Sign in
Sign in
Recover your password.
A password will be e-mailed to you.
ପବିତ୍ର ରାମନବମୀ ଅବସରରେ ବାଇକ ଶୋଭାଯାତ୍ରା…
ଛତ୍ରପୁର : ଆଜି ପବିତ୍ର ଶ୍ରୀ ରାମ ନବମୀ ଅବସରରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ରେ ଭକ୍ତ ଏବଂ ଭଗବାନ ଏକତ୍ରିତ ହୋଇଛନ୍ତି । ଭକ୍ତମାନେ ଏହି ଅବସରରେ ସ୍ଥାନୀୟ ବଡଷ୍ଟେସନ ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରୁ ଏକ!-->…
ଆଜି ପବିତ୍ର ରାମନବମୀ
ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ!-->…
କମେଣ୍ଟ ମାରିବା ଅଭିଯୋଗରେ ଦୁଇ ରୋଡରୋମିଓ ଗିରଫ
ହିଞ୍ଜିଳିକାଟୁ ୩୦।୩ ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜ ଯିବା ବାଟରେ ବାରମ୍ବାର ପିଛାକରି ଅସଦାଚରଣ କରିବାସହ କମେଣ୍ଟ ମାରୁଥିବା ଅଭିଯୋଗରେ ହିଞ୍ଜିଳି ଥାନା ପୁଲିସ ଦୁଇ ଜଣ ରୋଡ ରୋମିଓକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ହିଞ୍ଜିଳି ଗ୍ରାମ!-->…
ନନ୍ଦାହାଣ୍ଡି ବ୍ଲକ, ବାଣିଆ ଗ୍ରାମରେ ଐତିହାସିକ ବାଲିଯାତ୍ରା ଆରମ୍ଭ…
ନନ୍ଦାହାଣ୍ଡି (୩୦.୦୩) : ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଳକ ବାଣିଆ ଗ୍ରାମରେ "ବାଲିଯାତ୍ରା " କାର୍ଯ୍ୟକ୍ରମ ରେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମହୋଦୟ ଯୋଗଦାନ କରିଥିଲେ । ଏହି ଅବସରରେ ମାନ୍ୟ ବର ବିଧାୟକ ଙ୍କ ସହଧର୍ମିଣି!-->…
ନିଜ ଦଶମ ଶ୍ରେଣୀର ମାର୍କସିଟ୍ ସେୟାର୍ କଲେ କୋହଲି…
ମୁମ୍ବାଇ: ଭାରତୀୟ କ୍ରିକେଟର୍ ବିରାଟ କୋହଲି ଏବେ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ (ଆଇପିଏଲ୍ ୨୦୨୩) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ରେ ଖେଳିବାକୁ ଥିବା ବିରାଟ କୋହଲି ପ୍ରସ୍ତୁତି ଏକ୍ଦମ୍ ଜୋର୍ଦାର ଆରମ୍ଭ କରିଛନ୍ତି। ତେବେ!-->…
ହିନ୍ଦୀରେ ‘ଦହି’ ଲେଖିବାକୁ ‘ଏଫ୍ଏସ୍ଏସ୍ଏଆଇ’ ନିର୍ଦ୍ଦେଶକୁ ବିରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ଚେନ୍ନାଇ: ପ୍ୟାକେଟ୍ ଉପରେ ଇଂରାଜୀରେ ‘କର୍ଡ’ ନ ଲେଖି ହିନ୍ଦୀରେ ‘ଦହି’ ଲେଖିବାକୁ ଭାରତର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଦେଇଥିବା ନିର୍ଦେଶକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଦୁଗ୍ଧ ଉତ୍ପାଦନକାରୀ ତୀବ୍ର ସମାଲୋଚନା କରି କହିଛନ୍ତି କି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀ ପ୍ରଚଳନ କରିବା!-->…
କମିଲା ଭାରତୀୟ ପାସପୋର୍ଟର ଶକ୍ତି…
ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ପାସପୋର୍ଟର ଶକ୍ତି ହ୍ରାସ ପାଇଛି। ଏଣିକି ଭାରତୀୟ ପାସପୋର୍ଟର ମୋବିଲିଟି ସ୍କୋର କରୋନା ମହାମାରୀ ସମୟ ତୁଳନାରେ କମ୍ ହୋଇଛି। ଏହା ସହ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତର ମାନ୍ୟତା ୬ଟି ସ୍ଥାନ ତଳକୁ ଖସି ଆସିଛି। ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ!-->…
ଭାରତର ୫ଟି ବୃହତ କର୍ପୋରେଟ୍ ଗ୍ରୁପକୁ ଭାଙ୍ଗି ଦିଆଯାଉ…
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଦେଶର ବୃହତ୍ ୫ଟି କର୍ପୋରେଟ ଗ୍ରୁପକୁ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି । ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଆଦାନି ଗ୍ରୁପ୍ ଓ ଭାରତୀ ଟେଲିକମ୍ (ଭାରତୀ ଏୟାରଟେଲ୍) ହେଉଛନ୍ତି ଦେଶର!-->…
ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ
ଗୌହାଟି: ରାଜ୍ୟ ବିଧାନସଭା ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଧାୟକ। ତ୍ରିପୁରାର ଜଣେ ବିଜେପି ବିଧାୟକ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ!-->…
ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ଉଚିତ୍: ସଚିନ ପାଇଲଟ
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସଚିନ ପାଇଲଟ । ସେ କହିଛନ୍ତି,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ କଥା ଶୁଣିବା ଉଚିତ୍। ରାଜସ୍ଥାନରେ ‘ସ୍ୱାସ୍ଥ୍ୟ ଅଧିକାର’ ବିଲ୍କୁ ବିରୋଧ କରି ଡାକ୍ତରମାନେ ଆନ୍ଦୋଳନ!-->…