ସଂକୀର୍ତ୍ତନ ଶୁଣି ଜଙ୍ଗଲ ରୁ ଚାଲି ଆସିଲା ହରିଣ…

add-all

ମାଲକାନଗିରି : ଭଜନ ସଂକୀର୍ତ୍ତନ ଶୁଣି ଜଙ୍ଗଲ ରୁ ଚାଲି ଆସିଲା ହରିଣ।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଚାଲୁ ରହିଥିବା ବେଳେ ଭଜନ ସଂକୀର୍ତ୍ତନ ଚାଲୁ ରହିଥିଲା।ହେଲେ ହଟାତ ଜଙ୍ଗଲ ରୁ ଚାଲି ଆସିଲା ହରିଣ।ଗ୍ରାମବାସୀ ହରିଣ ଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଗ୍ରାମବାସୀ ମାନେ ବନ ବିଭାଗ କୁ ଜଣାଇବା ପରେ ବନ ବିଭାଗ ଆସି ହରିଣ ଟିକୁ ଉଦ୍ଧାର କରିଥିଲେ।ଭଜନ ସଂକରିତନ ଶୁଣି ଜନ ଗହଳି ସ୍ଥାନକୁ ଚାଲିଆସିବା କୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ad-week
Leave A Reply

Your email address will not be published.