ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ରେ: ଜୁନ୍‌ ୭ରୁ ଓଭାଲରେ ଅଷ୍ଟ୍ରେଲିଆ ସହ ଫାଇନାଲ୍‌

ଅହମଦାବାଦ: ଶେଷ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କିନ୍ତୁ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କାର ପରାଜୟ ଯୋଗୁଁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ବିଶ୍ବ

ଜୟନାରାୟଣ ମିଶ୍ରଙ୍କୁ ଆସନ୍ତା ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ବଢ଼ିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ । ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ତାଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଛି । ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରା

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୨୦୮୭ଟି ରାସ୍ତା ନିର୍ମାଣ ହୋଇଛି: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଗତ ୩ ବର୍ଷରେ (୨୦୨୦-୨୦୨୩) ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ଏକ ମୁଲତବୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

‘ଯଦି ମୁଁ ଜେଲ ନଯିବି; ସେମାନେ ମୋତେ ହତ୍ୟା କରିବେ…’ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ କହିଲେ ଇମ୍ରାନ ଖାନ୍‌

ଲାହୋର/ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ତାଙ୍କ ଲାହୋର ବାସଭବନରୁ ଗିରଫ କରିବା ପାଇଁ ପାକିସ୍ତାନ ପୁଲିସର ପ୍ରୟାସକୁ ତାଙ୍କ ସମର୍ଥକମାନେ ଅବରୋଧ କରୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି,

ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍

ନବରଙ୍ଗପୁର: ପୁଣି ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ହିନ୍ଦୀ ଓ ସଂସ୍କୃତ ପେପର୍‌ ପ୍ରଶ୍ନ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଓ ପରେ ସଂସ୍କୃତ ପ୍ରଶ୍ନର ଅବଜେକଟିଭ୍‌ ଉତ୍ତର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି : ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି । ବିଧାନସଭାରେ ପ୍ରଶ୍ନକାଳରେ ଉତ୍ତର ଦେଲେ ଜଙ୍ଗଳ ମନ୍ତ୍ରୀ ପ୍ରଦୀପ ଅମାତ । ଧାନ କାଟିଲା ପରେ ବଳକା ଅଂଶରେ ଚାଷୀଚ ନିଆଁ ଲଗାଇ ଦେଉଛି । ଯେଉଁଥି ପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ଆସୁଛି ।

ଡ୍ରପଆଉଟ୍‌ରେ ଓଡିଶା ୧ନମ୍ବର: ଜୟନାରାୟଣ

ଭୁବନେଶ୍ୱର: ମାଟ୍ରିକ ପରିକ୍ଷାରେ ପିଲା ଅନୁପସ୍ଥିତ ନେଇ ଜୟନାରାୟଣଙ୍କ ଉଦବେଗ । ଶୂନ୍ୟକାଳରେ ପ୍ରଶ୍ନ ଉଠାିବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ଜୟନାରାୟଣ ମିଶ୍ର । ମାଟ୍ରିକ ପରିକ୍ଷାରେ ୧୫ହଜାରରୁ ଅଧିକ ପିଲା ଅନୁପସ୍ଥିତ । ଡ୍ରପଆଉଟ ରେସିଓରେ ସାରା ଭାରତରେ ଓଡିଶା ହେଉଛି ୧ନମ୍ବର ।

ମୋଦୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଚାହୁଁଛି: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଗିରିରାଜ ସିଂ ଆଜି କଂଗ୍ରେସ ଦଳ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଚାହୁଁଛି। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ଢିଲା ସୁରକ୍ଷାକୁ ଦର୍ଶାଇ ଗିରିରାଜ ସିଂ

ସାମ୍ବାଦିକଙ୍କୁ ବାରଣ ପ୍ରସଙ୍ଗ : ଜାଣିନି ବିଭାଗ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ବାରଣ କଥା ଜାଣିନି ବିଭାଗ । ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନଥିବା କହିଲେ ବିଭାଗୀୟ ମନ୍ତ୍ରୀ । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କ କାଯ୍ୟକ୍ରମକୁ ସାମ୍ବାଦିକଙ୍କୁ

କାଲିଠୁ ଡ୍ରାଇଭର ସଂଘର ଧର୍ମଘଟ: ଘରୋଇ ବସ୍ ସ୍ୱାଭାବିକ ଭାବେ ଚାଲିବ ବୋଲି ସ୍ପଷ୍ଟ କଲା ମାଲିକ ସଂଘ…

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏଥିସହିତ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍‌କୁ ସ୍ଥିତି ଉପରେ