Sign in
Sign in
Recover your password.
A password will be e-mailed to you.
ରାମନବମୀକୁ ନେଇ ରାଏବୋଗା ଥାନା ପରିସରରେ ଶାନ୍ତି କମିଟି ବୈଠକ…
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ପରିସରରେ ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଏବୋଗା ଥାନା ଅଧିକାରୀ ସୁର୍ଯ୍ୟକାନ୍ତୀ ଦାସଙ୍କ ଉପସ୍ଥିତିରେ ରାମନବମୀ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳନ କରାଯିବ ତାକୁ ନେଇ ଏକ!-->…
ବୋହୂଙ୍କୁ ଶଶୁରଙ୍କ ବଳତ୍କାର ଉଦ୍ୟମ…
ହିଞ୍ଜିଳିକାଟୁ, ୨୯ା୩ : ମଦ ନିଶାରେ ଚୂର ହୋଇ ବୋହୂଙ୍କୁ ଶଶୁର ବଳତ୍କାର ଉଦ୍ୟମ କରିଥିବା ନେଇ ଗଂଜାମ ଜିଲା ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତ ରବିବାର ଦିନ ଘଟିଥିବା ବେଳେ ମଙ୍ଗଳବାର ଏଥି ନେଇ ବୋହୂ ଥାନାରେ ଅଭିଯୋଗ କରିଛନ୍ତି । ବୋହୂ ରହୁଥିବା ଘରେ ବଳପୂର୍ବକ ଶଶୁର ମଦ!-->…
ଗଞ୍ଜାମ ଓକିଲ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…
ବ୍ରହ୍ମପୁର : ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ସଙ୍ଘ ସଭାପତି କପିଳେଶ୍ୱର ପଟ୍ଟନାୟକ, ଉପସଭାପତି ପ୍ରକାଶ ଦାସ, ସମ୍ପାଦକ ସୁଶୀଲ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଦୁର୍ଗା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ନବ!-->…
୧୨୦୫ ଡାକ୍ତରଙ୍କୁ କୃତକାର୍ଯ୍ୟ ଘୋଷଣା କଲା ଓପିଏସସି
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ସହକାରୀ ସର୍ଜନ ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ମୋଟ ୧୨୦୫ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସ୍ସି ଏହି ୧୨୦୫ ଜଣ ଡାକ୍ତରଙ୍କୁ ସହକାରୀ ସର୍ଜନ ଭାବେ ନିଯୁକ୍ତି ଦେବାକୁ!-->…
ବାଣିକ୍ ଉପରେ ସେଣ୍ଟ୍ରାଲ ଜିଏସଟି ରେଡ୍…
ଭୁବନେଶ୍ବର: ବଣିକ୍ କୋଚିଂ ସେଣ୍ଟର ନାଁ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ସନ୍ଦେହ କରି ଯାଞ୍ଚ ଚଳାଇଛି ସେଣ୍ଟ୍ରାଲ ଜିଏସଟି। ଗ୍ରାହକ ସାଜି ସେଣ୍ଟ୍ରାଲ GSTର ଗୁଇନ୍ଦା ଟିମ ଚଳାଇଥିଲା ଅପରେସନ। ଗଲା ୫ ବର୍ଷ ଧରି ଟ୍ୟାକ୍ସର!-->…
୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ, ବରଗଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ର ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଏହା ନମିଳିବାରୁ ନାବାଳକକୁ ହତ୍ୟା!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨୪ତମ ସମାବର୍ତ୍ତନ ଉତ୍ସବ
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଗୀତାଞ୍ଜଳୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଓଡିଶା ରାଜ୍ୟପାଳ ଗଣେଶି ଲାଲ ଯୋଗଦେଇ ସମାଵର୍ତନ ଉତ୍ସବ ଶୁଭାରମ୍ଭ କରିବା ସହିତ ସଭକାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଓଡିଶା ମାନବ ଅଧିକାର କମିଶନ ଅଧକ୍ଷ!-->…
ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ଭୁବନେଶ୍ବର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । କଥା କଥାକେ ନିଜେ ନେଉଛନ୍ତି ନିଜ ଜୀବନ । ରାଗରୁଷାରୁ ଝୁଲିପଡ଼ୁଛନ୍ତି ଯୁବପିଢ଼ି । କେଉଁଠି ପ୍ରେମ ତ ଆଉ କେଉଁଠି ପାରିବାରିକ ଅଶାନ୍ତି କିମ୍ବା ବ୍ୟକ୍ତିଗତ ସମସ୍ୟାରୁ ମୃତ୍ୟୁର ବାଟ ବାଛି ନେଉଛନ୍ତି । ଆର୍ଡି ଲେଡିଜ୍ ହଷ୍ଟେଲର!-->…
ଝାରସୁଗୁଡା ଉପନିର୍ବାଚନ: ମେ’ ୧୦ରେ ଭୋଟ୍ ଗ୍ରହଣ, ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି…
ଝାରସୁଗୁଡା: ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ!-->…
ଜାଲ ସାର୍ଟିଫିକେଟ ପ୍ରସଙ୍ଗ: ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି
ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି। ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଛି। ଏଥିରେ ଆଉ!-->…