ରାଜ୍ୟରେ ଏବେ ୮ ହଜାର ୨୧୩ ଜଣ ଡାକ୍ତର କାର୍ଯ୍ୟରତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବ‌ନେଶ୍ବର: ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି। ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।  ଏଣେ ଭଦ୍ରକରେ ମୋଟ ୨୬୫

ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ୧୦ ହଜାର ଟଙ୍କା ତଣ୍ଡ

ଭୁବନେଶ୍ବର: ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ତଣ୍ଡ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ବିଏମସି କମିଶନର ବିଜୟ ଅମୃତ

ମହୁମାଛି ଆକ୍ରମଣରେ ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକ ଆହତ

ଘଟଗାଁ : ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ । ୩୦ରୁ ଅଧିକ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ମହୁମାଛି ଆକ୍ରମଣ କରିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ହାଇସ୍କୁଲକୁ ପରୀକ୍ଷା ଦେବାକୁ ଗଲାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା

ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି: ଗୃହ ରାଷ୍ଟ୍ର ମନ୍ତ୍ରୀ…

ଭୁବ‌ନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି ବୋଲି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରେ ‌ସେ କହିଛନ୍ତି, ପୂର୍ବରୁ ୬୪୩ଟି ପୁଲିସ ଥାନା ଥିଲା। ଅନେକ

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବ‌ନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ

ଓଡ଼ିଶାରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା ! ମାଲକାନଗିରିରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ବାଂଲାଦେଶୀଙ୍କ ଜିଲ୍ଲା ୱାରୀ ସଂଖ୍ୟା ଓ କେଉଁ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ସର୍ବାଧିକ, ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ଏହି ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି

ପୁଣି ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା

ବାଲେଶ୍ୱର: ପୁଣି ପ୍ରଚଣ୍ଡ ଶବ୍ଦ, ପୁଣି ଭୟ । ଥରିଲା ୪ ଜିଲ୍ଲା। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଆନନ୍ଦପୁର ଓ ସୁନ୍ଦରଗଡ଼ରେ ଶୁଣାଗଲା ପ୍ରଚଣ୍ଡ ଶବ୍ଦ। ବାଲେଶ୍ୱର କଚେରୀ ଛକ ନିକଟ ଅଞ୍ଚଳରେ ଆଜି ଦିନ ୧୧ଟା ୩୪ ସମୟରେ ଶୁଣାଯାଇଥିଲା ପ୍ରଚଣ୍ଡ ଶବ୍ଦ। କଣ ହେଲା କେହି କିଛି ବୁଝି ପାରି

ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ଦିନେ ବିତ୍ତୀୟ ନିଅଣ୍ଟ ରାଜ୍ୟର ଅଭାବରେ ଓଡ଼ିଶା ଗଣା ଯାଉଥିବା ବେଳେ ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।ଆଜି ବିଧାନସଭାର

ଆସୁଛି ଆଉ ଏକ ପଶ୍ଚିମାଝଡ଼ ! ୧୫ରୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି ! କାରଣ ପଶ୍ଚିମାଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ଼ ପ୍ରଭାବରେ ୧୫, ୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି

ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ…

ଵଲାଙ୍ଗିର: ଵଲାଙ୍ଗିର ଜିଲ୍ଲାରେ ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ । ପୁଇଁତଲା ଥାନା କେସରକଲା ଗାଁ ରେ ଘଟିଛି ଘଟଣା । ସ୍ୱାମୀ ଗଣେଶ୍ୱର ସୁନାକୁ କୁ ଗୁରୁତର ଅବସ୍ଥା ରେ ଵଲାଙ୍ଗିର ଭୀମଭୋଇ ମେଡିଲାଲ କଲେଜ ଡାକ୍ତରଖାନା ରେ ଭର୍ତ୍ତି କାରରଯାଇଛି । ଗଣେଶ୍ୱର ଙ୍କୁ