ମା ବ୍ରାହ୍ମଣୀ ଦେବୀଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାରରେ ଲୋକଙ୍କ ପ୍ରବଳ ଭିଡ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଆଜି ହେଉଛି ତୃତୀୟ ମଙ୍ଗଳବାର।ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ସକାଳୁ ଫୁଲବାଣୀ ଅମଲା ପଡ଼ା

ମାଁ କାଳୁଆଙ୍କ ଯାତ୍ରା ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ସାଇବିହାରଠାରେ ମାଁ କାଳୁଆଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସାହି ଉତ୍ସବମୂଖର ହୋଇଯାଇଛି। ସୋମବାର ପ୍ରଥମ ଦିନରେ ଦେବୀଙ୍କ ଆମନ୍ତ୍ରଣ ପରେ ଅସ୍ଥାୟୀ ମଧ୍ୟପରେ ଘଟ ସ୍ଥାପନ କରାଯାଇଥିଲା। ସେଠାରେ ଉପଚାର ପୂଜା, ସୂର୍ଯ୍ୟପୂଜା

ସ୍ୟାଙ୍ଗବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୧ତମ ବାର୍ଷିକ ଉତ୍ସବ ପାଳନ

ଦାରିଙ୍ଗବାଡ଼ି,୨୮/୩ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସ୍ୟାଙ୍ଗବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପାଣ୍ଡବ ପାଟମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ରସାନନ୍ଦ କର, ମୁଖ୍ୟ ବକ୍ତା ଭାବେ

ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ…

ବ୍ରହ୍ମପୁର : ଓଡ଼ିଆ ର ସର୍ବ ପୁରାତନ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ, ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ପ୍ରତିଷ୍ଠା ଓ ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରି ସାରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ପୂର୍ବତଟ ରେଳବାଇର ଉପ-

ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା

ବ୍ରହ୍ମପୁର : ପବିତ୍ର ଚୈତ୍ରମାସ ତୃତୀୟ ମଙ୍ଗଳବାର ପାଇଁ ମାଁ ବୁଢୀ ଠାକୁରାଣୀ ମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିଲା । ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧି ମାଁ ଦର୍ଶନ କରିବା ସହିତ ପଣା, ନୈବେଦ୍ୟ ଆର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ମାଁ ଯାତ୍ର ହେବାକୁ ଥିବା ବେଳେ

ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ମାଁ ଙ୍କ ଆସ୍ଥାୟୀ ପୀଠ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ବ୍ରହ୍ମପୁର : ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରା ମେ୧ତାରିଖରେ ସମାପନ ହେବ।ଯାତ୍ରକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଉପରେ ଅଧିକା ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ।ଗତବର୍ଷ କୋଭିଡ କଟକଣା ରେ ଯାତ୍ର ଅନୁଷ୍ଠିତ ହୋଇଥିଲା, ତେବେ ଚଳିତ ବର୍ଷ ଅଧକା

ଆଇପିଏଲ୍‌ରୁ ମୁହଁ ଫେରାଇଛନ୍ତି ପୁରୁଣା ପ୍ରାୟୋଜକ…

ମୁମ୍ବାଇ : ଲମ୍ବା ସମୟ ଧରି ଚାଲୁଥିବା ଆଇପିଏଲ୍‌ରୁ ଅନେକ ପ୍ରାୟୋଜକ ମୁହଁ ଫେରାଇ ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିଗତ ଦିନଗୁଡିକ୍କରେ ବିଜ୍ଞାପନଦାତା ତଥା ପ୍ରାୟୋଜକ ହୋଇଥିବା କିଛି ଇଣ୍ଟରନେଟ୍‌ ପ୍ରଦାନକାରୀ କମ୍ପାନିଙ୍କ ସହ ଷ୍ଟାର୍ଟଅପ୍‌ କମ୍ପାନିମାନେ ଏଥର ଆଇପିଏଲ୍‌ରୁ ଓହରି

ଡିଡିୟୁ-ଜିକେୱାଇ ଅଧୀନରେ ଗ୍ରାମାଞ୍ଚଳରେ ୩୧୦୬୭ ଚାକିରି ସୃଷ୍ଟି ହେବ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୧୯ ଜଣ କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କ ସହ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବେ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ୩୧,୦୬୭ ଗରିବ ଯୁବକଙ୍କୁ

‘ଅନ୍ତର୍ଜାତୀୟ ସୁରକ୍ଷା ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ନେବାକୁ ଚାହୁଁଛି ଚୀନ’

ପୁଣେ: ଅନ୍ତର୍ଜାତୀୟ ସୁରକ୍ଷା ନେଟ୍‌ୱର୍କ ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ଚୀନ ନେବାକୁ ଚାହୁଁଛି ବୋଲି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ପୁଣେରେ ଆୟୋଜିତ ହୋଇଥିବା ଏକ ଦୁଇଦିନିଆ ରଣନୈତିକ ଆଲୋଚନାଚକ୍ରର ଉଦ୍‌ଘାଟନୀ

ପଲାନିସ୍ୱାମୀ ହେଲେ ଏଆଇଏଡିଏମ୍‌କେର ସାଧାରଣ ସଂପାଦକ…

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ପନିର୍‌ସେଲ୍‌ଭମ୍‌ (ଓପିଏସ୍)ଙ୍କ ଗୋଷ୍ଠୀ ପକ୍ଷରୁ ଦଳର ସାଧାରଣ ସଂପାଦକ ନିର୍ବାଚନ ଫଳାଫଳ ଉପରେ ରହିତାଦେଶ ଆବେଦନକୁ ଗ୍ରହଣ କରିବାକୁ ମନା କରିବା ପରେ ଏଡାପଡ୍ଡି କରୁପା ପଲାନିସ୍ୱାମୀ (ଇପିଏସ୍) ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ