ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା କୁ ଯାଇଥିଲେ ଯନ୍ତ୍ରୀ; ଖାଇଲେ ଗୋଇଠା ଓ ବିଧା…!

ଭଦ୍ରକ : ସରକାରୀ ଗୁଣ୍ଡା ଙ୍କ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାମର ବିଲ୍‌ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ।ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ କନିଷ୍ଠ ଯନ୍ତ୍ରୀ। ଖାଇଲେ ଗୋଇଠା…

ଦୁର୍ନୀତି ରେ ଉବୁଟୁବୁ ଉମେରକୋଟ ତହସିଲ : ଆଦାୟ ପ୍ରବଳ କାମ ଦୁର୍ବଳ…!

ଉମେରକୋଟ : ସରକାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ଯେପରିକି ମୋ ସରକାର,5ଟି ସରକାର, ଇତ୍ୟାଦି,କିନ୍ତୁ ସରକାରଙ୍କର ସୁଯୋଗ ସୁବିଧା ଉଠାଇବାକୁ ଯାଇ ଲୋକଙ୍କ ପାଦର ଜୁତା ଛିଣ୍ଡି ଯାଉଛି ,ବିନା ଟଙ୍କା ରେ ପତ୍ରବି ହଲୁନି ଏଠାରେ ହନ୍ତସନ୍ତ ନିରୀହ ଜନତା, ଏଠାରେ…

ଲାଞ୍ଚୁଆ ଷ୍ଟେନୋକୁ ତିନିବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ବିଜୁଳି ବିଲ୍ ସଂଶୋଧନ କରିବା ପାଇଁ ୨୦୧୯ ମସିହାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକ । ଆଜି ସେହି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ ଅଦାଲତର ଜଜ ସମର ବିଳାସ ବେହେରା ୧୦ ଜଣଙ୍କ ସାଖ୍ୟ ଗ୍ରହଣ ପରେ ଗଡ଼ନାୟକଙ୍କୁ ତିନି ବର୍ଷ…

ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇଦେଲେ କେହି ଦୁର୍ବୃତ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲା ପୌରପାଳିକା ଅନ୍ତର୍ଗତ ତିରିଶି ନମ୍ବର ଓ୍ବାଡ ମାଟିଆ ପାଲର ବାସିନ୍ଦା ପ୍ରସନ୍ନ କୁମାର ପତି ଗତକାଲି ରାତ୍ରି ସମୟରେ ପରିବାରର ସଦସ୍ୟ ମାନଙ୍କ ସହ ଖାଇପିଇ ଶୋଇଥିବା ବେଳେ କେହି ଦୁବୃତ୍ତ ରାତି ଦୁଇଟା ତିରିଶି ସମୟ ଭିତରେ ତାଙ୍କ ଘରେ ନିଆଁ ଲଗାଇ ପଳାଇଯାଇଥିଲା | ଘର…

ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ଗ୍ରୋସରୀ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର (୨୯/୫) : ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ମହାନ୍ ସଙ୍ଘ ପକ୍ଷରୁ ପରିଚାଳିତ ଗୋପାଳପୁର ରଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ଠାରେ ଅବସ୍ଥିତ ବିଶ୍ଵ ନିକେତନ ଜରା ନିବାସ ରେ ପ୍ରାୟ ୨୦୦୦୦ ଟଙ୍କାର ଚାଉଳ, ଡାଲି, ଅଟା ଇତ୍ୟାଦିଗ୍ରୋସରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।କ୍ଲବ…

ବସୁଧା ଉପଦେଷ୍ଟାଙ୍କ ମାଲକାନଗିରି ବ୍ଲକ ଓ କାଲିମେଳା ବ୍ଲକ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ମାଲକାନାଗିରି : ଓଡିଶା_ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ( ବସୁଧା )ର ଉପଦେଷ୍ଟା ଦିନେଶ ପ୍ରଧାନ ପ୍ରଥମେ ମାଲକାନାଗିରି ଜିଲ୍ଲା ଗସ୍ତରେ ଆସି ପ୍ରଥମେ RWS&S Division ଠାରେ ଜିଲ୍ଲାରେ ଚାଲିଥିବା ଓଡିଶା ସରକାରଙ୍କ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ , ବସୁଧା…

୨ କୁଇଣ୍ଟାଲ ୫୬ କେଜି ଗଂଜେଇ ଜବତ, ଦୁଇ ଗିରଫ

ଫୁଲବାଣୀ : ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା l କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚବିଶ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଢେଇ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ଜବତ…

ରାଜ୍ୟ ଅର୍ଥନୀତି ସମୃଦ୍ଧି ପାଇଁ ଲୋକଙ୍କୁ ବିକଳ୍ପ ଜୀବିକା ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ

ଫୋକସ ଓଡିଶା ମାସିକ ପାଠଚକ୍ର ଉଦଘାଟିତ ଭୁବନେଶ୍ୱର : ରାଜ୍ୟର ସାମଗ୍ରିକ ବିକାଶ ଓ ଲୋକଙ୍କୁ ଅର୍ଥନୀତି କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ ବିକଳ୍ପ ଜୀବିକା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଫୋକସ ଓଡିଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାସିକ ପାଠଚକ୍ର ଓ ଭେଟଭାଟ…

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଗଜପତି ଜିଲ୍ଲାଗସ୍ତ

ଗଜପତି : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଫେରିଯାଇଛନ୍ତି। ସେ ତାଙ୍କ ଗସ୍ତ ସମୟରେ ଦୁଇଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଶୁଭ ପ୍ରଦାନ କରିଥିବା ବେଳେ ଶବର ସମାଜ ପକ୍ଷରୁ ନିର୍ମିତ ପରମପୂଜ୍ୟ ପ୍ରଧାନୀ…

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଫୁଲବାଣୀ/ବାଲିଗୁଡା : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦନେକବଡି ଓ ସିଆଙ୍ଗବାଲି ପଞ୍ଚାୟତର ବିରାଗାଡ଼ା ଓ ପେଟେ ଡ଼ାବାଡି ଗ୍ରାମରେ ୟୁଥ୍ ଫର୍ ୱାଟର ପ୍ଲସ, ଜାଗୃତି, ଗ୍ରାମ ବିକାଶ ଓ ଆକ୍ସନଏଡ୍ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ…