ଭାରତ କୁ ହିନ୍ଦୁରାଷ୍ଟ୍ର ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଓଡ଼ିଶା ସୁରକ୍ଷା ସେନା…

ମାଲକାନଗିରି : ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ତଥା ହିନ୍ଦୁରାଷ୍ଟ୍ର ଅଭିଯାନର ଆବାହକ ଶ୍ରୀ ଅଭିଷେକ ଯୋଷୀ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷିତ ଅବିଳମ୍ବେ କରିବାକୁ ନେଇ ନିଜ ଦାବି ଓହରାଇଲେ ।ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ହୋଟେଲ ସ୍ବାଗତ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ

ବ୍ରହ୍ମପୁର ସରକାରୀ ଆଇଟିଆଇ ପଡ଼ିଆରେ ଦୁଇ ଦିନିଆ କଳିଙ୍ଗ ମହୋତ୍ସବ…

ବ୍ରହ୍ମପୁର : ସହର ର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏବଂ କଳିଙ୍ଗ ଟିଭି ର ସହଯୋଗ ରେ ଆୟୋଜିତ ଏହି ମହୋତ୍ସବକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ମହୋତ୍ସବ କମିଟିର ମୁଖ୍ୟ ସଂଯୋଜକ ପ୍ରକାଶ ପଟ୍ଟନାୟକଙ୍କ

ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବିରୋଧରେ ଥାନାରେ ଅଭିଯୋଗ

ନବରଙ୍ଗପୁର : ଚଳିତ ମାସ ୧୫ ତାରିଖରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଡାକରା ଦେଇଥିବା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବିରୋଧ ରେ ଥାନା ରେ ଅଭିଯୋଗ କଲା ଓଡିଶା ମୋଟର ଚାଳକ ସଙ୍ଘ । ଅଭିଯୋଗ ଏହାକି ବିନା କୌଣସି ଆଲୋଚନାରେ ଏକ ତରଫା ଭାବେ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ଼ ର ଘୋଷଣା କରିଛି

ନବରଙ୍ଗପୁର ଜିଲ୍ଲାରେ ୯୭୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ନଦେବାକୁ ନେଇ ପ୍ରଶ୍ନ କଲା କଂଗ୍ରେସ

ନବରଙ୍ଗପୁର : ଶିକ୍ଷା କ୍ଷେତ୍ର ରେ ୫ - ଟି ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତି କରଣ କରାଯାଇଛି , କିନ୍ତୁ ଦୁର୍ଭାଗ୍ୟର କଥା ସବୁ କ୍ଷେତ୍ରରେ ପଛୁଆ ଜିଲ୍ଲା ବା ଶୁନ ଜିଲ୍ଲା ର ମାନ୍ୟତା ପାଈଥିବା ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ମଧ୍ୟ ରାଜ୍ୟ

ଯୁବକର ଝୁଲନ୍ତା ଶବ ଉଦ୍ଧାର…

ନବରଙ୍ଗପୁର : ପ୍ରେମ ଅନ୍ଧ, ପ୍ରେମ ଶାଶ୍ବତ ଓ ସୁନ୍ଦର । ପ୍ରେମ କାହାପାଇଁ ବଞ୍ଚିବାର ପ୍ରେରଣା ତ, କାହାପାଇଁ ମୃତ୍ୟୁ ବରଣ କରିବାର ପଥ ଉନ୍ମୁକ୍ତ କରିଦିଏ।ଏମିତି ଏକ ଅଭାବନୀୟ ଘଟଣା ଶୋକରେ ଛାୟା ଖେଳାଇ ଦେଇଛି ପାପଡାହାଣ୍ଡି ଥାନା ସୋରିଷ ପଦର ଆଖ ପାଖ ଅଞ୍ଚଳରେ । ସୋରିଷ ପଦର ଗ୍ରାମର

ସାଂସଦ ପୋଷ୍ୟ ପଞ୍ଚାୟତ ବିଲାବାଡିର ବିକଳ ଚିତ୍ର : ରାସ୍ତା ନଥିବାରୁ କାନ୍ଧରେ ଶବ ବୋହିଲେ ସମ୍ପର୍କୀୟ

ଫୁଲଵାଣୀ : ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ଚାଲିଥିବା ବେଳେ ଆଜି ବି କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି । ଶିକ୍ଷା, ସ୍ବୀ, ଗମନାଗମନ ଭଳି କୌଣସି ସୁବିଧା ଏ ସବୁ ଅଞ୍ଚଳରେ ପହଞ୍ଚି ପାରି ନାହିଁ। ଏପରିକି ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନିର୍ମାଣ ହୋଇ

ନାବାଳିକାକୁ ଅସଦାଚରଣ, ପୂର୍ବତନ ସରପଞ୍ଚଙ୍କ ନାମରେ ଅଭିଯୋଗ…

ହିଞ୍ଜିଳିକାଟୁ ୧୨।୩ : ହିଞ୍ଜିଳି ଥାନା ଶାସନ ଆମ୍ଵଗାଁରେ ଜଣେ ନାବାଳିକାକୁ ଅସଦ ଵ୍ୟଵହାର ସହ ଟଣାଓଟରା କରିବା ନେଇ ଜଣେ ପୂର୍ବତନ ସରପଞ୍ଚଙ୍କ ନାମରେ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ପୂର୍ବତନ ସରପଞ୍ଚ ସାହିର ଜଣେ ନାବାଳିକାକୁ ମଙ୍ଗଳବାର ସଂଧ୍ୟାରେ ଅସଦାଚରଣ କରି

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ବୈଠକ, ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଚୟନ…

ଫୁଲବାଣୀ : ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ବୈଠକରେ ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଚୟନ କରାଯାଇଛି l କନ୍ଧମାଳରୁ ସହ ସମ୍ପାଦକ ଭାବରେ ଜିଲ୍ଲାର ଗୃହରକ୍ଷୀ ସଂଘର ବିରଜା କୁମାର ପ୍ରଧାନଙ୍କୁ ଚୟନ କରାଯାଇଛି l ପ୍ରକାଶ ଥାଉ କି ଭୁବନେଶ୍ୱରରେ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ

୧୫ ତାରିଖରେ ହେବାକୁ ଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ ର ଆମ୍ବ ତୋଟା ଛକ ନିକଟରେ ଓଡ଼ିଶା ଡାଇଭର ମହାସଂଘ ପକ୍ଷରୁ 15ତାରିଖ ରେ ହେବାକୁ ଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଡାଇଭର

ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ନିମନ୍ତେ ସୁନ୍ଦରଗଡ ବନଖଣ୍ଡରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ସାମୁହିକ ସହଭାଗିତା ଓ ଗୋଷ୍ଠୀ ସଚେତନତା ଦ୍ଵାରା ହିଁ ଜଙ୍ଗଲ ନିଆଁକୁ ରୋକାଯିବ: ଡି.ଏଫ.ଓ.ସୁନ୍ଦରଗଡ଼ : ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର, ହେମଗିର, ଲେଫ୍ରିପରା, ଗୋପାଳପୁର, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ବିଭିନ୍ନ ଗ୍ରାମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ବ୍ୟାପକ