ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ: ୨ ମୃତ

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ସ୍ଥାନୀୟ କଣ୍ଟାବଣିଆ ଅଞ୍ଚଳର । ଦୁର୍ଘଟଣା ପରେ ସ୍ଥାନୀୟ

କୋଇଡା ବିଡିଓଙ୍କୁ ମାଡ ମାରି ବନ୍ଧା ହେଲେ ବାପା, ଭାଇ ଫେରାର…

ବଣାଇ: କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ମାଡ। ବିଡିଓଙ୍କ ସମେତ ସହକାରୀ ଯନ୍ତ୍ରୀଙ୍କୁ ନିର୍ଧୁମ ମାଡ ମାରିଲେ ବିଡିଓଙ୍କ ବାପା ଓ ଭାଇ। ଏନେଇ କୋଇଡା ଥାନାରେ ଦେଇଛନ୍ତି ପଲ୍ଲବୀ ରାଣୀ ରାଜ। ବିଡିଓଙ୍କ ପ୍ରାଥମିକ ଚିକିତ୍ସା ପାଇଁ ରାଉରକେଲାକୁ ପଠା ଯାଇଥିଲା ପରେ ସେଠାରୁ କଟକ ବଡ

ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଘୋଷଣା, ମେ ୧୦ରେ ମତଦାନ, ୧୩ରେ ଫଳାଫଳ…

ଝାରସୁଗୁଡ଼ା: କର୍ଣ୍ଣାଟକ ସହ ଆଜି ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ । ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ

ରାଜ୍ୟରେ ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ବଳି ପଡ଼ିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖରିଫ ଓ ରବି ଋତୁ ରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ। ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ। ଆଉ ୩୦ ଲକ୍ଷ ମେଟ୍ରିକ ଟନ ରହିଯାଏ। ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ମେଟ୍ରିକ ଟନ ଓ ଦ୍ୱିତୀୟ

ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା…

ନୂଆପଡା : ନୂଆପଡା ଜିଲ୍ଲା ସୁନାବେଡା ଅଭୟରଣ୍ୟର ଜଳମଡ଼େଇ ଗାଁରେ ପୁଣି ବାଘର ଆତଙ୍କ । ଆଜି ସକାଳେ ଜଳମଡ଼େଇ ଗାଁର ରାମଶିଳା ପଟିଆଙ୍କ ଗୋଟିଏ ବଳଦ ନିକଟସ୍ଥ ଜଙ୍ଗଲକୁ ମହୁଳ ଖାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଛି। ପୂର୍ବରୁ ଗତ ୧୯ ତାରିଖରେ ଗାଁର ଜଣେ ବୃଦ୍ଧାଙ୍କୁ ଘର

ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି। ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା

ଛାତରୁ ପଡ଼ି ହାବିଲଦାର ମୃତ…

ଜଗତସିଂହପୁର : ଛାତରୁ ପଡ଼ି ହାବିଲଦାର ମୃତ। ଆଜି ସକାଳେ ନିଜ ଘର ପାଣି ସାଲିଆରେ ଛାତ ଉପରକୁ କୌଣସି ଏକ କାମରେ ଯାଇଥିବା ବେଳେ ହାବିଲଦାର କଣ୍ଡୁରୀ ବେହେରା (୪୮) ଘର ଛାତ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏସସିବି ମେଡିକାଲରେ ସଫଳ ହେଲା କିଡନୀ ପ୍ରତିରୋପଣ…

କଟକ: ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ। ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ ୨ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀର ରେ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ

ଦ୍ୱିତୀୟ ଦିନରେ ସ୍ୱାଭିମାନ ଅଞ୍ଚଳର ଗ୍ରାଉଣ୍ଡ ଜିରୋରେ ବିକାଶ ସମୀକ୍ଷା କଲେ ଭି.କେ ପାଣ୍ଡିଆନ୍

ମାଲକାନଗିରି: କେତେ ବାଟ ଆଗେଇଛି ମାଲକାନଗିରିର ବିକାଶ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍‌ । ତାଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ମାଲକାନଗିରି

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…

ବରଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡା ଫାଣ୍ଡି ବଇପୁର ବିଦ୍ୟୁତ ଗ୍ରୀଡ଼ ଏବଂ ଝାଇଜୋର ନିକଟରେ ଏକ ଶବ ଜଳୁଥିବାର ସମୟରେ ପୋଲିସ ଓ ସାଇଣ୍ଟିପିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର