Sign in
Sign in
Recover your password.
A password will be e-mailed to you.
ପୁରୀ ରେଳ ଷ୍ଟେସନରେ ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ
ପୁରୀ: ପୁରୀ ରେଳ ଷ୍ଟେସନରେ ଘଟିଛି ଅଘଟଣ । ଯାତ୍ରୀବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ ହୋଇଛି ।
ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ । ତେବେ ଏହି!-->!-->!-->…
କୋରାପୁଟରେ ମାଟି ଅତଡା ଧସି ୨ ମହିଳା ମୃତ, ୨ ଆହତ
କୋରାପୁଟ : ଘର ଲିପାପୋଛା ଓ ବାସନ ମାଜିବା ପାଇଁ ଆବଶ୍ୟକ ମାଟି ଆଣିବାକୁ ନଦୀକୂଳକୁ ଯାଇଥିଲେ। ନଦୀ କୂଳରେ ମାଟି ତାଡ଼ୁଥିବା ବେଳେ ମାଟି ଅତଡ଼ା ଧସି ଥିଲା। ଏହି ମାଟି ତଳେ ଚାପି ହୋଇ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ!-->…
ଶୂନ୍ୟକାଳରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସାଲୁଜା
ଭୁବନେଶ୍ବର: ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି। ଏହି ମାମଲାରେ ମନୋଜ ମିଶ୍ର ଏବଂ!-->…
ବିବାହର ପ୍ରତିଶ୍ରୁତି ଦେଇ ଠକିଲେ କନେଷ୍ଟବଳ
ଭୁବନେଶ୍ୱର: ଲଭ, ସେକ୍ସ, ଧୋକା । ପ୍ରେମରେ ପ୍ରତାରଣା କଲେ କନଷ୍ଟେବଳ । ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । ଭୁବନେଶ୍ୱର ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଲଭ, ସେକ୍ସ ଓ ଧୋକା ଅଭିଯୋଗ!-->…
୩ ବର୍ଷର ପୁଅକୁ ବିଷ ଦେଇ ମାରିଲା ସାବତ ବାପା
ନବରଙ୍ଗପୁର : ୩ ବର୍ଷର ଶିଶୁ ପୁତ୍ରକୁ ବିଷ ଦେଇ ମାରିଲା ସାବତ ବାପା। ଏ ନେଇ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ଥାନାରେ ଅଭିଯୋଗ କରିଛି ମା’।
ସୂଚନା ଅନୁଯାୟୀ, ଗତକାଲି ପୁଅର କାଶ ହେବାରୁ ଗାୟତ୍ରୀ ଗଣ୍ଡ ତାକୁ କାଶ ଔଷଧ ଦେବା ପାଇଁ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କହିଥିଲେ। କିନ୍ତୁ!-->!-->!-->…
ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ
ଝାରସୁଗୁଡ଼ା : ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାକୁ ଚଢିଯାଇଥିଲେ ଜଣେ ମାନସିକ ରୋଗୀ । କେତେବେଳେ ବି ଜୀବନ ଚାଲିଯିବାର ଭୟ ଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ପହଞ୍ଚି ରୋଗୀ ଜଣକୁ ଉଦ୍ଧାର କରିଛନ୍ତି ।
!-->!-->…
ମହାନଦୀ ପ୍ରସଙ୍ଗ: ମୋସନ ଆକାରରେ ଆଲୋଚନା ପାଇଁ ଦାବି କଲେ ବିରୋଧୀ ଦଳ ନେତା
ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି। ମହାନଦୀ ପ୍ରସଙ୍ଗ ଉପରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି।
ବିରୋଧୀ ଦଳ ନେତା କହିଛନ୍ତି, ଗତ ୨୦୧୭ ମସିହା!-->!-->!-->…
ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ଯାଜପୁର : ଜୀବନ ହାରିଲେ ପଲିଟେକନିକ୍ ଛାତ୍ରୀ । ହଷ୍ଟେଲ ରୁମ୍ରେ ଝୁଲି ପଡ଼ିଲେ । ଯାଜପୁର ସରକାରୀ ପଲିଟେକନିକ୍ର ବିରଜା ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ରୋଜାଲିନ୍ ପାତ୍ର ଓ!-->…
ଧରାପଡିଲେ ନାବାଳକ ବାଇକ ଆରୋହୀ, କଟିଲା ୫୦ ହଜାର ଫାଇନ…
ରାୟଗଡା: ନାବାଳକ ବାଇକ ଚାଳକଙ୍କୁ ୫୦ ହଜାର ଫାଇନ୍। ଦୁଇ ଜଣ ନାବାଳକ ଚାଳକଙ୍କୁ ଧରି ଫାଇନ ଆଦାୟ କରିଛି RTO। ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର ଚାଲିଥିବାବେଳେ ଏହି ଫାଇନ୍ ଆଦାୟ କରାଯାଇଛି। ରାୟଗଡ଼ା କଲେଜ ରୋଡ଼ ନିକଟରେ ଉଭୟଙ୍କଠାରୁ ଜରିମାନା ଆଦାୟ!-->…
ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା…
ପଦ୍ମପୁର : ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ପ୍ରଶନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଲିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ସିଆରପିଏଫ ଜବାନ ଜଣକଙ୍କ ଡ୍ୟୁଟି ରାତି ୧୦ ଟା!-->!-->!-->…