୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ, ୨ ଗିରଫ

ଢେଙ୍କାନାଳ: ୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ । ଅନ୍ୟ ଜଣେ ଫେରାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁରେ ଏହି ଘଟଣା ଘଟିଛି । ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ବର୍ଷ ସେପ୍ଟେମ୍ବରରେ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ କରିଥିବା

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

କୋରାପୁଟ: ପାରିବାରିକ ଅଶାନ୍ତିର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଂଚାୟତର ଚିନ୍ତାଲ ଗୁଡା ଗ୍ରାମରେ ଘଟିଛି ଅଘଟଣ। ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ଘଟଣା ସମ୍ପର୍କରେ ଜାଣିବାପରେ ସାଇଣ୍ଟିଫିକ ଟିମ୍ ପହଁଚି

ଶ୍ରୀରାମ ନବମୀ ଉପଲକ୍ଷେ ବାଇକ ରାଲି, ପଦଯାତ୍ରା

ମାଲକାନଗିରି (୩୦।୩) : ଆଜି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ମାଲକାନଗିରି ସହର ଚଳ ଚଞ୍ଚଳ ହୋଇ ଉଠିଛିା ଶ୍ରୀରାମଙ୍କ ଭକ୍ତମାନେ ଶହ ଶହ ସଂଖ୍ୟାରେ ସକାଳ ୧୦ ଘଟିକା ସମୟରେ ଭୈରବ ମନ୍ଦିର ଠାରୁ ନିଜ ନିଜ ଯାନବାହାନରେ ଲାଲ ପତାକା ଲଗାଇ ଶ୍ରୀରାମଙ୍କ ଏକ ବିଶାଳ ଫଟୋ

ମା’ ଚଣ୍ଡୀଙ୍କ ଦର୍ଶନ କଲେ ଜୟପ୍ରଦା

ଭୁବନେଶ୍ୱର :ଲୋକପ୍ରିୟ ଅଭିନେତ୍ରୀ ତଥା ପଲିଟିସିଆନ୍ ଜୟପ୍ରଦା ଗତକାଲି କଟକସ୍ଥିତ ମା’ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ବାସନ୍ତୀ ଦୁର୍ଗାପୂଜା ପାଇଁ ଏବେ ନବରାତ୍ର ଚାଲୁଥିବାରୁ ଜୟପ୍ରଦା ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଜୟପ୍ରଦାଙ୍କ ସହ ତାଙ୍କ ପୁଅ ସମ୍ରାଟ

ସାମ୍ବାଦିକ ସଂଘ ତରଫରୁ ଜଗନ୍ନାଥ ମନ୍ଦିରକୁ ପଙ୍ଖା ଦାନ ସହ ଲୋକଙ୍କୁ ପଣା ବିତରଣ

ମାଲକାନଗିରି (୩୦।୩) : ମାଲକାନଗିରି ଜିଲ୍ଲା ସଦର ମହକୁମା ବହୁ ପୁରାତନ ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଆନନ୍ଦ ବଜାରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଙ୍ଖାର ବ୍ୟବସ୍ଥା ନଥିବାରୁ ଅନେକ ଭକ୍ତ ପ୍ରସାଦ ସେବନ ସମୟରେ ପ୍ରବଳ ଗରମ ଯୋଗୁଁ ଅତିଷ୍ଟ ହୋଇ ପଡୁଥିଲୋ ଏହି ମନ୍ଦିରରେ ପ୍ରତିଦିନ ପ୍ରସାଦ

ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ

କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ସେକ୍‌ ଦାନିବ

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମା ତାରାତାରିଣୀ ଦିବ୍ୟଜ୍ୟୋତି ସମ୍ମାନ

ଫୁଲବାଣୀ : ମା ତାରାତାରିଣୀ ସାହିତ୍ୟ ସଂସଦ ଓ କବି ନଟବର ସିଂ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଶଶୀଭୁଷଣ ରଥ ମହିଳାମହାବିଦ୍ୟାଳୟ ପରିସରରେ ଓଡ଼ିଆ ଓ ଇତିହାସ ବିଭାଗର ଆନ୍ତରାଜ୍ୟ ସ୍ତରୀୟ ବାର୍ଷିକ ଆଲୋଚନା ଚକ୍ର ଓ ସମର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାର ବିଶିଷ୍ଟ

ରାଇଘରଠାରେ ଶ୍ରୀରାମନବମୀର ବିଶାଳ ସମାବେଶ…

ରାଇଘର(୩୦/୦୩) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଚପକା ଢିପକା ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ରାଇଘର ବ୍ଲକର ବିଭିନ୍ନ ଅଂଚଳର ଆଗତ ଆନୁମାନିକ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଭକ୍ତମାନେ ଶ୍ରୀରାମନବମୀ ପର୍ବରେ ଯୋଗଦାନ କରିଥିଲେ lଚୈତ୍ର ମାସ ଶୁକ୍ଲପକ୍ଷ ନବମୀରେ ମିଥିଲାର ରାଜା ଶ୍ରୀ

କ୍ୟାମେରାରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ

ନୂଆପଡା: ଟ୍ରାପ କ୍ୟାମେରାରେ ବାଘ । କ୍ୟାମେରା ଲେନ୍‌ସରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ । ବିରାଟକାୟ କଲରା ପତରିଆ ବାଘ ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି । ମାସେ ହେବ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଭୟରେ ଦିନ