ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର: ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ରଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଖବରପାଇ

ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ମାମଲା ଖାରଜ୍, କେଜ୍ରିୱାଲଙ୍କୁ ୨୫,୦୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପୁଣିଥରେ ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ତଥ୍ୟ ଦେବାକୁ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ହୋଇଥିବା ଏକ ନିର୍ଦ୍ଦେଶନାମା ଆଜି ଗୁଜରାଟ

ଗଛକୁ ପିଟିହେଲା ବାଇକ୍, ୩ ମୃତ…

ଓଡ଼ଗାଁ: ଗୁରୁବାର ବିଳମ୍ବିତ ରାତିରେ ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟି ହୋଇ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ଗ୍ରାମ

ସମ୍ବଲପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ୭ ମୃତ

ରେଙ୍ଗାଲି: ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲକୁ ଏକ ବୋଲେରୋ ଗାଡ଼ି ଖସି ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ୭ ମୃତକଙ୍କ ପରିଚୟ ମିଳିଛି। ଏହି ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ,

ପୁଣି ମାତିଲେ ମାଓବାଦୀ ଦୀର୍ଘଦିନ ନୀରବତା ପରେ ଟାୱାର ପୋଡିଲେ ନକ୍ସଲ…

ମାଲକାନଗିରି :ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ପୁଣି ନକ୍ସଲ ହିଂସା l ନକ୍ସଲମାନେ ବର୍ତ୍ତମାନ ଛତିଶଗଡର କୋଣ୍ଡାଙ୍ଗାବ ଜିଲ୍ଲାରେ ଏକ ବଡ଼ ଘଟଣା ଘଟାଇଛନ୍ତି ​​l ନକ୍ସଲମାନେ କୋଣ୍ଡାଙ୍ଗାବ ଜିଲ୍ଲାର ବୟନାର ପୋଲିସ ଥାନା ଅନ୍ତର୍ଗତ ଚେରଙ୍ଗ ଗ୍ରାମରେ ଥିବା ଏକ ଘରୋଇ

ପବିତ୍ର ରାମ ନବମୀରେ ହିନ୍ଦୁ ସମାଜର ବିଶାଳ ଶୋଭାଯାତ୍ରା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ବର୍ଷ ଶ୍ରୀରାମ ନବମୀ ଶୁଭ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା।ଏହି ଶୋଭା ଯାତ୍ରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ଜାତି ଧର୍ମର ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର

ରାମନବମୀ ଉପଲକ୍ଷେ ଝରୀଗାଁରେ ବିଶାଳ ଶୋଭାଯାତ୍ରା

ଉମରକୋଟ : ଆଜି ରାମ ନବମୀ | ହିନ୍ଦୁ ପୁରାଣ ଅନୁସାରେ ହିନ୍ଦୁ ପୁରାଣ ରାମାୟଣ ର ମୁଖ୍ୟ ନାୟକ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଚୈତ୍ର ମାସ ର ଶୁକ୍ଲପକ୍ଷ ନବମୀ ତିଥିରେ ତ୍ରେତୟା ଯୁଗରେ ଅଯୋଧ୍ୟା ଠାରେ ଜନ୍ମ ନେଇଥିଲେ | ଆଜିର ଏହି ଦିନକୁ ରାମନବମୀ ଭାବେ ସମଗ୍ର ଭାରତ ବର୍ଷ

କାଶିପୁର ଓ ଟିକିରିରେ ପବିତ୍ର ଶ୍ରୀରାମନବମୀ ମହୋତ୍ସବ…

କାଶିପୁର /ରାୟଗଡା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କାଶିପୁର ଓ ଟିକିରି ଠାରେ ଆଜି ପବିତ୍ର ଶ୍ରୀ ରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀ ରାମ ମନ୍ଦିର ଠାରେ ମହା ଯଜ୍ଞ ଓ ଅନ୍ନଭୋଜନ ଅନୁଷ୍ଠିତ ହୋଇଛି। ଆଜି ଟିକିରି ସଭାଯାତ୍ରାରେ ଛୋଟଛୋଟ ପିଲାମାନଙ୍କ ଦ୍ୱାରା ଏକ ବାଲ ବଜରଙ୍ଗୀ ଓ ମଟର

ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ଯ ଜାରି

ଭୁବନେଶ୍ୱର: ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରୁ ଉକ୍ତ ନାବାଳକ ଜଣଙ୍କ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ନାଁ ୧୩ ବର୍ଷୀୟ ସୁମିତେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି। ସେ ଶିଶୁପଳଗଡ଼ ଇନ୍ଦିରା କଲୋନୀର ରହୁଥିବା ସୂଚନା। ଖବର

ରାଜଧାନୀରୁ ୫ ଅପହରଣକାରୀ ଗିରଫ, ଦାବି କରିଥିଲେ ଦେଢ଼ କୋଟି ଟଙ୍କା

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସିଭିଲ ସପ୍ଲାଏ