Sign in
Sign in
Recover your password.
A password will be e-mailed to you.
ମାର୍ଚ୍ଚ ୧୫ରେ ବୁଧବାର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହେବେ ନାହିଁ ମୋଟର ଚାଳକ ସଂଘ
ହିଞ୍ଜିଳିକାଟୁ ୧୪।୩ : ଓଡ଼ିଶା ର ଡ଼୍ରାଇଭର ସଂଘ ବାରମ୍ବାର ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି। ଏ ନେଇ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍ ଦେବା ପାଇଁ ଆସନ୍ତା ମାର୍ଚ୍ଚ ମାସ!-->…
ଦୁର୍ଘଟଣାଗ୍ରସ୍ତ ହେଲେ ଆଇନଜୀବୀ ଭଗବାନ ମହାନ୍ତି…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତିଙ୍କ ସ୍ଥାନୀୟ ପେଞ୍ଜିସାହି ବିଦ୍ୟାଳୟ ସମ୍ମୁଖରେ ଥିବା ରାଜ ରାସ୍ତାରେ ଦୁର୍ଘଟଣା ଘଟିଛି l ସ୍ତାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ତାଙ୍କର ଆଶୁ ଆରୋଗ୍ୟ ପାଇଁ ଓକିଲ ସଂଘର!-->…
ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଜିତେନ କୁମାର ପରିଡାଙ୍କୁ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ର ସଭା ଗୃହ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଛି । ଭଞ୍ଜ ଲୋକ କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର!-->…
ଲାପସ୍ ହୋଇଯାଇଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ପାଇଁ ଦାବିପତ୍ର ପ୍ରଦାନ
ଛତ୍ରପୁର : ଖଣ୍ଡଦେଉଳି ସେବା ସମବାୟ ସମିତିର ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ପାଇଁ ଆସିଥିବା ଟୋକେନ୍ ଲାପସ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କ ଧାନ କିଣାଯାଇନାହିଁ । ଏଣୁ ଟୋକେନ ର ଅବଧି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବଂଚିଥିବା ଟୋକେନ ଗୁଡିକର ଧାନ କିଣିବା ପାଇଁ ଖଣ୍ଡଦେଉଳି ସେବା ସମିତିର!-->…
ସାହାରା ଇଣ୍ଡିଆ ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ କରିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ…
ଛତ୍ରପୁର : ସାହାରା ଇଣ୍ଡିଆ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ଦାବି ନେଇ ୟୁନାଇଟେଡ୍ ଅଲ ଇଣ୍ଡିଆ ଜନ ଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି ।!-->…
ପିକ୍ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ବାଲିଗୁଡ଼ା : ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା!-->…
ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସମନ୍ଵୟ ବୈଠକ
ମାଲକାନଗିରି (୧୪/୦୩) : ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ଅଧ୍ୟକ୍ଷତା କରି ଅଧିକାରୀ ମାନଙ୍କୁ କ୍ଷେତ୍ର ଗସ୍ତ!-->…
ମା ଶ୍ୟାମଳାଈ ପୀଠରେ ଭକ୍ତଙ୍କ ସମାଗମ…
ହିଞ୍ଜିଳିକାଟୁ ୧୪।୩ : ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଓ ମା ଶ୍ୟାମଳାଈ ଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବ ୪ ପାଳି ଅର୍ଥାତ୍ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ୪ ତାରିଖ ଦିନ ଅନୁଷ୍ଠିତ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି!-->…
ପ୍ରଧାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଖରାରେ ପାଣି ବୁହାଇବା କାମରେ ଲଗାଇଲେ…
କନ୍ଧମାଳ - ସରକାରଙ୍କ ନିୟମକୁ ବେଖାତିର କରି ସ୍କୁଲ ଚଳାଉଛନ୍ତି ପ୍ରଧାନ ଶିକ୍ଷକ l ରାଜ୍ୟ ସରକାରଙ୍କ ତରଫରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ମାଗଣା ପାଠ ପଢିବେ ବୋଲି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି l ବିଦ୍ୟାଳୟକୁ ସବୁଦିନେ ଆସିବା ପାଇଁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା!-->…
ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଜିଲ୍ଲପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ :- ମହାସଂଘ ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସଭାନେତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ନେତୃତ୍ବରେଏବଂ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖା ତରଫରୁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ!-->…