Sign in
Sign in
Recover your password.
A password will be e-mailed to you.
ମଝି ଆକାଶରେ ପୁଣି ଯାତ୍ରୀଙ୍କ ହଙ୍ଗାମା : ସିଗାରେଟ୍ ପିଇଲେ, କ୍ରୁ ମେମ୍ବରଙ୍କୁ ପିଟିଲେ
ଥମୁନି ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା ଘଟଣା। ପୁଣି ମଝି ଆକାଶରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ଟଏଲେଟ୍ ଭିତରେ ପିଇଲେ ସିଗାରେଟ୍। ମନା କରିବା ପରେ ଦେଖାଇଲେ ବନ୍ଧୁକ ଓ କ୍ରୁ ସଦସ୍ୟଙ୍କୁ କଲେ ମାର୍ପିଟ୍। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଏୟାର ଇଣ୍ଡିଆର!-->…
ଧର୍ମପୀଠ ଉପରେ ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଅଷ୍ଟ୍ରେଲିଆ: ଆନ୍ଥୋନି ଆଲ୍ବନିଜ୍…
ନୂଆଦିଲ୍ଲୀ: ଧର୍ମପୀଠ ଉପରେ ହେଉଥିବା ଆକ୍ରମଣକୁ ଅଷ୍ଟ୍ରେଲିଆ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ ଯିଏ ଦାୟୀ ସେମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଶନିବାର ଦିନ ଅଷ୍ଟ୍ରେଲିଆର!-->…
ଷ୍ଟେଜରେ ଗୀତ ଗାଉଥିବା ବେଳେ ରାପରଙ୍କ ଦେହାନ୍ତ…
ଷ୍ଟେଜରେ ଗୀତ ଗାଉଥିବା ବେଳେ ରାପରଙ୍କ ଦେହାନ୍ତ । ସାମ୍ନାକୁ ଆସିଲା ମୃତ୍ୟୁର ଭିଡିଓ । ଲୋକପ୍ରିୟ ରାପର କୋଷ୍ଟା ଟିଚ୍ଙ୍କ ମୃତ୍ୟୁ । ଜୋହନ୍ସବର୍ଗରେ ଏକ କନସର୍ଟ ସମୟରେ ଦକ୍ଷିଣ ଆଫ୍ରିକାର ରାପର କୋଷ୍ଟା ଟିଚ୍ ଙ୍କ ମୃତ୍ୟୁ ଘଟିଛି । କୋଷ୍ଟା ଟିଚ୍ଙ୍କ ବୟସ ମାତ୍ର ୨୭ ବର୍ଷ । ନିଜ!-->…
‘ମୋ ସ୍ୱାମୀ ୧୫ କୋଟି ଟଙ୍କା ପାଇଁ ସତିଶ କୌଶିକଙ୍କୁ ମାରିଛନ୍ତି’, ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ମହିଳା…
ନୂଆଦିଲ୍ଲୀ : ବଲିଉଡ ଅଭିନେତା-ନିର୍ଦ୍ଦେଶକ ସତିଶ କୌଶିକଙ୍କ ମୃତ୍ୟୁରେ ଏକ ନୂଆ ମୋଡ ଆସିଛି । ସତିଶଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥାଇ ପାରନ୍ତି ବୋଲି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁଯୟୀ, ତାଙ୍କ ସ୍ୱାମୀ ସତିଶ!-->…
ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କଲେ ପ୍ରଜ୍ଞା ଠାକୁର
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି।
ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ!-->!-->!-->…
ଭାରତକୁ ଭଲପାଏ, ଭାରତ ବିଚିତ୍ର ଦେଶ: ହୋଲିରେ ଅସଦାଚରଣ ସରବ୍ୟ ହୋଇଥିବା ଜାପାନୀ ଝିଅ
ନୂଆଦିଲ୍ଲୀ: ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ମାଗୁଛନ୍ତି ବୋଲି ଶନିବାର ଦିନ ଟୁଇଟ୍ କରି ହୋଲି ଦିନ ଦିଲ୍ଲୀର ପହାଡ଼ଗଞ୍ଜରେ ଅସଦାଚରଣର ସରବ୍ୟ ହୋଇଥିବା ଜାପାନୀ!-->…
ଅଟୋରେ ଯାଉଥିବା ବେଳେ ମା’ ଏବଂ ଝିଅ ଉପରେ ଖସିପଡିଲା ଲୁହା ପାଇପ, ଉଭୟ ମୃତ
ମୁମ୍ବାଇ: ପୂର୍ବ ଯୋଗେଶ୍ବରୀ ଅଞ୍ଚଳରେ ଗୋଟାଏ ଅଟୋରିକ୍ସା ଉପରେ ଏକ ଲୁହା ପାଇପ୍ ପଡ଼ିଯିବାରୁ ସେଥିରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ଘଟଣାଟି ଶନିବାର ଅପରାହ୍ଣ ପ୍ରାୟ ୪.୧୫ରେ ଘଟିଛି। ଶମା ବାନୋ!-->!-->!-->…
ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା
କ୍ବିନ୍ସଲାଣ୍ଡ : ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର!-->…
ପାରାଦୀପ ପାରାକୁ ନେଇ ସବୁଆଡେ ଚର୍ଚ୍ଚା…
ପାରାଦୀପ: ପାରାଦୀପ ପାରାକୁ ନେଇ ସବୁଆଡେ ଚର୍ଚ୍ଚା । କେଉଁଠାରୁ ଆସିଛି ଏହି ଗୁଇନ୍ଦା ପାରା । କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ପାରାକୁ ପଠାଇଛି । କି ପ୍ରକାର ତାଲିମ ନେଇଛି ଏହି ପକ୍ଷୀଟି । ଏ ସମସ୍ତ ପ୍ରଶ୍ନ ଏବେ ଉଙ୍କି ମାରୁଛି ରାଜ୍ୟବାସୀଙ୍କ ମନରେ । ସୂଚନା ଅନୁଯାୟୀ, ଗୁଇନ୍ଦାଗିରି!-->…
୧୨ଶହ ଟଙ୍କାରେ ବ୍ରହ୍ମପୁର-ଭୁବନେଶ୍ବର ବିମାନ ଯାତ୍ରା
ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁରରୁ ଭୁବନେଶ୍ବର ବିମାନ ସେବା ଗତ ୫ ତାରିଖ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ସିଟ୍ ବିଶିଷ୍ଟ ବିମାନରେ ଯାତ୍ରୀ ଯାତାୟାତ କରୁଛନ୍ତି। ରଂଗେଇଲୁଣ୍ଡା ଏୟାର୍ଷ୍ଟ୍ରିପ୍ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଚଳିତ ମାସ ପାଇଁ!-->…