ପୋଖରୀରେ ବୁଡି ମହିଳା ମୃତ…

ହିଞ୍ଜିଳିକାଟୁ ୨୦।୩ : ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ର ସରା ଦାଶ (୪୦) ସକାଳ ବେଳେ ଗାଁ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ବହୁତ ସମୟ ଧରି ବଳା ଘରକୁ

ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ

ହିଞ୍ଜିଳିକାଟୁ (୨୦।୩) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି । ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଉଦଯାପନୀ ପାଳନ ଅବସରରେ

ସୁନ୍ଦରଗଡ଼ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ହିନ୍ଦୁ ନବବର୍ଷ ପାଳନ…

ସୁନ୍ଦରଗଡ଼ : ଗତ କାଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ହିନ୍ଦୁ ନବ ବର୍ଷ ଉପଲକ୍ଷେ ସୁନ୍ଦରଗଡ଼ ନଗରରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରୁ ଆରମ୍ଭ ହୁଏ। ଇଂରାଜୀ ତାରିଖ ୨୨ ମାର୍ଚ୍ଚ ରେ

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ସୁନ୍ଦରଗଡ଼ //ରାଉରକେଲା : ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ବିତୀୟ ସଂନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନୀତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ…

ଭୁବନେଶ୍ୱର/ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍

ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ…

ମାଲକାନଗିରି : ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାଫେକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା

ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରି ସମସ୍ୟାର ସମାଧାନ କରନ୍ତୁ ସରକାର

ବ୍ରହ୍ମପୁର : ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରି ସମସ୍ୟାର ସମାଧାନ କରନ୍ତୁ ସରକାର, ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ୧୫,୦୦୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଗଲେ କୁଆଡେ? ରାଜ୍ୟରେ ନାବାଳିକା ବିବାହ ,ଦାଦନ ଶିଶୁ ଶ୍ରମିକ ସମସ୍ୟାର ସମାଧାନ ଦାବିରେ

ଟିକିରି ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ହାଣ୍ଡି ବାଲଟି ଧରି ରାସ୍ତା ରୋକ କଲେ ମହିଳା…

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିରେ ପାନିୟଜଳ ସମସ୍ୟାକୁ ନେଇ ମହିଳା ମାନେ ଟିକିରି ମୁଖ୍ୟ ରାସ୍ତାରେ ହାଣ୍ଡି, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନ ବାହାନ ଅଟକି ରହିଛି।ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ

ଦାଦନ ସମସ୍ୟା ଦିନକୁ ଦିନ ବିକରାଳ ରୂପ ନେଉଛି…

ବ୍ରହ୍ମପୁର : ଓଡିଶା ସରକାରଙ୍କ ଅବହେଳା ଯୋଗୁଁ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବିକରାଳ ରୂପ ଧାରଣ କରି ନିରୀହ ଜନତା ଙ୍କ ପ୍ରାଣ ହାନି ହେଉଛି, ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତୁରୁବୁଡି ପଂଚାୟତ ଝଗଡାପଲ୍ଲୀ ଗ୍ରାମର ତିନି ଜଣ ଯୁବକ ସହ ଦିଗ ପହଣ୍ଡି ବ୍ଲକ ର ପିମ୍ପଳା

ଅଟୋ ପଛକୁ ଧକ୍କାଦେଲା ଟିପ୍ପର ; ଡ୍ରାଇଭର ସମେତ ୪ ଆହାତ

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଅଟୋକୁ ଧକ୍କା ଦେଲା ଟିପ୍ପର । ଫଳରେ ଅଟୋ ଡ୍ରାଇଭର ସମେତ ୪ ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଡ୍ରାଇଭର ପି. ସନ୍ତୋଷ କୁମାର (୩୧), ଜି. ହେମଲତା (୨୨), ଜି. ଭେଏଙ୍କଟ ରାଓ (୩୩) ଓ କେ. ଓମକାର