Sign in
Sign in
Recover your password.
A password will be e-mailed to you.
ଜାଲ ସାର୍ଟିଫିକେଟ ଘଟଣା: ତଦନ୍ତ କରି ତଥ୍ୟ ଦେବାକୁ ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ପୋଲିସର ଚିଠି…
ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ତଦନ୍ତ ଆଗକୁ ବଢୁଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଜିଲ୍ଲାର କେଉଁ କେଉଁ ବିଭାଗରେ ନକଲି ସାର୍ଟିଫିକେଟରେ ଚାକିରି କରୁଛନ୍ତି ପୋଲିସ ତାର ତାଲିକା କରି ସମ୍ପୃକ୍ତ ବିଭାଗକୁ ଜଣାଇଛି । ଏନେଇ ବିଭାଗୀୟ ତଦନ୍ତ ପାଇଁ ପୋଲିସ ଚିଠି!-->…
ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଶୁକ୍ରବାର ନଗର କୋର୍ଟ ଖାରଜ କରିଦେଇଛନ୍ତି। ମନୀଷ ସିସୋଦିଆ ତାଙ୍କ ଜାମିନ ଆବେଦନରେ ଦର୍ଶାଇଥିଲେ ଯେ, ସେ ସିବିଆଇକୁ!-->…
ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ
ଭୁବନେଶ୍ବର: ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୂନ୍ୟକାଳରେ ୫-ଟି!-->!-->!-->…
ରାମନବମୀରେ ସଙ୍ଗଠିତ ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା
କୋଲକାତା : ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ଶୁକ୍ରବାର ମମତା ଦାବି କରିଛନ୍ତି ଯେ ରାମ ନବମୀ ଦିନ ହାୱଡାରେ ହୋଇଥିବା!-->…
ଏପ୍ରିଲ ୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଜାପାନରୁ ରାଜ୍ୟକୁ ଆସିବ ବଡ଼ ନିବେଶ । ଆସନ୍ତା ୩ ତାରିଖରେ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ବି ଯିବ। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ସମ୍ପର୍କରେ ଆଜି ବିଧାନସଭାରେ ପ୍ରତିକ୍ରିୟାରେ!-->…
ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ
ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି, ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି। ଛତିଶଗଡ଼ ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି!-->…
ପାଠ ପଢ଼ି ବେକାର ଥିଲେ ମିଳିବ ଭତ୍ତା, ଏପ୍ରିଲ ୧ରୁ ମାସକୁ ୨୫୦୦ ଟଙ୍କା
ରାୟପୁର : ପାଠ ପଢ଼ି ବେକାରୀ ଥିଲେ ମିଳିବ ଭତ୍ତା। ଉଚ୍ଚ ଶିକ୍ଷା ଲାଭ କରି ହାତରେ ଚାକିରି ନଥିଲେ ମଳିବ ଭତ୍ତା। ସର୍ବନିମ୍ନ ଯୁକ୍ତ ୨ ପାସ୍ କରିଥିଲେ ମିଳିବ ଭତ୍ତା। ମାସକୁ ୨୫୦୦ ଟଙ୍କା ମିଳିବ ଭତ୍ତା। କଥା ଦେଇ କଥା ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଆସନ୍ତା ଏପ୍ରିଲରୁ ଛତିଶଗଡ଼ରେ ବେକାରୀ!-->…
ଭୁବନେଶ୍ୱର AIIMS ରେ CBI ଚଢ଼ଉ
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେରେ CBI ଚଢ଼ାଉ। CBIର ୮ ଜଣିଆ ଟିମର ଗତକାଲି ବିଳମ୍ବିତ ରାତି ଯାଏ ହୋଇଥିଲା ଚଢ଼ଉ। ଏମ୍ସର ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିଲା। ସିବିଆଇ ଟିମ୍ ଚଢଉ କରି ଟେଣ୍ଡର!-->…
ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା କ’ଣ ଭୁଲ : କେଜ୍ରିୱାଲ
ନୂଆଦିଲ୍ଲୀ : ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଆଜି ନିନ୍ଦା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ଆବେଦନ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ହୋଇଛି।!-->…
୨୦୨୩-୨୪ ନୂଆ ଅବକାରୀ ନୀତି : ମହଙ୍ଗା ହେବ ମଦ ଦର, ନୂଆ ଦୋକାନ ଖୋଲିବାକୁ ନାହିଁ ଅନୁମତି
ଭୁବନେଶ୍ୱର: ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତି । ମହଙ୍ଗା ହେବ ମଦ ଦର । ଆସନ୍ତା ଏପ୍ରିଲ ପହିଲାରୁ ଭାରତରେ ପ୍ରସ୍ତୁତି ବିଦେଶୀ ମଦ (ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହାସହ ଆସନ୍ତା ଆର୍ଥିକ ବର୍ଷରେ!-->…