ଆଇଟିଡିଏ ପକ୍ଷରୁ ୧୦୦୦ ଗୋଟି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ

ଫୁଲବାଣୀ : ଜାମଝରି ପଂଚାୟତ ଅନ୍ତର୍ଗତ କିଲୁପଙ୍ଗା ଗ୍ରାମରେ ଆଟିଡିଏ ତରଫରୁ ଆନନ୍ଦେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ ଜୀବିକା ଯୋଜନାରେ ୧୦୦୦ ଗୋଟି ଅଣ୍ଡାଦିଆ କୁକୁଡ଼ା ଓ ଆନୁସଙ୍ଗିକ ଜିନିଷ ଯୋଗାଇ ଦିଆଯାଉଛି l ଏହି କୁକୁଡ଼ା ପାଳନ କେନ୍ଦ୍ରକୁ ମାନ୍ୟବର ବିଧାୟକ ଅଙ୍ଗଦ କହଁର

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବୀ

ବାଲିଗୁଡା : ବାଲିଗୁଡା ବସଷ୍ଟାଣ୍ଡ ନିକଟ ନୁଆସାହି ଓ ବୁଡ଼ାଗୁଡା କୁ ଯିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ଦେଖାଦେଇଛି l ଏହି ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଗତ ବର୍ଷା ଋତୁରେ ପ୍ରବଳ ବନ୍ୟା ପାଣି ଆସି ରାସ୍ତାର ପିଚୁ ଉଠି ଯିବା ସହ ଖାଲଖମା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ : ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ

୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇ ସ୍କୁଲ୍ ର ରୂପାନ୍ତର ହେବ - ମୁଖ୍ୟମନ୍ତ୍ରୀ ଭୁଵନେଶ୍ବର//ବ୍ରହ୍ମପୁର

ବେଆଇନ ବର୍ଦ୍ଧିତ ଘର ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ ସମସ୍ତ କର୍ପୋରେଟରଙ୍କୁ ନିବେଦନ କଲା ମାନବ ଅଧିକାର ସୁରକ୍ଷା…

ବ୍ରହ୍ମପୁର : ବେଆଇନ ବର୍ଦ୍ଧିତ ଘର ଟିକସ ସଂଗ୍ରହକୁ ବନ୍ଦ କରିବା ପାଇଁ କମିଶନର, ମେୟରଙ୍କ ପରେ ସ୍ଥାନୀୟ ସମସ୍ତ କର୍ପୋରେଟରଙ୍କୁ ନିବେଦନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଗତ କୋଭିଡ ମହାମାରୀବେଳେ ଜୀବନ ମରଣର ତାଣ୍ଡବ ଚାଲିଥିବାବେଳେ ଜନତାଙ୍କ ମଧ୍ୟରେ ଏକ ପ୍ରକାର ଭୟାନକ

କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍…

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍ ପୁଣି ଥରେ ଦେଶପାଇଁ ଗୌରବ ଆଣିଛନ୍ତି । ସେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ

ଅତୀକ ଅହମ୍ମଦର ଗାଡ଼ି ବାଟରେ ଓଲଟି ଯିବ କି ?  ଅଖିଳେଶଙ୍କ ବଡ଼ ବୟାନ

ଲକ୍ଷ୍ମୌ : ମାଫିଆ ଡନ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦକୁ ଗୁଜରାଟରୁ ଉତ୍ତରପ୍ରଦେଶ ଅଣାଯାଉଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋଧହୁଏ ତାଙ୍କ

ଲଳିତ ମୋଦୀ ଓ ନିରବ ମୋଦୀ କ’ଣ ପଛୁଆ ବର୍ଗରେ ଆସୁଛନ୍ତି… ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଆଦୌ କହିନଥିଲେ ଯେ “ମୋଦୀ ଉପନାମ ଥିବା ପ୍ରତ୍ୟେକ ବ୍ୟକ୍ତି ଚୋର”। ନିରବ ମୋଦି ଓ ଲଳିତ ମୋଦି ପଛୁଆ ବର୍ଗ ବା ଓବିସି

ରାଜନୀତିରେ ପାଦଥାପିଲେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ; ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ଦାୟିତ୍ବ ଗ୍ରହଣ କଲେ

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ବାଂସୁରୀ ସ୍ୱରାଜ ସୁପ୍ରିମକୋର୍ଟରେ ଓକିଲାତି କରୁଥିଲେ ବୋଲି ଜଣାପଡ଼ିଛି।ଦଳର

ଖଲିସ୍ତାନ ସମର୍ଥକଙ୍କ ବିକ୍ଷୋଭ ପ୍ରସଙ୍ଗରେ କାନାଡା ରାଷ୍ଟ୍ରଦୂତଙ୍କୁ ଡକାଇ ଜବାବ ମାଗିଲା ଭାରତ…

ନୂଆଦିଲ୍ଲୀ: କାନାଡାରେ ଥିବା ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭକୁ ନେଇ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି । ଏସବୁ ଘଟଣାକୁ ନେଇ ଭାରତ ସରକାର କାନାଡା ହାଇକମିଶନର କ୍ୟାମେରନ ମ୍ୟାକେଙ୍କୁ ଡକାଇ ଜବାବ ତଲବ କରିଛନ୍ତି ।ବୈଦେଶିକ ବ୍ୟାପାର

ପିଲାଙ୍କ ପରୀକ୍ଷା ଉତ୍ତର ଖାତାରୁ ବାହାରୁଛି ୧ଶହ, ୫ଶହ ଓ ୨ହଜାର ଟଙ୍କାର ନୋଟ…

ନୂଆଦିଲ୍ଲୀ: ଗୁରୁଜୀ…. ଅଧିକ ପାଠ ଲେଖିନି, ମୋର ଭବିଷ୍ୟତ ଖରାପ କରିବେ ନାହିଁ, ମୋତେ ଫେଲ କରିବେନି, ଏହା ରହିଲା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ, ଭାବୁଛି ଖୁସିରେ ଗ୍ରହଣ କରି‌ବେ।ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତା