ଗରମ ଡାଲିରେ ପଡି ଅଷ୍ଟମ ଶ୍ରେଣୀର ଛାତ୍ର ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ହୃଦୟଥରା ଘଟଣା । ଗରମ  ଡାଲିରେ ପଡି ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଘଟଣାଟି ୬ ତାରିଖରୁ ଘଟିଥିଲେ ହେଁ

NH 18 ରେ ଓଲଟିଲା ବସ, ୩୦ ଆହତ,୪ ଜଣ ଗୁରୁତର

ମୟୁରଭଞ୍ଜ: ଓଲଟିଲା ବସ, ୩୦ ଆହତ । ବସ୍‌ରେ ଥିବା ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ କୃଷ୍ଣଚନ୍ଦ୍ରପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୁବନେଶ୍ୱର ଅଭିମୁଖେ ଯାଉଥିବା

ସୁକଦେବ ପ୍ରଧାନ ପାଇଲେ ଶିକ୍ଷକ ଗୌରବ ସମ୍ମାନ-୨୦୨୩

ଦାରିଙ୍ଗବାଡି,୧୩/୩ : ଦାରିଙ୍ଗବାଡି ବ୍ଲକ ସୀମନବାଡ଼ି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନ ପାଇଲେ ଶିକ୍ଷକ ଗୌରବ ସମ୍ମାନ -୨୦୨୩ । ଭୁବନେଶ୍ୱର ସ୍ଥିତ ବିଜୁ ଶିକ୍ଷକ କର୍ମଚାରୀ କଲ୍ୟାଣ ସମିତି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରବାଦ ପୁରୁଷ ବିଜୁ

ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା କ୍ଷତିପୂରଣ ଦେବେ ସରକାର

ମହାରାଷ୍ଟ୍ର : ‌ଅକ୍ଲାନ୍ତ ପରିଶ୍ରମ କରି ମହାରାଷ୍ଟ୍ରର ଚାଷୀମାନେ ପିଆଜ ଉତ୍ପାଦନ କରିଥିଲେ ମଧ୍ୟ ସେମାନଙ୍କୁ ଉଚିତ ଦାମ ମିଳୁନି। ପିଆଜ ଏତେ କମ ଦାମରେ ବିକ୍ରି ହେଉଛି ଯେ ଚାଷୀମାନେ ନିଜର ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉନାହାନ୍ତି। ଏପରି ସ୍ଥିତିରେ କିଛି ଚାଷୀ ନିଜ ଫସଲକୁ ନଷ୍ଟ କରି

ଆପଣ ପ୍ରଧାନମନ୍ତ୍ରୀ, ବିଧାତା ନୁହନ୍ତି: ରାହୁଲ୍‌ ଗାନ୍ଧୀଙ୍କୁ ବିଦ୍ରୂପ କରିଥିବା ମୋଦୀଙ୍କୁ କହିଲା କଂଗ୍ରେସ

ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବା କ‌େବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି ବୋଲି ରବିବାର ଦିନ କଂଗ୍ରେସ ରାହୁଲ୍‌ ଗାନ୍ଧୀଙ୍କୁ ପରୋକ୍ଷରେ ବିଦ୍ରୂପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ପଚ‌ାରିଛି।କର୍ଣ୍ଣାଟକରେ କଂଗ୍ରେସ ନେତା ପବନ ଖେରା

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଆବେଦନ: ଏପ୍ରିଲ ୧୮ରେ ସୁପ୍ରିମ୍‌କୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ…

ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ଚୂଡ଼ାନ୍ତ ଯୁକ୍ତି ଉପରେ ଏପ୍ରିଲ ୧୮ ତାରିଖରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ। ଏହି ବିଷୟରେ କୌଣସି ନିଷ୍ପତ୍ତି ସମାଜ ଉପରେ ବହୁତ ପ୍ରଭାବ ପକାଇବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।ସୁପ୍ରିମକୋର୍ଟ

‘ନାଟୁ ନାଟୁ’ର ଲୋକପ୍ରିୟତା ବିଶ୍ବବିଦିତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ଶ୍ରେଷ୍ଠ ମୌଳିକ ଗୀତ’ ବର୍ଗରେ ଏକାଡେମି ପୁରସ୍କାର (ଓସ୍କାର୍‌) ପାଇଥିବା ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତର ‌ଜନପ୍ରିୟତା ବିଶ୍ବବିଦିତ ବୋଲି ଆଜି ଟୁଇଟ୍‌ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ

‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବିଭାଗରେ ‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ

ସଂସଦରେ ବଜେଟ୍‌ ଅଧିବେଶନ: ରାହୁଲ୍‌ ଗାନ୍ଧୀଙ୍କ ଇଂଲଣ୍ଡ ମନ୍ତବ୍ୟ ପାଇଁ ହଟ୍ଟ‌ଗୋଳ ଯୋଗୁଁ ଦିନ ୨ଟାଯାଏଁ ଲୋକସଭା…

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍‌ ଅଧିବେଶନର ଦ୍ବୀତିୟାର୍ଦ୍ଧ ଆରମ୍ଭ ହେବା କ୍ଷଣି ଇଂଲଣ୍ଡ୍‌ରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍‌ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ‘ବିଜେପି’ ସାଂସଦମାନେ ଦାବି କରି ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ

ଲାଲୁ ଯାଦବଙ୍କ ପରିବାର ଉପରେ ଚଢ଼ଉ ଯୋଗୁଁ ନୀତୀଶ କୁମାର ଖୁସି; ତାଙ୍କର ଇଚ୍ଛା ତେଜସ୍ବୀ ଜେଲ୍‌ ଯାଆନ୍ତୁ: ସୁଶୀଲ୍‌…

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କ ଘରେ ହେଉଥିବା ଚଢ଼ଉ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆନନ୍ଦିତ ଓ ତାଙ୍କର ଇଚ୍ଛା ତେଜସ୍ବୀ ଯାଦବ ଜେଲ୍‌ ଯାଆନ୍ତୁ। ଏ କଥା ‘ବିଜେପି’ ନେତା ସୁଶୀଳ ମୋଦୀ କହିଛନ୍ତି।‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ ତଦନ୍ତ