ନେପାଳରେ ଲୁଚିଛନ୍ତି ଅମୃତପାଲ, ସେଠାରୁ ପଳାୟନ କରିବାକୁ ଅନୁମତି ନଦେବାକୁ ନେପାଳକୁ କହିଲା ଭାରତ…

ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ

ହାଇଓ୍ଵାକୁ ପିଟିଲା ଯାତ୍ରୀବାହୀ ବସ୍‌, ୩ ମୃତ; ୩୦ ରୁ ଅଧିକ ଆହତ…

ରାଉରକେଲା : ଭୁବନେଶ୍ୱର – ରାଉରକେଲା ଆସୁଥିବା ‘ପ୍ରଭା’ ବସ୍‌ ସହ ହାଇଓ୍ଵାର ଧକ୍କା । ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ରାଉରକେଲା ସରକାରୀ

ରାହୁଲ ପଚାରିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଏତେ ଭୟ କାହିଁକି..?’

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍‌ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ମଧ୍ୟ ଲୋକଙ୍କ ଅବସର ପାଣ୍ଠି ନିବେଶ ନେଇ କାହିଁକି ତଦନ୍ତ ହେଉନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।ଟ୍ଵିିଟ୍‌ କରି ରାହୁଲ ଗାନ୍ଧୀ ଲେଖିଛନ୍ତି,

ୟୁପି: ପୌର ନିର୍ବାଚନରେ ଓବିସି ସଂରକ୍ଷଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗାମୀ ସହରାଞ୍ଚଳ ପୌର ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ସୋମବାର (ମାର୍ଚ୍ଚ 27, 2023) ଅନୁମତି ଦେଇଛନ୍ତି ଏବଂ ଦୁଇ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ

ବିସ୍ଫୋରଣରେ ଥରିଲା କାବୁଲ ; ୬ ମୃତ, ଶତାଧିକ ଆହତ…

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।ଗୁରୁତ୍ବପୂର୍ଣ୍ଣ କଥା ହେଉଛି କାବୁଲରେ ଥିବା ଆଫଗାନିସ୍ତାନର ବୈଦେଶିକ

୮ ବର୍ଷର ପିଲାକୁ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ମାନ୍ୟତା ଦେଲେ ଦଲାଇ ଲାମା…

ନୂଆଦିଲ୍ଲୀ : ଆମେରିକାରେ ଜନ୍ମିତ ମଙ୍ଗୋଲିଆର ଜଣେ ୮ ବର୍ଷ ବୟସ୍କ ପିଲାକୁ ମିଳିଛି ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ମୁଖ୍ୟର ମାନ୍ୟତା। ବୌଦ୍ଧ ଧର୍ମର ଗୁରୁ ଦଲାଇ ଲାମା ପିଲାଟିକୁ ୧୦ମ ଖାଲଖା ଜେଟସୁନ ଧମପା ରିନପୋଚେ ମାନ୍ୟତାରେ ଦେଇଛନ୍ତି। ଏଥିପାଇଁ ମାର୍ଚ୍ଚ ୮ ତାରିଖରେ ସ୍ୱତନ୍ତ୍ର

୪ ପିଲାଙ୍କୁ କୂଅକୁ ଠେଲି ନିଜେ ଡେଇଁ ପଡ଼ିଲା, କିନ୍ତୁ ଭୟରେ ବଡ଼ ଝିଅକୁ ଧରି ପଳାଇ ଆସିଲା ମା’

ଭୋପାଳ : ସ୍ୱାମୀଙ୍କ ସହ ଝଗଡ଼ା କରି ଜଣେ ମହିଳା ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଝଗଡ଼ା ପରେ ସେ ନିଜର ୪ ପିଲାଙ୍କୁ କୂଅକୁ ଠେଲି ଦେଇଥିଲେ। ଏହାପରେ ନିଜେ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। କିନ୍ତୁ କୂଅ ଭିତକୁ ଡେଇଁବା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ୩୦ ବର୍ଷୀୟ ମହିଳା ଜଣଙ୍କ ବଡ଼ ଝିଅକୁ

ପୁଣି ବଢ଼ିଲାଣି କରୋନା ସଂକ୍ରମଣ, ଦିନକରେ ୧୮ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ଦେଶରେ ଧୀରେଧୀରେ ତା’ର କୟା ବିସ୍ତାର କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୧୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୦୦କୁ ବୃଦ୍ଧି ପାଇଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର

ଗାନ୍ଧି ପରିବାରକୁ ଭଗବାନ ରାମଙ୍କ ବଂଶ ସହ ଯୋଡ଼ିବା ପ୍ରିୟଙ୍କାଙ୍କ ଅହଙ୍କାର: ଅନୁରାଗ

ନୂଆଦିଲ୍ଲୀ : ସୋମବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି। ଅନୁରାଗ କହିଛନ୍ତି ଯେ, ଭଗବାନ ରାମଙ୍କ ବଂଶ ସହ ଗାନ୍ଧି ପରିବାରକୁ ଯୋଡ଼ିବା ହେଉଛି ପ୍ରିୟଙ୍କା ଗାନ୍ଧିଙ୍କର ଅହଙ୍କାର। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏମପି

ରାହୁଲ ଗାନ୍ଧିଙ୍କ ସବରକର ବୟାନ, କଂଗ୍ରେସ ଡିନର ପାର୍ଟିରେ ସାମିଲ ହେବନି ଶିବସେନା…

ମୁମ୍ବାଇ : ବୀର ସବରକରଙ୍କୁ ନେଇ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧି ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଶିବସେନା ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଫଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଡିନର ପାର୍ଟିକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଶିବସେନା। ଖାଡ଼ଗେ ସମସ୍ତ