Sign in
Sign in
Recover your password.
A password will be e-mailed to you.
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଦିନିକିଆ ପ୍ରଶିକ୍ଷଣ ଶିବିର
ଏନୟୁଏଚଏମ ର କାର୍ଯ୍ୟକାରିତା ବିଷୟରେ ଅବଗତ ହେଲେ କାଉନସିଲର
ଛତ୍ରପୁର : ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ ଅଧିନରେ ହେଉଥିବା ବିଭିନ୍ନ କାର୍ଯ୍ୟକାରିତା ସମ୍ପର୍କିତ ନେଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ!-->!-->!-->…
ଆନ୍ଦୋଳନରତ ଡ୍ରାଇଭର ମହାସଂଘକୁ ଭେଟିଲେ ବିଜେଡ଼ି କର୍ମୀ
ମାଲକାନଗିରି (୧୭/୦୩) : ସମଗ୍ର ରାଜ୍ୟ ରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଜର ୧୦ ଗୋଟି ମୌଳିକ ଦାବି ଗୁଡିକୁ ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିବା ବେଳେ ଗତ ୧୬ ତାରିଖରେ ଏହି ମହାସଂଘ ରାଜ୍ୟ ସଭାପତି ମୁଖ୍ୟ ଶାସନ ସଚିବ ଙ୍କ ସହ ସାକ୍ଷାତ କରିଥିଲେ। ତେବେ ଡ୍ରାଇଭର ମହାସଂଘ ର!-->…
ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବୀ କଲା ମାନବ ଅଧିକାର ସୁରକ୍ଷାମଞ୍ଚ…
ବ୍ରହ୍ମପୁର(୧୭/୦୩) : ଦୀର୍ଘ ବର୍ଷରୁ ୨୦୦ଟଙ୍କାରୁ ୫୦୦ଟଙ୍କା କୁ ବାର୍ଦ୍ଧକ୍ୟ ଭତ୍ତା ସ୍ଥିର କରି ଏକ ରକମ ନୀରବି ଯାଇଥିବା ରାଜ୍ୟ ସରକାରଙ୍କ ଠାରେ ପୁଣି ଭତ୍ତା ବୃଦ୍ଧି ପାଇଁ ଦାବୀ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ, ବିଧବା ଓ!-->…
ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଡ୍ରେସ କୋଡ଼ ବର୍ଜନ…
ଫୁଲବାଣୀ : ରାଜ୍ୟ ସରକାର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବିକୁ ଗ୍ରହଣ ନକରିଥିବାରୁ ଏହାର ପ୍ରତିବାଦରେ ସମଗ୍ର ରାଜ୍ୟ ରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଡ୍ରେସକୋଡ଼ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଘର!-->…
୩୩ ମିନିଟ୍ରେ ଆମେରିକାରେ ପଡ଼ିପାରିବ ଉତ୍ତର କୋରିଆରୁ ନିକ୍ଷେପ କରାଯାଉଥିବା ଆଣବିକ କ୍ଷେପଣାସ୍ତ୍ର: ଚୀନା ଅଧ୍ୟୟନ
ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆମେରିକାର ଦୂରତ୍ବ ସମୁଦାୟ ପୃଥିବୀର ଅଧା ହେଲେ ବି ଉତ୍ତର କୋରିଆ ନିକ୍ଷେପ କରୁଥିବା ‘ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍’ ପ୍ରାୟ ୩୩ ମିନିଟ୍ରେ ଆମେରିକାର ‘ମେନ୍ଲାଣ୍ଡ୍’ରେ ପହଞ୍ଚି ପାରିବ ବୋଲି ଚୀନ୍ର ଏକ ଅଧ୍ୟୟନରୁ!-->…
କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ପୁଲିସ ସୁରକ୍ଷା ଲୋଡ଼ିଲେ ବଙ୍ଗାଳୀ ଶ୍ରମିକ
ତିରୁବନନ୍ତପୁରମ: ପଶ୍ଚିମବଙ୍ଗର ଜଣେ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଲଟେରୀ ଜିତିବା ବିଷୟରେ ଜାଣିବା ପରେ ଶ୍ରମିକ ଜଣକ ସିଧା ପୁଲିସ ଷ୍ଟେସନକୁ ଯାଇ ତାଙ୍କର ସୁରକ୍ଷା ଦାବି କରିଛନ୍ତି | ସେ କହିଛନ୍ତି ଯେ ତାଙ୍କର ଲଟେରୀ କେହି ଛଡ଼ାଇ ନେଇଯାଇପାରନ୍ତି ବୋଲି!-->…
‘ବିଜୟର ପ୍ରତୀକ’ ଭାବେ ‘ନିୟୁ ଟାୱାର୍ ଅଫ୍ ଲଣ୍ଡନ୍’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା
ଲଣ୍ଡନ୍: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍ ଅଫ୍ ଲଣ୍ଡନ୍’ରେ ବ୍ରିଟେନ୍ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍’ ହୀରା ପ୍ରଦର୍ଶନ କରାଯିବ।ବ୍ରିଟେନ୍ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ!-->…
ଦିଲ୍ଲୀ ବିଧାନସଭାରେ ହଟ୍ଟଗୋଳ; ଗୃହରୁ ବାହାରି ଯିବାକୁ ୩ ‘ବିଜେପି’ ବିଧାୟକଙ୍କୁ ଆଦେଶ ଦେଲେ ବାଚସ୍ପତି
ନୂଆଦିଲ୍ଲୀ: ଉପରାଜ୍ୟପାଳ ଭି. କେ. ସାକ୍ସେନା ଉଦ୍ବୋଧନ ଦେବା ବେଳେ ‘ବିଜେପି’ ଓ ‘ଆପ୍’ ବିଧାୟକମାନେ ପରସ୍ପର ବିରୋଧରେ ସ୍ଲୋଗାନ୍ ଦେବାରୁ ଦିଲ୍ଲୀ ବିଧାନସଭାରେ ବଡ଼ ଗୋଳମାଳିଆ ପରିସ୍ଥିତିରେ ଆଜି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି।ଦିଲ୍ଲୀ ‘ବିଜେପି’ ସଭାପତି ଆଦେଶ କୁମାର ଗୁପ୍ତା!-->…
ଯୋଗୀ ସରକାର : ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର, ୧୭୮ ଅପରାଧୀ ମୃତ…
ଲକ୍ଷ୍ନୌ : ପ୍ରୟାଗରାଜର ଉମେଶ ପାଲ ହତ୍ୟା କାଣ୍ଡ ପରେ ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟର ପୁଣି ଥରେ ଚର୍ଚ୍ଚାରେ ରହିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଥିଲା । ଅନ୍ୟ ଫେରାର ଅଭିଯୁକ୍ତ ମାନେ ମଧ୍ୟ ଖୁବଶୀଘ୍ର ପୋଲିସ ଗୁଳିର ଶିକାର!-->…
ବିଭ୍ରାଟ : ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ୧୦୦ରୁ ଅଧିକ ନମ୍ବର ରଖିଲେ ପିଲା…
ମୁମ୍ବାଇ : ପରୀକ୍ଷାରେ ପଡ଼ଥିଲା ୧୦୦ ମାର୍କର ପ୍ରଶ୍ନ। ହେଲେ ଅନେକ ପିଲା ୧୦୦ରୁ ଅଧିକ ନମ୍ବର ପାଇଛନ୍ତି। କିଏ ୧୦୪ ପାଇଛି ତ ଆଉ କିଏ ୧୧୫। ଏହା ପୁଣି କୌଣସି ଛୋଟ ଶିକ୍ଷାନୁଷ୍ଠାନରେ ଘଟିନାହିଁ। ମୁମ୍ବାଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି ଏହି ଗଟଣା।ମୁମ୍ବାଇ!-->…