ରାମ ନବମୀରେ ଅଘଟଣ, ଦର୍ଶନ ବେଳେ କୂଅରେ ଗଳି ପଡ଼ିିଲେ ୨୫ରୁ ଅଧିକ ଶ୍ରଦ୍ଧାଳୁ, ୮ ମୃତ

ଇନ୍ଦୋର : ରାମ ନବମୀ ଅବସରରେ ଘଟିଲା ବଡ଼ ଦୁର୍ଘଟଣା। ମଧ୍ୟପ୍ରଦେଶ ଇନ୍ଦୋର ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରରେ ଛାତ ଭୁଶୁଡିବା ଯୋଗୁଁ କୂଅରେ ଗଳି ପଡିଲେ ଶ୍ରଦ୍ଧାଳୁ। ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ

ପୁଣି ଅଡ଼ୁଆରେ ରାହୁଲ ଗାନ୍ଧି, ମାନହାନି ମାମଲାରେ କୋର୍ଟ ନୋଟିସ୍‌

ପାଟନା : ପୁଣି ହରଡ଼ଘଣାରେ ରାହୁଲ ଗାନ୍ଧି। ଗୋଟିଏ ପରେ ଗୋଟିଏ ବିପଦ ରାହୁଲ ଗାନ୍ଧିଙ୍କପିଛା ଛାଡ଼ୁନି। ଏକ ମାନହାନି ମାମଲାରେ ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ହାଜର ହେବାକୁ ନୋଟିସ୍‌ କରିଛନ୍ତି। ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ

ମୋଦିଙ୍କୁ ଫସାଇବାକୁ ମୋ ଉପରେ ଚାପ ପକାଯାଇଥିଲା: ଅମିତ ଶାହ

ନୂଆଦିଲ୍ଲୀ : ‘ମୋଦିିଜୀଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ଏକ ମିଛ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା।’ ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଯୋଗ

ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ…

ନୂଆଦିଲ୍ଲୀ : ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ। ଏନେଇ ଟ୍ୱିଟର ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି। ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍‌କୁ ବ୍ଲକ୍ କରିଦିଆଯାଇଥିବା କଥା କୁହାଯାଇଛି।ଆଇନଗତ ଆବଶ୍ୟକତାକୁ

ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ, ହାଇ ଆଲର୍ଟ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସୀମାରେ ଘଟିଲା ଭୟଙ୍କର ବିସ୍ଫୋରଣ। ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର

ଧାରଣାରେ ବସିଲେ ମମତା, କହିଲେ ଆବଶ୍ୟକ ହେଲେ ମୋଦିଙ୍କ ବାସଭନ ସମ୍ମୁଖରେ ବସିବେ…

କୋଲକାତା : ରାଜ୍ୟ ପ୍ରତି ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବସିବେ। ମମତା କହିଛନ୍ତି ଯେ, ମୁଁ

ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ :ଏଠାରେ ଆଦାୟ ପ୍ରବଳ କାମ ଦୁର୍ବଳ…!

ସୁନ୍ଦରଗଡ଼ //ରାଉରକେଲା- ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା, ବୀରମିତ୍ର ପୁର, କୁରମୁଣ୍ଡା ତହସିଲ ଦୁର୍ନୀତି ରେ ଉବୁଟୁବୁ କୁ ନେଇ କଥା ବାଟରୁ ଯାଇ ହାଟରେ ଗଡ଼ିଲାଣି ତଥାପି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚେତା ପଶୁନି l ଏହି ତହସିଲ ଅଞ୍ଚଳ ସରକାରଙ୍କ ଗୁଡ ମାଠିଆ କହିଲେ କିଛିବି ଭୁଲ

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ନେଇ ଥାନାରେ ଅଭିଯୋଗ…

ହିଞ୍ଜିଳିକାଟୁ ୨୯।୩ : ହିଞ୍ଜିଳିକାଟୁ କଲେଜ ଛାତ୍ରୀଙ୍କୁ କଲେଜ ଠାରୁ ବସଷ୍ଟାଣ୍ଡ ଆସିବା ବେଳେ କିଛି ଯୁବକ କମେଣ୍ଟ ମାରୁଥିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବୁଧବାର ଛାତ୍ରୀ ଜଣଙ୍କ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ନେଇ ହିଞ୍ଜିଳି ଥାନାରେ ୧୯୬।୨୩ ରେ

ମହୁମାଛି ଆକ୍ରମଣରେ ୬ ଜଣ ଲହୁଲୁହାଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ୬ ଜଣଙ୍କ ମଧ୍ୟରୁ ୪ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ଆଉ ଜଣେ ପିଅନ ଥିବା ଜଣା

ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳର ପ୍ରଥମ ବୈଠକ

ଫୁଲବାଣୀ : ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ କନ୍ଧମାଳର ପ୍ରଥମ ବୈଠକ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ମଲ୍ଲିକ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ବୁଝାଇ ଥିଲେ l ଉକ୍ତ ବୈଠରେ କନ୍ଧମାଳ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉର୍ଣ୍ଣୟନ