କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନ୍‌କାଉଣ୍ଟର…

ଭୁବନେଶ୍ବର: ରାଜଧାନୀରେ ଏନ୍‌କାଉଣ୍ଟର। ଦୀର୍ଘ ଦିନର ନୀରବତା ପରେ ପୁଣି ଭୁବନେଶ୍ୱରରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌। ତା ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ପ୍ରଥମେ କ୍ୟାପିଟାଲ

୩୨୬ ଜାତୀୟ ରାଜପଥରେ ଦୁର୍ଘଟଣା ରେ ଦୁଇ ମୃତ…

ମାଲକାନଗିରି : କାଲିମେଳା ୩୨୬ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଂକ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ସିଜି୦୪ ଏଲ ଏଲ ୧୩୪୧ ନଂ ହୋଣ୍ଡା ବ୍ରିଓ ଗାଡିଟି କାଲିମେଳା ରୁ ମାଲକାନଗିରି ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ହିରୋ ମୋଟର ସାଇକେଲ ନଂ ଓଡ଼ି ୩୦

ରାଜନୈତିକ ଶତ୍ରୁତା କୁ ନେଇ ଶିକୁଳାରେ ଫୁଟିଲା ଗୁଳି…

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର

ଡିବାଲପାଡୁ ଗାଁ ଜାହାଜ ପଡ଼ିଆ ଠାରେ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ…

କଲ୍ୟାନସିଂପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତ ଅଧିନସ୍ଥ ଡିବାଲପାଡୁ ଗାଁ ଐତିହାସିକ ଜାହାଜ ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଆଜିର ପ୍ରଥମ ଦିନର ଖେଳରେ ବାଘଡଙ୍ଗର ଓ

ହିଞ୍ଜିଳି ରେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ କଲେ ୧୯୫୨,୮୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ : ହିଞ୍ଜିଳି ଆସି ମୁଁ ଵହୁତ…

ହିଞ୍ଜିଳିକାଟୁ ୨୬।୩ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମ ମେଘମାଳ ପଡିଆ ସଭାସ୍ଥଳରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ହିଞ୍ଜିଳିକାଟୁ ଵ୍ଳକ ଓ ପୌରପାଳିକା ର

ଅଧା ରହିଗଲା ପୋଲିସ ହେବାର ସ୍ୱପ୍ନ

ଛତ୍ରପୁର : ପିଲାଟି ଦିନରୁ ଇଚ୍ଛା ଥିଲା ସୈନିକ ହେବେ କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ସୈନିକ ପାଇଁ ମନୋନୀତ ହୋଇପାରିନଥିଲେ । ଫଳରେ ଶେଷରେ ପୋଲିସ ହେବାକୁ ମନ ବଳାଇ ଥିଲେ । କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା ,ଆଉ ପୋଲିସ ହେବା ପାଇଁ ଶାରୀରିକ ପରୀକ୍ଷା ଦେବା ସମୟରେ ଅସୁସ୍ଥ ହୋଇ

ଗଞ୍ଜାମ ଓକିଲ ସଂଘ ନିର୍ବାଚନ :ସଭାପତି ଭାବେ ମିନତୀ ରଥ ବିଜୟୀ

ବ୍ରହ୍ମପୁର : ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ସକାଳ ଆଠଟା ଠାରୁ ମତଦାଵ ଆରମ୍ଭ ହୋଇଥିଲା।ଏଥିପାଇଁ ଅତିରିକ୍ତ ୩୦ ଜଣ ନିର୍ବାଚନ ଅଧିକାରୀ ନିୟୋଜିତ ରହିଥିଲେ। ଆଇନଜୀବୀ ମାନେ ନିଜ ପରିଚୟ ପତ୍ର ଦେଖାଇ ମତଦାନ କରିଥିଲେ।ସକାଳୁ ସକାଳୁ ସଙ୍ଘ

କନ୍ଧମାଳ ଜିଲ୍ଲାରୁ ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀଯାଇ ଧାରଣା ଦେଲେ ଗାନ୍ଧୀମାର୍ଗରେ

ଫୁଲବାଣୀ :- ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର 30ଗୋଟି ଜ଼ିଲ୍ଲାରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ନିଜ ନିଜ ଜ଼ିଲ୍ଲାରୁ ବାହାରି ହାରାହାରି 70000 ରୂ 75000 ହାଜର ଆଉଟସୋର୍ସିଙ୍ଗ କର୍ମଚାରୀ ଆଜି ସଖାଳୁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ

ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର 2023-24 ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ବନ୍ଦୀ

ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଣି ସମସ୍ୟା…

ଦାରିଙ୍ଗବାଡ଼ି,୨୫/୩ : ଦାରିଙ୍ଗବାଡ଼ି ବ୍ଳକ ମହକୁମା ଠାରେ ରହିଥିବା ଅନୁସୂଚିତ ଜନଜାତି ଓ ଜାତିର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ଛାତ୍ରୀ ମାନେ ପାଣି ସମସ୍ୟାରେ ରହି ଆସୁଥିବା ଅଭିଯୋଗ ହେଉଛି। ଏହି ଛାତ୍ରୀ ନିବାସରେ ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଯାଏ ଅଧ୍ୟୟନ