ଓସ୍କାର ପୁରସ୍କାର ପାଇଁ ସରକାର ଓ ମୋଦିଜୀ ଶ୍ରେୟ ନିଅନ୍ତୁ ନାହିଁ, ଅନୁରୋଧ କଲେ ଖାଡ଼ଗେ

ନୂଆଦିଲ୍ଲୀ : RRR ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ପୁରସ୍କାର ମିଳିଛି। ସେହିପରି ଭାରତୀୟ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’କୁ ମଧ୍ୟ ମିଳିଛି ଓସ୍କାର ପୁରସ୍କାର। ଏହା ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି। ସବୁଠି ଏହା ଆଲୋଚନାର ବିଷୟ ପାଲଟିଥିବା ବେଳେ ମଙ୍ଗଳବାର

ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି

ନୂଆଦିଲ୍ଲୀ : ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି

ମାର୍ଚ୍ଚ ୧୬ରୁ ୨୦ ପଞ୍ଚ ଦିନ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ କୁ ନେଇ ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର : ବ୍ରହ୍ମପୁର ସହରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ ୨୦୦୯ ମସିହାରୁ ହୋଇ ଆସୁଥିବା ବେଳେ ଏହି ବର୍ଷ ୧୩ ତମ ହର୍ବଲ ମେଳା ବ୍ରହ୍ମପୁର କେ ସି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆୟୋଜନ ହେବା ପାଇଁ ଯାଉଛି। ଓଡିଶା ର ବିଭିନ୍ନ ଜିଲ୍ଲା ଏବଂ ସ୍ଥାନୀୟ ଅଂଚଳରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ

ରାଉରକେଲା ମ୍ୟୁଜିକ ସର୍କଲର ବସନ୍ତ ସମାରୋହ ମାର୍ଚ୍ଚ ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ…

ରାଉରକେଲା,:ରାଉରକେଲାର ସମ୍ଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ 'ମ୍ୟୁଜିକ ସର୍କଲ' ଆନୁକୂଲ୍ୟରେ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି. ସମୟରେ ବସନ୍ତ ସମାରୋହ ଅନୁଷ୍ଠାନ ପରିସରରେ ପାଳନ ହେବାକୁ ଯାଉଛି। ଏହି ଉପଲକ୍ଷେ ଏକ ସାମ୍ବାଦିକ

କମ୍ବି ଅପରସେନ ବେଳେ ମାଓ କ୍ୟାମ୍ପରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ…

ମାଲକାନଗିରି : ୧୪ / ୩ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଯବାନ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଯନ୍ତ୍ରୀ

ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ

ପୁରୁଷୋତ୍ତମପୁର / ଛତ୍ରପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ ଆଦି ନିତିକାନ୍ତିରେ

ଓମ୍‌ଫେଡ୍‌ ପ୍ଲାଣ୍ଟରେ କ୍ଷୀର ନଷ୍ଟ, ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ

ବ୍ରହ୍ମପୁର : ସହର ଉପକଣ୍ଠ ଆଙ୍କୁଶପୁରରେ ଥିବା ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ କ୍ଷୀର ଭାସି ନଷ୍ଟ ହେବା ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି। ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ମୁରଲୀଧର ବେହେରାଙ୍କ ନେତୃତ୍ବରେ ଏକ

ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା ପ୍ରମାଣ ଅଭାବରୁ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର : ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ସଦର ଥାନା ଅଞ୍ଚଳର ସୀମାଞ୍ଚଳ ଦାସ (୩୫) ଓ ସନିଆ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ…

ଦାରିଙ୍ଗବାଡି,୧୩/୦୩ : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ଅଧିନ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡାନାଜୁ ଘାଟିର ଏକ ବୁଲାଣିରେ । ରବିବାର ବିଳମ୍ବିତ ରାତି ସମୟରେ ମୁଣ୍ଡାନାଜୁ ଘାଟିରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆଭାଷା ବିକାଶମଞ୍ଚର ଶାସ୍ତ୍ରୀୟ ଭାଷାଦିବସ ପାଳନ…

ସୁନ୍ଦରଗଡ଼ /ରାଉରକେଲା : ଗତ ଶନିବାର ଦିନ ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଡଃ ନଗେନ କୁମାର ଦାସ ଙ୍କ ଆବାହକତ୍ବରେ ଏବଂ ରଶ୍ମି ରଞ୍ଜନ ବୋଇତାଇଙ୍କ ସଭାପତିତ୍ବରେ ଶାସ୍ତ୍ରୀୟ ଭାଷା ଦିବସ ପ୍ରଗତି ଉତ୍କଳ ସଂଘ ସଭାଗୃହ ରେ ପାଳିତ ହୋଇ ଯାଇଅଛି। ଶ୍ରୀ