ୟକୁ ଯାଇ ଦୁଇମାସ ଖଟିବା ପରେ ମଧ୍ୟ ମିଳିଲାନି ପ୍ରାପ୍ୟ, ଅଖିଆ ଅପିଆ ଫେରିଲେ ଅନେକ ଯୁବକ ଯୁବତୀ ଓ ନାବାଳକ ଶ୍ରମିକ । ନ୍ୟାୟ ଆସାରେ ହେଲେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚାଲାଣଗୁଡା

ଵିଜୟ ନାୟକଙ୍କୁ ପୁନର୍ବାର ମିଳିଲା କନ୍ଧମାଳର ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱ

ଫୁଲବାଣୀ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପୁନର୍ବାର ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି l ବିଜୁ ଜନତା ଦଳ ପକ୍ଷରୁ କନ୍ଧମାଳ ଜିଲ୍ଲା ପ୍ରତି ଥିବା ତାଙ୍କର

ବିଶ୍ୱ ନାଟକ ଦିବସ ଅବସରରେ କଳାକାରଙ୍କ ଶୋଭାଯାତ୍ରା

ବ୍ରହ୍ମପୁର : ୨୩ମାର୍ଚ୍ଚ ବିଶ୍ୱ ନାଟକ ଦିବସ ଅବସରରେ ସଂସ୍କୃତି ଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ କଳାକାର ଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ରାଲି ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶେଷରେ ଗଞ୍ଜାମ କଳା ପରିଷଦ ଠାରେ

ନାବାର୍ଡ ଓ ସେବକର ମିଳିତ ଆନୁକୁଲ୍ୟରେ ଗ୍ରାମୀଣ ବଜାରର ଶୁଭ ଉଦଘାଟନ

ସୁନ୍ଦରଗଡ଼/ ରାଉରକେଲା : ସ୍ୱେଚ୍ଛାସେବୀ ସଂସ୍ଥା ସେବକ, ସୁନ୍ଦରଗଡ଼ ଓ ନାବାର୍ଡ ସହାୟତାରେ ରାଉରକେଲାର ଗଜପତି ମାର୍କେଟ ଆମବଗାନ ଦୋକାନ ନଂ.୯୪,୯୫ ଠାରେ ଏକ ରୁରାଲ ମାର୍ଟ/ ଗ୍ରାମୀଣ ବଜାରର ଶୁଭ ଉଦଘାଟନ ହୋଇ ଯାଇଛି । ଏହାକୁ ଡ଼ିଡ଼ିଏମ ନାବାର୍ଡ ସୁନ୍ଦରଗଡ଼ ଶ୍ରୀଯୁକ୍ତ ତାପସ ବେହେରା ଉଦଘାଟନ

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାସିକ ଅଭିଯୋଗ ଶୁଣାଣି…

ବ୍ରହ୍ମପୁର : ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମାସିକ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ଗଞ୍ଜାମ ଜିଲ୍ଲା ପିଡ଼ି ଡିଆର ଡିଏ ଭି. କୀର୍ତ୍ତି ଭାସନ ଯୋଗଦେଇ ୬୪ ଗୋଟି ମାମାଳା ର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୬୨ ଗୋଟି ଵ୍ୟଵକ୍ତିଗତ ରହିଥିବା ବେଳେ, ଦୁଇଟି ଗ୍ରାମଉପକଣ୍ଠ ସମ୍ବନ୍ଧୀୟ ସମସ୍ୟା

ଅସହାୟ ବିଧବା ନା ପାଉଛନ୍ତି ବିଧବା ଭତ୍ତା ନା ପାଇଛନ୍ତି ଆବାସ ଯୋଜନାରେ ଖଣ୍ଡେ ଘର…

ପ୍ରଶାସନ କେବଳ ତେଲିଆ ମୁଣ୍ଡରେ ତେଲ ମାରି ଚାଲିଛି ଦାରିଙ୍ଗବାଡ଼ି(୨୭/୦୩) : ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅଧିନସ୍ତ ଗୋବରକୁଟୀ ଗ୍ରାମର ଜଣେ ନିଃସହାୟ ଆଦିବାସୀ ବିଧବା ମହିଳା ନାମ ତାଙ୍କ କୁମାରୀ ମାଝୀ। ଗତ ୨୦୨୧ ସାଲରେର ତାଙ୍କ ସ୍ଵାମୀ ସୁନାପୁର ମାଝୀଙ୍କ

ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ସମବାୟ ସମିତି ପରିସର ରେ ବାଲିଗୁଡା ସମବାୟ ସମିତି ସମୁହର ତିନୋଟି ପଞ୍ଚାୟତ ରେବିଙ୍ଗିଆ,ବାରଖମା,ସୁଡ୍ରାର ମହିଳା/ପୁରୁଷ ଓ ଚାଷୀ ସମୁହ କୁ ନେଇ ସମବାୟ ବ୍ୟାଙ୍କ ସେବା ଓ କୃଷିଋଣ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି।