Sign in
Sign in
Recover your password.
A password will be e-mailed to you.
ଅଣ ଓଡ଼ିଆଙ୍କ ହାତରେ ଓଡ଼ିଶାର ଭାଗ୍ୟ…
ହରିହର ତ୍ରିପାଠୀ
୧୯୧୭ ମସିହାରେ ବ୍ରିଟିଶ ପାର୍ଲାମେଣ୍ଟ ମିଷ୍ଟର ମଣ୍ଟେଗୁଙ୍କୁ ଭାରତର ଶାସନ ସଂସ୍କାର ବିଷୟରେ ଖସଡା ପ୍ରସ୍ତୁତ କରିବାପାଇଁ ପଠାଇଲା । ସେତେବେଳେ ଭାରତର ବଡଲାଟ ଥିବା ମିଷ୍ଟର ଚେମ୍ସଫୋର୍ଡଙ୍କ ସହ ମିଶି ମଣ୍ଟେଗୁ ଗୋଟିଏ ରିପୋର୍ଟ ପ୍ରସ୍ତୁତ କଲେ । ସେଥିରେ ସେମାନେ!-->!-->!-->…
ସାରଦା ପ୍ରସାଦ ନାୟକଙ୍କ କାର୍କୁ ଧକ୍କା ଦେଲା କ୍ରେନ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ
କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କାର୍ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟରେ ତାଙ୍କ କାର୍କୁ ଏକ ଭାରି ଯାନ ‘କ୍ରେନ୍’ (ଏସ୍କର୍ଟ ହାଇଡ୍ରା) ଧକ୍କା ଦେଇଛି। ଖୁସିର କଥା ଯେ, ବିଧାୟକ ଶ୍ରୀ ନାୟକ!-->…
ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ…
ଭୁବନେଶ୍ବର: ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯,୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭,୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ବଢ଼ିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୯୫,୩୧୧ କୋଟିରୁ ୧ ଲକ୍ଷ ୯ ହଜାର ୫୮୬!-->…
ଅଭିଯୁକ୍ତର ଆକ୍ରମଣରେ ଏସ୍ଆଇ ଓ ଏଏସ୍ଆଇ ସମେତ ୫ ପୁଲିସ କର୍ମଚାରୀ ଆହତ
ନୀଳଗିରି: ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛି। ହତ୍ୟା ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜାମ୍ବୁଡ଼ିହିସାହିରେ ଶୁକ୍ରବାର ପୁଲିସ ଉପରେ ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ଏସ୍ଆଇ ବିରଞ୍ଚି ସାହୁ ଓ ଏଏସ୍ଆଇ!-->…
ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀ ଚୟନ ଲାଗି କଂଗ୍ରେସର ପାଞ୍ଚଜଣିଆ ଟିମ୍ ଗଠିତ…
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ପିସିସି ସଭାପତି କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ପାଞ୍ଚଜଣିଆ ଟିମ ଗଠନ କରିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ!-->…
୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଦାବି: ଗିରଫ ହେଲେ ୨ ଲେଡି ଡନ୍…
ଭୁବନେଶ୍ବର: ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଦାବି କରିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପ୍ରେସିଡେନ୍ସି ପଛରେ ଏକ!-->!-->!-->…
ଝାରସୁଗୁଡା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେଲେ ଦୀପାଳି ଦାସ
ଭୁବନେଶ୍ବର; କଳ୍ପନା ଜଳ୍ପନାର ଅନ୍ତ। ଝାରସୁଗୁଡା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ। ଆଜି ଦଳର ସୁପ୍ରୀମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ବାପାଙ୍କ ମୃତ୍ୟୁର ଦୁଇ ମାସ ପରେ!-->…
ବେଳାଭୂମି ହେବ ପଟ୍ଟାୟା ଭଳି, ଝୁମିବେ ପର୍ଯ୍ୟଟକ
ଭୁବନେଶ୍ବର : ବେଳାଭୂମିରେ ଜମିବ ଆସର, ହାତରେ ମଦ ଧରାଇବେ ସରକାର। କୁଡିଆରୁ ମଦ ପିଇବେ, ବେଳାଭୂମିରେ ମାତାଲ ହେବେ। ଯଦି ଆପଣ ଓଡିଶାର କୌଣସି ବେଳାଭୂମିରେ ସପରିବାର ସହ ସମୟ କାଟିବାକୁ ବାହାରୁଥାଆନ୍ତି ତେବେ ସତର୍କ ହୋଇଯିବା ଠିକ୍। କାହିଁକି ନା ଏଣିକି ପରିବାର ସହ ବିଚରେ ବୁଲିବା ଆଉ!-->…
ଦୁବାଇ ଇନଭେସ୍ଟ ମିଟ୍ ଅପେକ୍ଷା ଜାପାନରୁ ଆସିବ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ: ଶିଳ୍ପ ମନ୍ତ୍ରୀ…
ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ଶିଳ୍ପ ବିଭାଗର ଆଲୋଚନା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଞ୍ଜି ଆଣିବାକୁ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଦିଲ୍ଲୀରୁ ନେଇ ବାଙ୍ଗାଲୋର ଓ ଦୁବାଇ ଯାଉଛନ୍ତି ଏବେ କଣ ଜାପାନ ଯାଉଛନ୍ତି। ବୋଧେ ଦେହ!-->…
କାଲି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ
ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକୁଳିବେ। ରୋଡ୍ ରେଜ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ। କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିବା ବେଳେ ଆସନ୍ତାକାଲି ସେ ଖଲାସ ହେବାକୁ ଯାଉଛନ୍ତି।!-->…