Sign in
Sign in
Recover your password.
A password will be e-mailed to you.
ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବୀ ପତ୍ର ପ୍ରଦାନ…
ଛତ୍ରପୁର : ସମାନ କାମକୁ ସମାନ ଦରମା ଏବଂ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦସ୍ଥାୟୀ ନିଯୁକ୍ତି ଦାବିରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ!-->…
ଟାଟା ପାୱାର ସଦର୍ଣ୍ଣ ଓଡିଶା ବିତରଣ ଲିମିଟେଡ଼ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ…
ବ୍ରହ୍ମପୁର: ଟାଟା କମ୍ପାନୀର ପ୍ରତିଷ୍ଠାତା ଜେ. ଏନ. ଟାଟାଙ୍କ ଜୟନ୍ତୀ ଅବସରରେ ବ୍ରହ୍ମପୁରର କର୍ପୋରେଟ କାର୍ଯ୍ୟାଳୟ ଓ ଜୟପୁରର ସର୍କଲ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସମୁଦାୟ ୧୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ସେଥିମଧ୍ୟରୁ ବ୍ରହ୍ମପୁରରେ ୧୨୩ ୟୁନିଟ ଓ!-->…
ଅର୍ଥ ଅଭାବରୁ ସ୍ତନ କ୍ୟାନ୍ସର ପିଡ଼ିତା ବେର୍ନିକା ମୁଠାମାଝୀ ଚିକିତ୍ସା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲେ
ଦାରିଙ୍ଗବାଡ଼ି,୧୫/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁତେଡ଼ି ଗ୍ରାମର ବେର୍ନିକା ମୁଠାମାଝୀ (୪୩) ସ୍ତନରେ କ୍ୟାନ୍ସର ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଗୁରୁତର ଅବସ୍ଥାରେ ରହି ଆସୁଛି। ସୂଚନା ମୁତାବକ ବେର୍ନିକା ଜଣେ ଅନୁସୂଚିତ!-->…
କୁଡୁମୁଲୁଗୁମ୍ମା ଓ ପୁରୁଣାଗୁମ୍ମାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଯାତ୍ରା ଧୁମଧାମରେ ପାଳିତ
କୁଡୁମୁଲୁଗୁମ୍ମା : କୁଡୁମୁଲୁଗୁମ୍ମା ନିକଟସ୍ଥ ପୁରୁଣାଗୁମ୍ମା ଠାରେ ମାଁ ଭୈରବୀଙ୍କ ମହାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ସବୁ ବର୍ଷ ପରି ଚଇତ୍ର ମାସର ପ୍ରଥମ ମଙ୍ଗଳବାର ମାଁ ଭୈରବୀଙ୍କ ପବିତ୍ର ମହାଯାତ୍ରା ପାଳନ କରାଯାଇଥାଏ । ଏହି ଯାତ୍ରା ପାଇଁ ଏକ ମାସ ପୁର୍ବରୁ ପ୍ରସ୍ତୁତି ଆରମ୍ଭ!-->…
ପୋଲିସ -ଦୁର୍ବୃତ୍ତ ମୁହାଁମୁହିଁ,ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ : ମାରଣା ଅସ୍ତ୍ର, ବୋମା ସହ ଅଭିଯୁକ୍ତ କୁ…
ବ୍ରହ୍ମପୁର : ଆଗକୁ ଅଛି ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ତାହା ଆଗରୁ ବ୍ରହ୍ମପୁର ଅଶାନ୍ତ ଆଡକୁ ଗତି କଲାଣି ଯାହାକି ଆଗାମୀ ଦିନରେ ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିବ l ସୂଚନା ଥାଉକି ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ ଘଟଣା ଅଞ୍ଚଳ ରେ କକୁଆ ଭୟ ଖେଳି!-->…
ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ଅନୁକୂଳ ଖଲିପତ୍ର ପ୍ରସ୍ତୁତି: ୨୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ରୋଜଗାର…
ସୁନ୍ଦରଗଡ଼, :୧୫ ମାର୍ଚ୍ଚ ୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ’ଖଲିପତ୍ର’ ପ୍ରସ୍ତୁତି। ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର ଚାହିଦା ଏବେ ବଜାରରେ ଭଲ ରହିଛି।!-->!-->!-->…
୧O ଦଫା ଦାବିକୁ ନେଇ ଡ୍ରାଇଭର ମହାସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ…
ନନ୍ଦାହାଣ୍ଡି (୧୫/୩/୨୦୨୩)ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଡ୍ରାଇଭର ମହାସଂଘ ଦ୍ଵାରା ଆଜି ଦଶ ଦଫା ଦାବିକୁ ନେଇ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବ୍ଲକ ସାରା ଦେଖିବାକୁ ମିଳିଛି l ଡ୍ରାଇଭର ମାନେ ସେମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆନ୍ଦୋଳନ କରୁଛନ୍ତି l!-->!-->!-->…
ସ୍ୱାମୀ ଦ୍ୱାରା ଗର୍ଭବତୀ ମହିଳା ଙ୍କୁ ଧର୍ଷଣ କରାଇ ଭିଡିଓ ଭାଇରଲ କଲେ ଆଶା କର୍ମୀ…
ନବରଙ୍ଗପୁର : ଦେଢଶୁର ଆଉ ଭାଇ ବୋହୁ ର ପବିତ୍ର ସମ୍ପର୍କ ରେ ଦାଗ ଲାଗିଲା ଭଳି ଏକ କଳଙ୍କିତ ତଥା ଅଭାବନୀୟ ଘଟଣା ଘୋଟିଛି ଯାହାକୁ ଶୁଣିଲେ ସଭ୍ୟ ସମାଜର ମୁଣ୍ଡ ଲାଜ ରେ ନଇଁ ଯିବ ,ଘଟଣାରୁ ପ୍ରକାଶ ଯେ ଜଣେ ସମ୍ପର୍କୀୟ ଦେଢଶୁର,ଗର୍ଭବତୀ ଭାଇ ବୋହୁ କୁ ଦୁଷ୍କର୍ମ କରିଛନ୍ତି। କେବଳ ଏତିକି!-->…
ଠିକାଦାରଙ୍କ ଶୋଷଣର ଶିକାର ହେଲେ ନିରୀହ ଆଦିବାସୀ ଦିନ ମଜୁରିଆ
ଜିଲ୍ଲା ଶ୍ରମ ଅଧିକାରୀ ସାଜିଛନ୍ତି ନିରବ ଦ୍ରଷ୍ଟା
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ହେଉଛି କେବିକେ ଅଞ୍ଚଳର ଏକ ସୀମାନ୍ତଵର୍ତ୍ତୀ ଅବହେଳିତ ବ୍ଲକ | ଏଠି ସରକାରୀ ବାବୁ ମାନଙ୍କୁ ନିରୀହ ସରଳ ଆଦିବାସୀମାନେ ଅତି ସହଜରେ ବିଶ୍ୱାସ କରିଥାନ୍ତି | କିନ୍ତୁ କେବିକେ!-->!-->!-->…
କୂଅରୁ ବାଲ୍ଟି କାଢିବାକୁ ଯାଇ ୧୬ ବର୍ଷ ବୟସର ବାଳକର ମୃତ୍ୟୁ
ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡ଼ା ପଞ୍ଚାଏତ ଡେଙ୍ଗାତୋଟାଗୁଡ଼ାରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି | ସୂଚନା ଅନୁଯାୟୀ ଡେଙ୍ଗାତଟାଗୁଡା ଗାଁର ଶ୍ରୀ ବାଗୀ ଭତ୍ରା ଓ ତାଙ୍କ ପୁଅ ରମେଶ ଭତରା ଯାର ବୟସ ୧୬ ବର୍ଷ ନିଜ ଗାଁ ପାଖରେ ଥିବା ଏକ କୁଅରେ!-->!-->!-->…