Sign in
Sign in
Recover your password.
A password will be e-mailed to you.
ନୂଆପଡ଼ାରେ ପୁଣି କଲରାପତରିଆ ଆତଙ୍କ; ଆକ୍ରମଣରେ ୪ଟି ଗାଈ ଓ ବାଛୁରୀ ମୃତ
ନୂଆପଡ଼ା: ସଦର ବ୍ଳକ ଲୋଡ଼ରା ଗ୍ରାମରେ କଲପତରିଆ ବାଘ ଆତଙ୍କ ଦେଖାଯାଇଛି। କିଛି ଦିନ ହେଲା କଲରାପତରିଆ ପାବରତୋଲା ଓ ତରିଆ ମହୁଆଭଟା ଗ୍ରାମବାସୀଙ୍କ ନିଦ ହଜିଯାଇଛି। ମଙ୍ଗଳବାର ରାତିରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଛି। କିନ୍ତୁ!-->…
ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତରେ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ କରାଗଲା
ହିଞ୍ଜିଳିକାଟୁ/ଶେରଗଡ଼ (୧୫/୦୩) : ଶେରଗଡ଼ ଥାନା ଅନ୍ତର୍ଗତ ଅରଖ ପାଦା ରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମିନୀରେ ୧୫୮୦ କେଜି ଜବତ ଗଞ୍ଜେଇ ପୋଡି ନଷ୍ଟ କଲା ଗଞ୍ଜାମ ପୋଲିସ |ଗଞ୍ଜାମ ଜିଲ୍ଲାର ତିନି ଗୋଟି ଥାନା ରେ ଦୀର୍ଘ ବର୍ଷ ହେଲା ଜବତ କରି ରଖା ଯାଇଥିବା ଗଞ୍ଜେଇ ହାଇକୋର୍ଟ ର!-->…
୫ଟି କଣ ସବୁଠୁ ଉର୍ଦ୍ଧ୍ୱରେ କି? : ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ଶୂନ୍ୟକାଳରେ ୫ଟି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଜୟନାରାୟଣଙ୍କ ନିଶାନା । ମୁଖ୍ୟ ସଚେତକ କହିଲେ ୫ଟି ଏକ ଚିନ୍ତାଧାରା,ଏକ ବିଚାରଧାରା । ଯଦି ଏହା ଏକ ବିଚାରଧାର ତେବେ ଏହା ସେହି ବିଚାରଧାରା ହେଇକି ରହୁ ।
ସବୁ ବିଭାଗର ମାଲିକ ସେ କିପରି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି!-->!-->!-->…
ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ…
କେନ୍ଦ୍ରାପଡ଼ା : ଭୁଶୁଡ଼ିଲା ପୋଲ । କେନ୍ଦ୍ରାପଡ଼ା କଜଳାଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲର ସ୍ଲାବ୍ । ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ହେଉଥିବାବେଳେ ଭୁଶୁଡି ପଡିଛି । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି, ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍!-->…
ଦାରିଙ୍ଗବାଡ଼ି ବ୍ଳକରେ ମୋଟର ଚାଳକସଂଘ ପକ୍ଷରୁ ଦଶ ଦଫା ଦାବି ନେଇ ଅଖଚକ ବନ୍ଦ, ସାଧାରଣ ଜନତା ହନ୍ତସନ୍ତ
ଦାରିଙ୍ଗବାଡି, ୧୫/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ବ୍ଳକ ମୋଟର ଚାଳକ ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ବ୍ଲକ ଅଞ୍ଚଳରେ ତିନି ଚକିଆ ଯାନ ଅଟୋ ଠାରୁ ଆରମ୍ଭ କରି ସମସ୍ତ ଯାନ ବାହାନ!-->…
ରାଜ୍ୟରେ ୧୧,୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ: ସମୀର ଦାସ..
ଭୁବନେଶ୍ୱର: ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ୧୧ହଜାର୯୨୯ସ୍କୁଲ ଘର । ସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଧେଶ ଦିଆଯାଇଛି । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ମରାମତି ପାଇଁ କୁହାଯାଇଛି । ମୋଟ ୭୭ହଜାର୯୩୧!-->…
୧୦ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ବର: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଆଉ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି |!-->…
ରାଜ୍ୟସ୍ତରୀୟ ସବଜୁନିଅର ଓ କ୍ୟାଡେଟ କିରୋଗୀ ଓ ପୁମାସି ପ୍ରତିଯୋଗିତା
କନ୍ଧମାଳକୁ ୩ ସ୍ଵର୍ଣ୍ଣ ପଦକ ୫ କଂସ୍ୟା ପଦକ
ଫୁଲବାଣୀ : ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ୩୪ତମ ଓଡିଶା ସବ- ଜୁନିଅର କିରୋଗୀ ଓ ୬ଷ୍ଠ ତମ ପୁମସି ଟାଏକୋଣ୍ଡୋ ଓ ୬ଷ୍ଠ ତମ କ୍ୟାଡଟ କିରୋଗୀ ଓ ପମାସୀ ଟାଏକୋଣ୍ଡୋ ପ୍ରତିଯୋଗିତା ଗରୁଡ ଛକସ୍ଥିତ ରେଲୱେ!-->!-->!-->…
ଶିକ୍ଷକଙ୍କୁ ଲୋୟର ପିଏମ୍ଜିରେ ଆନ୍ଦୋଳନ ପାଇଁ ଅନୁମତି ଦେଲାନି କମିଶନରେଟ୍ ପୋଲିସ
ଭୁବନେଶ୍ୱର : ଶିକ୍ଷକଙ୍କୁ ଲୋୟର ପିଏମ୍ଜିରେ ଆନ୍ଦୋଳନ ମନା। ଧାରଣା ପାଇଁ ଅନୁମତି ଦେବାକୁ ମନାକଲା କମିଶନରେଟ୍ ପୋଲିସ । ଆସନ୍ତା ୧୦ ତାରିଖରେ ପୋଲିସ କମିଶନରଙ୍କୁ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲା ସଂଘ । ଧାରଣା ଦେଲେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ । ଆଜି ଧାରଣାରେ ପ୍ରାୟ!-->…
ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ
ହିଞ୍ଜିଳିକାଟୁ ୧୫।୩ : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବୁଧବାର ଦିନ ଚକାବନ୍ଦ ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ହିଞ୍ଜିଳିକାଟୁ ଶାଖା ସଭାପତି ପିତାମ୍ବର ଦାଶ ଙ୍କ ନେତୃତ୍ୱରେ ଡ୍ରାଇଭର ମାନେ ସକାଳ ୬ଟା ଠାରୁ!-->…