Sign in
Sign in
Recover your password.
A password will be e-mailed to you.
ବିଜେଡିର ଚାଣକ୍ୟ ସାନଦେଓଙ୍କ ପରଲୋକ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟି ରାଜନୀତି କ୍ଷେତ୍ରରେ ବିଜେଡିର ଚାଣକ୍ୟ ଭାବେ ପରିଚିତ ସମସ୍ତଙ୍କ ପ୍ରିୟ ସାନଦେଓ ଙ୍କ ଗୁରୁବାର ମଧ୍ୟରାତ୍ର ରେ ପରଲୋକ ହୋଇଯାଇଛି । ତାଙ୍କର ପ୍ରକୃତ ନାମ ଦୁର୍ଗା ପ୍ରସାଦ ଦେଓ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୦ ବର୍ଷ ବୟସ ହୋଇଥିବା ଜଣାପଡିଛି।!-->…
ପରିବା ବଜାର ଶୌଚାଳୟ ରେ ଝୁଲୁଛି ତାଲା…
ହିଞ୍ଜିଳିକାଟୁ (୩୧।୩) : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ବିଭିନ୍ନ ଯୋଜନାରେ ନିର୍ମାଣ କରୁଛି ନୂଆ ଶୌଚାଳୟ। କିନ୍ତୁ ପୁରୁଣା ଶୌଚାଳୟ ପୁରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦେଉନାହିଁ । ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ତରାତରାରିଣୀ ଷ୍ଟାଣ୍ଡ ନିକଟ ପଟେଲ ମାର୍କେଟ ଛକ ଶୌଚାଳୟ!-->…
ଦାରିଙ୍ଗବାଡ଼ିରେ ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମ ନେଇଁ ଯୁବଗୋଷ୍ଠୀଙ୍କ ନିମନ୍ତ୍ରଣ
ଦାରିଙ୍ଗବାଡ଼ି,୩୧/୩ : ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମ ଆସନ୍ତା ୪ତାରିଖରେ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହେବାର ରହିଛି । ଏଥିପାଇଁ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଯୁବଗୋଷ୍ଠୀ ଦାରିଙ୍ଗବାଡ଼ି ବଜାର ବୁଲି ଲୋକଙ୍କୁ ନିମନ୍ତ୍ରଣ କରିବା ସହ ଏହାର ମାହାତ୍ମ୍ୟ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୭ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ବିଚାର କରି ଦୁର୍ଗାପ୍ରସାଦ ପ୍ରଧାନ ୨୭ବର୍ଷ ପିତା ଯୁଧିଷ୍ଠିର!-->…
5ଟି ସଚିବ ଓ ସାଙ୍ଗଠନିକ ସମ୍ପାଦକଙ୍କ ମାଲକାନଗିରି ଗସ୍ତ ନେଇ ପ୍ରଶ୍ନ ଉଠାଇଲା ବିଜେପି…
ମାଲକାନଗିରି : ଆଜିସ୍ଥାନୀୟ ବିଧାୟକ ଙ୍କ ବାସଭବନରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରେସମିଟ ମାଧ୍ୟମରେ ବିଜେଡିର କାର୍ଯ୍ୟକ୍ରମ ନେଇ ପ୍ରଶ୍ନଉଠାଇଛି । ଗତ ମାର୍ଚ୍ଚ 28 ଓ 29 ତାରିଖ, ଦୁଇ ଦିନ ଧରି ଓଡ଼ିଶାର ତଥାକଥିତ 5ଟି ସଚୀବଙ୍କ ମାଲକାନାଗିରି ଜିଲ୍ଲା ଗସ୍ତ କୁ ନେଇ ପ୍ରଶ୍ନ ଉଠାଇଛି!-->…
ରାହୁଲ ଗାନ୍ଧୀଙ୍କ ସାଂସଦପଦ ରଦ୍ଦ ଘଟଣା ନିନ୍ଦା କରି ଗଞ୍ଜାମ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…
ବ୍ରହ୍ମପୁର :-ରାହୁଲ ଗାନ୍ଧୀଙ୍କ ସଂସଦ ଭବନରୁ ସଦସ୍ୟତା ପଦ କୁ ରଦ୍ଦ କରିବା ଘଟଣା ନିନ୍ଦା ଜାରି ଆଜି ପ୍ରଦେଶ କମିଟି ଡାକରାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ବାପୁଜୀ ଆଶ୍ରମ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ରାହୁଲ ଗାନ୍ଧୀ ଲୋକସଭାରେ ମୋଦି ସରକାର!-->!-->!-->…
ହାଓଡ଼ାରୁ ଥମୁନି ହିଂସା: ଆଜି ପୁଣି ଥରେ ପଥରମାଡ଼, ସାମ୍ବାଦିକ ଆହତ…
କୋଲକାତା: ଗତକାଲି ରାମ ନବମୀରେ ପଶ୍ଚିମବଙ୍ଗର ହାଓଡ଼ା, ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଓ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ହିଂସା ଦେଖିବାକୁ ମିଳିଥିଲା। ଏହି ସବୁ ଅଞ୍ଚଳରେ ପଥର ଫିଙ୍ଗାରୁ ନେଇ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ!-->…
କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମୃତକ ୪ଜଣ ଏହି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ!-->…
ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ଲେନ୍ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟଚାଲିଛି: ନୀତୀନ ଗଡକରୀ
ନୂଆଦିଲ୍ଲୀ: କୋଲକାତା-ଚେନ୍ନାଇ ସୁବର୍ଣ୍ଣ ଚତୁର୍ଭୁଜ କରିଡର ଅନ୍ତର୍ଗତ ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ବର୍ତ୍ତମାନ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) ପକ୍ଷରୁ ୬ ଲେନ୍ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରସ୍ତାବିତ ରାସ୍ତା ପଶ୍ଚିମବଙ୍ଗ, ଓଡ଼ିଶା,!-->…
ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ…
ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ଏହି ୬ ଦିନ ଭିତରେ ଆଉ ୪ଟି କାର୍ଯ୍ୟ ଦିବସ ଥିଲା। ଏହି!-->…