ଦିଲ୍ଲୀରେ ମନ୍ତ୍ରୀଙ୍କ ୧୩୬ ଓ ବିଧାୟକଙ୍କ ୬୭ ପ୍ରତିଶତ ଦରମା ବୃଦ୍ଧି ପାଇଲା…

ନୂଆଦିଲ୍ଲୀ: ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ପାଇଁ ଖୁସି ଖବର। କାରଣ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବୃଦ୍ଧି ପାଇଥିବା ଦରମା ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ଏଥିସହିତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ମାସକୁ

କୋଭିଡ ଭଳି ସ୍ଥିତି ସୃଷ୍ଟି କରିପାରେ ଏଚ୩ଏନ୨ ଭାଇରସ…

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଭାଇରସର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁ ଲୋକମାନେ ଥଣ୍ଡା,କାଶ ଓ ଜ୍ୱରରେ ପୀଡ଼ିତ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସତର୍କ କରାଇଛନ୍ତି ସରକାର। ତେବେ ପଦ୍ମଶ୍ରୀ ଡାକ୍ତର ରଣଦୀପ ଗୁଲେରିଆ ଏହି

ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ…

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକପେଟା ଗ୍ରାମର ଭିମାରାପୁ ନରେନ୍ଦ୍ର।ଏନେଇ ଥାନାରେ ଏକ ମାମଲା ରୁଜୁ କରିଛି ବନ୍ଧୁଗାଁ

ବରିଷ୍ଠ ପୁଲିସ ଅଫିସର୍‌ଙ୍କୁ ବାହାହେବେ ପଞ୍ଜାବ ଶିକ୍ଷାମନ୍ତ୍ରୀ…

ଚଣ୍ଡୀଗଡ଼: ଚଳିତ ମାସ ଶେଷ ଭାଗରେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି। ରୂପନଗର ଜିଲ୍ଲା ଅନ୍ତର୍ଗତ

ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, ରାଜନାଥ କହିଲେ- କ୍ଷମା ମାଗନ୍ତୁ 

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ଦେଇଥିବା ବୟାନକୁ ନେଇ ସଂସଦରେ ଝଡ଼। ତାଙ୍କ ବୟାନକୁ ନେଉ ସଂସଦର ଉଭୟ ଗୃହରେ ହୋଇଛି ଜୋରଦାର ହଙ୍ଗାମା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ନେତା ଦେଇଥିବା ବୟାନକୁ ବିରୋଧ କରିବା ସହ କ୍ଷମା ଦାବି କରିଛନ୍ତି।ଆଜି ସଂସଦରେ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଏପର୍ଯ୍ୟନ୍ତ ‘ଆନ୍ତରିକତା’ ଦେଖାଇନାହିଁ: ବୈଦେଶିକ ମନ୍ତ୍ରାଳୟ…

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୋମବାର (ମାର୍ଚ୍ଚ ୧୩, ୨୦୨୩) ଏହାର ବାର୍ଷିକ ରିପୋର୍ଟ ଜାରି କରି କହିଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ବିଫଳ ହୋଇଛି। ମନ୍ତ୍ରାଳୟର ପଲିସି ପ୍ଲାନିଂ ଡିଭିଜନ ଦ୍ୱାରା

ଟିକାବାଲି ଥାନା ସରକାରୀ ବାସଭବନରେ ବେକରେ ରଶି ଲଗାଇ କନେଷ୍ଟବଳଙ୍କ ଆତ୍ମହତ୍ୟା…

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ସରକାରୀ ବାସଭବନରେ ବେକରେ ରଶି ଲଗାଇ କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କ ଆତ୍ମହତ୍ୟା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ସ୍ଵର୍ଗତ ଶ୍ରୀନିବାସ ଙ୍କ ପରିବାର ଫୁଲବାଣୀ ସ୍ଥିତ ପିଅନପଡା ଅଞ୍ଚଳରେ ବସ ବାସ କରୁଥିବା ଏବଂତାଙ୍କର ଗୋଟିଏ ଝିଅ ଓ

କୁଞ୍ଜବିହାରୀ ମନ୍ଦିର ପରିସରରେ ନୂତନ ନାମସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ହିଞ୍ଜିଳିକାଟୁ ୧୩ /୦୩ /୨୦୨୩ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ନାସସଂକୀର୍ତ୍ତନ ମଣ୍ଡପର ପ୍ରତିଷ୍ଠା ଉତ୍ସବ ନିମନ୍ତେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଳବ

ବରିଷ୍ଠ ଡାକ୍ତର ନିୟୋଜିତ ସହ 15ଦଫା ଦାବୀନେଇ ଅଧିକ୍ଷକଙ୍କୁ ଘେରାଉ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…

ବ୍ରହ୍ମପୁର, : ତା.13.3.2023ରିଖ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲରେ ଅକାଳ ମୃତ୍ୟୁହାରକୁ ରୋକିବାପାଇଁ ପ୍ରତି ବିଭାଗରେ ବରିଷ୍ଠ ଡାକ୍ତର ନିଯୁକ୍ତି,ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ,ବର୍ଣ୍ଣକେୟାର ୟୁନିଟ (ଜଳାପୋଡ଼ା ଚିକିତ୍ସା ବିଭାଗ )ସ୍ଥାପନ ଆଦି 15ଟି