ନାବାଳିକାକୁ ଦୁଷ୍କର୍ମ ଉଦ୍ୟମରେ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଜଣେ 17 ବର୍ଷିଆ ଶାରିରୀକ ଅକ୍ଷମ ନାବାଳିକାର ଦୁଷ୍କର୍ମ ଉଦ୍ୟମ ମାମଲା ର ୧୨ଜଣ ସାକ୍ଷୀ ବୟାନ ଆଧାର ରେ ଵିଚାର କରି ବଶିଷ୍ଠ ଦିଗାଲ ୩୫ ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ

ତେନ୍ତୁଳିଖୁଣ୍ଟି ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକଠାରେ ସହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ଦିବସ ସହ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗୃପର ୩ୟ ଜନ୍ମ ଜୟନ୍ତୀ ପାଳନ କରା ଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ପ୍ରଥମେ ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି

ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ ପାଳିତ…

ବ୍ରହ୍ମପୁର : ଆଜି ସକାଳ ୮ ଘଣ୍ଟା ରେ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ୮୧ତମ ସହିଦ ଦିବସ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ମଣ୍ଡଳ କାରାଗାର ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ,

ବିପଦର ବନ୍ଧୁ ସାଜିଲେ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ରାଜ କୁମାର ବେହେରା ଏବଂ ପରାମର୍ଶ ଦାତା ତଥା ସାମ୍ବାଦିକ କୁନା ଦିଗାଲ ଙ୍କ ବାପାଙ୍କର ଗତ ୧୯ ତାରିଖ ଦିନ ଅକାଳ ବିୟୋଗ ହୋଇଥିଲା। ଆଜି ତାଙ୍କର ଦଶାହ କାର୍ଯ୍ୟରେ ମାନବାଧିକାର ମିସନ କର୍ମକର୍ତ୍ତା ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ

ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଯେଏମଏଫସି ବିଚାରପତି ସୋମ୍ୟାଶ୍ରୀ ମହାପାତ୍ର, ଅଭିଯୁକ୍ତା ବିଷ୍ଣୁପ୍ରିୟା ପାଣିଗ୍ରାହୀ ନାମକ ଜଣେ ଫରେଷ୍ଟ ଗାର୍ଡ ଚାକିର ନିମନ୍ତେ ଜାଲି ଖେଳ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିବା ମାମଲାର ବିଚାର କରି ଘଟଣାର ୧୮ ଜଣଙ୍କର ସାକ୍ଷୀ ପ୍ରମାଣ

ଏମ.ଭି୯୫ ଗାଁରେ ବାସନ୍ତୀ ପୂଜାକୁ ଆଳକରି ଚାଲିଛି ଖୁଲମଖୁଲା ଜୁଆଖେଳ

ମାଲକାନଗିରି : ପଡ଼ିଆ ବ୍ଲକ ଅନ୍ତର୍ଗତ ଏମ୍.ଭି ୯୫ ଗ୍ରାମ ରେ ବାସନ୍ତୀ ପୂଜା ମଣ୍ଡପ ଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଛି ଖୁଡୁଖୁଡ଼ି ପାଲି ଜୁଆଖେଳ l କିଛି ଅସାଧୁ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରସାରିତ ହେଉଛି ଏହି ଜୁଆଖେଳ l ଟଙ୍କା ଜିତିବା ଆଳରେ ପଡ଼ି ଏଭିଳି ଗାଁ ଗାଁରେ ଜୁଆର ପଡୁଛି ଜୁଆ

ଦୁଇଦିନଆ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଦାରଖ କରି ଫେରିଲେ 5T ସଚିବ

ମାଲକାନଗିରି : ମାଲକାନଗିରିର ପ୍ରସିଦ୍ଧ ଶୈବପୀଠ ମଲ୍ଲିକେଶ୍ବରର ରୂପାନ୍ତରଣ କରାଯିବ। ଏହାର ବିକାଶ ସହ ଆଜି ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଗୁରୁପ୍ରିୟା ସେତୁ ବୁଲି ଦେଖିଛନ୍ତି। ଚିତ୍ରକୋଣ୍ଡାଠାରେ ମିସନ ଶକ୍ତି କ୍ଯାଫେରେ ସୁଆଦିଆ ଖାଦ୍ଯ ଖାଇଛନ୍ତି ୫-ଟି ସଚିବ

ହିଞ୍ଜିଳିକାଟୁ ବ୍ଲକରେ ୬ଷ୍ଠ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୨୯।୩ : ହିଞ୍ଜିଳିକାଟୁ ବ୍ଲକ ସଭା ଗୃହରେ ରେ ପଞ୍ଚାୟତ ସମିତି ର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ

ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି…

ନୂଆଦିଲ୍ଲୀ : ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି। ପୂର୍ବ ଭାରତର ପିଲାମାନେ ଖେଳକୁଦ ଓ ଶାରୀରିକ ଦକ୍ଷତା ବଢାଇବାରେ ସପ୍ତାହକୁ ୧୨୫ ମିନିଟ୍‌ ବିତାଉଥିଲା ବେଳେ ପଶ୍ଚିମ ଭାଗର ପିଲାମାନେ ମାତ୍ର ୬୮ ମିନିଟ୍‌ କଟାଉଛନ୍ତି। ସ୍ପୋର୍ଟ୍ସ ବ୍ରାଣ୍ଡ

ସାବରକର ମନ୍ତବ୍ୟ ନେଇ ସଞ୍ଜୟଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ସହ ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି ନେଇ ଉଭୟ ଗୃହରେ ବିରୋଧୀଙ୍କ ଆନ୍ଦୋଳନ ଥମିବାର ନାମ ନେଉନାହିଁ। ଅନ୍ୟପଟେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଆଜି ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଛନ୍ତି। ସିପିପି