ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାମ ନବମୀ ପାଳିତ

ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ରତ୍ୟୁଷରେ ରାମ ଭଜନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା l ରାମଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ପୂଜା ଅର୍ଚନା କରାଯିବା ପରେ ଆୟୋଜିତ ସଭାରେ ଭାରତୀୟ ସଂସ୍କୃତି ପରମ୍ପରା

ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

କଟକ: କଟକ ରେଳ ଷ୍ଟେସନରୁ ଗୁରୁବାର ଅପରାହ୍‌ଣରେ ବହୁପ୍ରତିକ୍ଷୀତ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍‌ ଶୁଭାରମ୍ଭ କରିଛନ୍ତି। ଏହି

ବାଲେଶ୍ୱରରେ ରାମନବମୀ ଅବସରରେ ବିଶାଳ ପଦଯାତ୍ରା…

ବାଲେଶ୍ୱର: ବାଲେଶ୍ୱରରେ ଆଡମ୍ବର ସହକାରେ ପାଳନ କରାଯାଉଛନ୍ତି ରାମନବମୀ। ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ବିଶାଳ ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ନଗର ପରିକ୍ରମା କରୁଛି। ୨୫ରୁ ଉର୍ଦ୍ଧ୍ୱ ମେଢ଼ ପଦଯାତ୍ରାରେ ଯୋଗଦେଇଛନ୍ତି। ପାରମ୍ପରିକ ନାଚ, ଗୀତ ଓ ବାଦ୍ୟରେ

ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ…

କୋରାପୁଟ: ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ନୂଆଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଜାନି ମଞ୍ଜୁଳା । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଜବତ ହୋଇଛି ବନ୍ଧୁକ । କୋରାପୁଟ ଜିଲ୍ଲାରେ ଏବେ ଆଦିବାସୀଙ୍କ ଚଇତ ପରବ ଚାଲିଛି

କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ

କଟକ: ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ରାୟ । ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ପୂର୍ବରୁ ପୁରୀ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ହସ୍ତକ୍ଷେପ କରିଥିଲେ

ପୁରୀ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକା କଳା

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକା କଳା । ପ୍ରଭୁ ଶ୍ରୀରାମଙ୍କ ସୁନ୍ଦର ବାଲୁକାକଳା ମାଧ୍ୟମରେ ରାମନବମୀର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାକୁ

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ପକ୍ଷରୁ ପଣା ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଆନୁକୂଲ୍ୟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ହେଉଛି ପବିତ୍ର ରାମନବମୀ ଏହି ଅବସରରେ ଏକ ହଜାର ହଜାର ଭକ୍ତଙ୍କ ସମାବେଶରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସେହି ଭକ୍ତଙ୍କ ସକାଶେ ଫୁଲବାଣୀ ରାଜା

ପୁରୀ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ

ପୁରୀ: ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ । କେନ୍ଦ୍ରୀୟ ବନାଞ୍ଚଳ କାଳିଆମ୍ବା ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି । ସପ୍ତାହକ ତଳେ ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ଦଳ ଆସି କେନ୍ଦ୍ରୀୟ ବନାଞ୍ଚଳ, ତାରାସିଙ୍ଗି ଓ ମୁଜାଗଡ ବନାଞ୍ଚଳରେ

ଶ୍ରୀରାମନବମୀ ଅବସରରେ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା…

ହିଞ୍ଜିଳିକାଟୁ ୩୦।୩ : ବିଶ୍ବହିନ୍ଦୁପରିଷଦ ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ତରଫରୁ ପଵିତ୍ର ଶ୍ରୀ ରାମନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃହରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ସ୍କୁଲ ଛକରେ ଥିବା ହନୁମାନ ମନ୍ଦିର ରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗରେ

ବଢ଼ିଲା ଓମଫେଡ୍ କ୍ଷୀର ଦର, ୧ରୁ ଲାଗୁ

ଭୁବନେଶ୍ୱର : ବଢ଼ିଲା ଓମଫେଡ୍ କ୍ଷୀର ଦର ା ୫୦୦ ମିଲିଗ୍ରାମ ବା ଅଧା ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବଢ଼ିଛି। ଆସନ୍ତା ୧ ତାରିଖରୁ ନୂଆ ଦର ଲାଗୁ ହେବ।ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରିଛନ୍ତି ଓମଫେଡ୍ କର୍ତ୍ତୃପକ୍ଷ। ଦର ବଢ଼ିବା ପରେ ଓମ୍‌ଫେଡ୍ ଅଧା ଲିଟର ଟୋନ୍‌ଡ କ୍ଷୀର