ଖେଳୁଥିବା ବେଳେ ଛାତ୍ରଙ୍କ ଉପରେ ପଡ଼ିଲା ପ୍ରକଳ୍ପ ଫଳକ : ଛାତ୍ରର ମୃତ୍ୟୁ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାରେ ଫଳକ ପଡ଼ି ଛାତ୍ର ମୃତ । ଅଙ୍ଗନବାଡ଼ି ନିକଟରେ ତିଆରି ହୋଇଥିବା ଏନଆରଜିଏସ ଫଳକ ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଏହିଁ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନା ଅଧିନସ୍ଥ ପୋଲସରା ନିକଟ ବାଲିଛାଇ ଗାଁରେ ଘଟିଛି ।

ଗୁଲଜାର ହୃଦୟ ମୋହିନୀଙ୍କର ଦ୍ୱିତୀୟ ଶ୍ରାଦ୍ଧ ଦିବସ…

ଛତ୍ରପୁର : ଛତ୍ରପୁର ପ୍ରଜାପିତା ବ୍ରହ୍ମହକୁମାରୀ ସଂସ୍ଥା ତରଫରୁ ସଂସ୍ଥାର ପୂର୍ବତନ ସଂଚାଳିକା ଦାଦୀ ଗୁଲଜାର ହୃଦୟ ମୋହିନୀ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଭାଇ, ଭଉଣୀ ମାନେ ଯୋଗ ଦେଇଥିଲେ । ଦାଦିଜୀଙ୍କ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଉପରେ

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମୀ ସମାବେଶ…

ଛତ୍ରପୁର : ୨୩ ମାର୍ଚ୍ଚ ମହାସମାବେଶ " ଭୁବନେଶ୍ୱର ଚାଲ " ଉଦ୍ଦେଶ୍ୟରେ ଭାରତୀୟ କମ୍ୟୁନିଷ୍ଟ ଚମାଖଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଭିକାରୀପଲ୍ଲୀ ଗ୍ରାମ ପଂଚାୟତର ନୁଆଁପଲ୍ଲୀ ଠାରେ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଭ୍ୟର୍ଥନା କମିଟି ସଭାପତି ତଥା ଭିକାରୀପଲ୍ଲୀ

ସିପିଆଇମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପ୍ରସନ୍ନ ପାଣିଗ୍ରାହୀଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳିତ…

ବ୍ରହ୍ମପୁର : ସିପିଆଇମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପ୍ରସନ୍ନ ପାଣିଗ୍ରାହୀଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି | ପାର୍ଟିର ବରିଷ୍ଠ ନେତା କୈଳାଶ ଷଡଙ୍ଗୀଙ୍କ ସଭାପତିତ୍ୱ ରେ ଆୟୋଜିତ ସ୍ମାରକୀ ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ସାଥି

ପୁଣି ଏକ ଆନ୍ଦୋଳନକୁ ଓହ୍ଲାଇବେ ଗାଡ଼ି ଚାଲକ ସଙ୍ଘ…

ମାଲକାନଗିରି : ରାଜ୍ୟର ପୁଣିଥରେ ଅଖଚକ ବନ୍ଦ ହେବାକୁ ଯାଉଛି। ଏଥର ଅନିର୍ଦ୍ଦିଷ୍ଟ କାଳ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଆଜି ମାଲକାନଗିରି ଡ୍ରାଇଭର ସଂଘ ପକ୍ଷରୁ, ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ମାଲକାନଗିରି ଶାଖା ସହିତ ଅଟୋ

ଶିକାରୀ ଗିରଫ, ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲ ର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ

ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଉଦଯାପିତ, ଅଲଫା ସ୍ପୋର୍ଟିଙ୍ଗି କ୍ଲବ ବିଜୟୀ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆଲଫା ସ୍ପୋର୍ଟିଙ୍ଗି କ୍ଲୁବ ଆନୁକୂଲ୍ୟରେ ୧୩ ତମ ବିଜୁ ପଟ୍ଟନାୟକ ସ୍ମାରକୀ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣମେଣ୍ଟର ଉଦଯାପିତ ଅବସରରେ ଅତିଥି ଭାବେ ଭାରତୀୟ କ୍ରିକେଟର ସୌରଭ ତିୱାରୀ, ଓଡ଼ିଶାର ପୂର୍ବତନ ଅଧିନାୟକ ଗୋବିନ୍ଦ

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ

ସରକାରଙ୍କ ପ୍ରତିଶୃତି ବିଫଳ, ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନକୁ ଓଲ୍ହାଇବ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ବ୍ରହ୍ମପୁର : ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗତ ନଭେମ୍ବର 26 ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର

ଜଳିଗଲା ୧୧ଟି ପରିବାର ୩୦ ବଖରା ଘର

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ନିଆଁ ଲାଗି ୧୧ଟି ପରିବାରର ୩୦ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୁଚନ ମୁତାବକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଘର ଗୁଡ଼ିକ ମଧ୍ୟରୁ ଅନେକରେ କେହି ନଥିଲେ। କିଏ ଚାଷ

୩୨୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଧୂଳିପଥ ! ଠିକାଦାରଙ୍କ କୁକର୍ମର ଫଳ ଭୋଗୁଛନ୍ତି ନିରୀହ ଜନସାଧାରଣ…

ମାଲକାନଗିରି : ମାଲକାନଗିରି ସହରର ମୁଖ୍ୟ ରାସ୍ତାର ଦୁଇପାର୍ଶ୍ଵ ରେ ବିଛାଯାଇଥିବା ମାଟିଯୋଗୁଁ ଧୂଳିମୟ ସହର ଅସ୍ତ୍ୟବ୍ୟସ୍ତ ହୋଇଗଲେଣି ସହରରେ ବସବାସ କରୁଥିବା ଜନସାଧାରଣ l ରାଜପଥ ବିଭଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ତଥା ଜିଲ୍ଲା ପ୍ରଶାସନର ଦାୟିତ୍ଵ ହୀନତା ମନୋଭାବ ଯୋଗୁଁ ହନ୍ତସନ୍ତ