Sign in
Sign in
Recover your password.
A password will be e-mailed to you.
ପୁଇଗୁଡ଼ରେ ବିଶାଳ ଖ୍ରୀଷ୍ଟୀୟ ସମାବେଶ…
ଦାରିଙ୍ଗବାଡି, ୨୯/୦୩: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ପୋଇଗୁଡ଼ ଗ୍ରାମ ଠାରେ ଚର୍ଚ୍ଚ ଅଫ୍ ଗଡ୍ ଇନ୍ ଖ୍ରାଇଷ୍ଟ ଜିଜେସ୍ ଅନୁଷ୍ଠାନ ତରଫରୁ ୪୦ତମ ବାର୍ଷିକ ଉତ୍ସଵ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଅଛି । ଉକ୍ତ ସମାବେଶରେ ଚିତ୍ରସେନ କର୍ଯ୍ୟମାଝି ସଭା!-->!-->!-->…
ଶହୀଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲାସ୍ତରୀୟ ଫାଶୀ ଦିବସ ପାଳିତ…
ମାଲକାନଗିରି, ୨୯/୦୩/୨୦୨୩: ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ!-->!-->!-->…
ଏନ ୱାଇ କେ ପକ୍ଷରୁ ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା…
ଫୁଲବାଣୀ - କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋରରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାର ଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର ରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ!-->…
ପୂଜ୍ୟ ପୂଜା ସମିତି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮0 ତମ ଫାଶୀ ଦିବସ ପାଳନ..
ସମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅବିସ୍ମରଣୀୟ…ବ୍ରହ୍ମପୁର, ତା.29.3.2023ରିଖ ସମସ୍ତ ପ୍ରକାର ଅନ୍ୟାୟ ଶୋଷଣ ବ୍ୟବସ୍ଥାର ବିଲୋପ ସହ ଦୁର୍ଦ୍ଦଶ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରି ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିବା ଅବିସ୍ମରଣୀୟ ବିଶିଷ୍ଟ!-->!-->!-->…
ଟାଟାଷ୍ଟିଲ୍ ମାଇନିଂର ଗୋପାଳପୁର କାରଖାନାରେ ଜାତୀୟ ସୁରକ୍ଷା ସପ୍ତାହ ପାଳିତ
କାର୍ଯ୍ୟକ୍ଷେତ୍ରରେ ଶୂନ୍ୟଆଘାତ ଲକ୍ଷ୍ୟ
ବ୍ରହ୍ମପୁର : ଟାଟା ଷ୍ଟିଲ୍ ମାଇନିଂର ଗୋପାଳପୁର ସ୍ଥିତ ଫେରୋ ଆଲଏଜ୍ କାରଖାନାରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ କାରଖାନା ପରିସରରେ ବିଭିନ୍ନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ନିଜ କାର୍ଯ୍ୟ କ୍ଷେତ୍ରର ଆଖାପାଖ!-->!-->!-->…
ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେ ପି ଏସ ହୋଟେଲ ଠାରେ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା!-->…
ଦୀର୍ଘ ଦୁଇବର୍ଷ ପରେ ମା’ ବାହାରିଲେ ସହର ବୁଲି : ଆରମ୍ଭ ହେଲା ମା ବୁଢ଼ୀ ଠାକୁରାଣୀଙ୍କର ଘଟଯାତ୍ରା
ନବରଙ୍ଗପୁର : ସତେ ଯେମିତି କୁନି ଝିଅ ଟିଏ ହାତରେ ନୂଆଚୁଡ଼ି, ପାଦରେ ଅଳତା ଓ ଦେହରେ ଅତର ଲଗେଇ ଅତି ମନ ଖୁସି ରେ ନିଜ ଚାରି ଭଉଣୀ ଙ୍କୁ ନେଇ ବାହାରିଛି ସହର ବୁଲି, ଆଜି ନବରଙ୍ଗପୁର ର ପ୍ରତ୍ୟେକ ଶ୍ରଦ୍ଧାଳୁ ଙ୍କ ମନରେ ଠିକ ଏମିତି କିଛି ଅନୁଭବ ହେଉଥିଲା । ଦୀର୍ଘ ଦୁଇ ବର୍ଷ ର କୋଭିଡ୍!-->…
ଦୁଇ ପଡୋଶୀ ଗଣ୍ଡଗୋଳ ୩ ଗିରଫ
ହିଞ୍ଜିଳିକାଟୁ ୨୮।୩ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ର ଦୁଇ ପଡୋଶୀ ଦାଶରଥି ପୋଲାଈ ଙ୍କ ପୁଅ ଦଶରଥ ପୋଲାଇ ତାଙ୍କ ପଡୋଶୀ ଦୁଇ ଭାଇ ଆଶିଷ ପୋଲାଇ ଓ ଆକାଶ ପୋଲାଇ ଙ୍କୂ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ଶନିବାର ଦାଶରଥି ପୋଲାଈ ଓ ତାଙ୍କ ପଡୋଶୀ ମାଗି ପୋଲାଇ!-->…
୭ ହଜାର ଟଙ୍କା ଲାଞ୍ଚ ମାମଲାରେ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଜୋରିମାନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଉଦ୍ୟାନ ବିଭାଗ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରିବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୬ ମାସ!-->…
ଭୁବନେଶ୍ୱରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ବୈଠକ
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସବ୍ୟାପି ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର!-->…