କାଶିପୁର ଗଜେନ୍ଦ୍ର ନାଏକ ହତ୍ୟା ମାମଲା ହତ୍ୟାର ୪ଦିନ ପରେ ୩ ଅଭିଯୁକ୍ତ ଗିରଫ…

add-all


କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ
ଗତ 9/6/2023 ତାରିଖ ଦିନ ଶିକରଲଟା ଗ୍ରାମରେ କାଶୀପୁରର କଂଗ୍ରେସ ନେତାତଥା ଠିକାଦାର ଗଜେନ୍ଦ୍ରନାଏକ ଏକ ଠିକାକାମ ଏବଂ ଜମି ସମ୍ବନ୍ଧିୟ ସମସ୍ୟା ଉପରେ ପ୍ରଥମେ ବଚସା ହୋଇଥିଲା ପରେ ଗଜେନ୍ଦ୍ର ନାଏକଙ୍କୁ ହତ୍ୟାକରି ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ ପୋଲିସର ବହୁ ତନାଘନା ପରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ପରେ ପ୍ରତିକ୍ରିୟା ରଖିଲେ ରାୟଗଡା ଏସ,ଡି ପିଓ ଦେବଜ୍ୟତି ଦାସ ଦୋଷୀ ଯେତେ ଚାଳକ ହେଲେବି ଆଇନ ସାମ୍ନାରୁ କେବେବି ଭାଗୀ ପାରେନି

ad-week
Leave A Reply

Your email address will not be published.