Sign in
Sign in
Recover your password.
A password will be e-mailed to you.
ଆସନ୍ତା ୨୬ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…
ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶାହା । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡି ଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ!-->…
ବସ୍ତାରୁ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର, ହତ୍ୟା ସନ୍ଦେହ
ବାଲେଶ୍ୱର : ବସ୍ତାରେ ଭର୍ତ୍ତି ମଣିଷର ଖପୁରୀ ଓ ହାଡ଼ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ନାଳରୁ ଉଦ୍ଧାର ହୋଇଛି। କେହି ଜଣେ ବ୍ୟକ୍ତି କୈାଣସି ଏକ ଲୋକକୁ ହତ୍ୟା କରି ବସ୍ତାରେ ପୁରାଇ ପରିତ୍ୟକ୍ତ ନାଳରେ ଭର୍ତ୍ତି କରିଥିବା ଅନୁମାନ କରାଯାଉଛି।!-->…
ପୁରୀରେ ପୁଣି ଅଗ୍ନିକାଣ୍ଡ; ରେଳ ଷ୍ଟେସନ ନିକଟ ୱାନ-ଏ ଟ୍ରାକରେ ଲାଗିଗଲା ନିଆଁ
ପୁରୀ: ପୁରୀକୁ ଛାଡ଼ୁନି ଅଗ୍ନି ବିତ୍ପାତ । ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ ସହରବାସୀଙ୍କୁ ଭୟଭୀତ କରି ଦେଇଛି ।
ଆଜି ପୁରୀ ରେଳ ଷ୍ଟେସନର!-->!-->!-->…
କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁ ପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।
ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ!-->!-->!-->…
୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ : ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା, ମଶନ ଶକ୍ତି ପ୍ରକଳ୍ପର ସମୀକ୍ଷା ସହ ପରିଦର୍ଶନ କଲେ…
ସୁନ୍ଦରଗଡ଼/ରାଉରକେଲା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ଦ୍ବିଦିବସୀୟ ସୁନ୍ଦରଗଡ ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବଣାଇଁ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବିରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ!-->…
ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ…
ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ ଓ ସମୟ ସାରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା ସକାଶେ ଇଚ୍ଛୁକ ଯାତ୍ରୀଗଣ!-->…
ବାଇକ ସହ ଅଟ ମୁହାଁ ମୁହିଁ ଜଣେ ମୃତ ୨ଗୁରୁତର…
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଗୋରଖପୁର ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଯାତ୍ରୀ ବାହି ଅଟୋ ସହ ଏକ ବାଇକ ମର୍ମନ୍ତୁତ ଦୁର୍ଘଟଣା ଘଟି ଜଣକର ମୃତ ଘୋଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି କାଶିପୁର ଥାନା ଅନ୍ତର୍ଗତ ସିରିପାଇ!-->…
ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା…
ହିଞ୍ଜିଳିକାଟୁ ୧୧।୩ : ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନ ଶନିବାର ସଂନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଥମେ ହିଞିଳିକାଟୁ ପୌରପରିଷଦ ଗସ୍ତ କରି ନିର୍ମାଣଧିନ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ସାବିତ୍ରୀବାଇ ଫୁଲେ ସ୍ମୃତି ସଭା
ବ୍ରହ୍ମପୁର : ଭାରତବର୍ଷର ପ୍ରଥମ ଶିକ୍ଷିକା, ସମାଜ ସୁଧାରିକା, ପ୍ରଥମ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସାବିତ୍ରୀବାଇ ଫୁଲେଙ୍କ ମୃତ୍ୟୁ ଦିବସରେ ପୂଜ୍ୟ ପୂଜା ସମିତି ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରିବାସହ ବିଜିପୁର କାଳୁଆସାହି ସ୍ଥିତ କମ୍ୟୁନିଟି ହଲଠାରେ ସମିତି ସଭାପତି ବଂଶୀଧର!-->…
ମଣ୍ଡଳ କାରାଗାର ଅନ୍ତେବାସୀଙ୍କ କୃତିତ୍ୱ…
ବ୍ରହ୍ମପୁର : ସରକାରଙ୍କ ତରଫରୁ ଜେଲଗୁଡ଼ିକରେ ହାତକୁ ନିଆଯାଉଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏପରିକି ବ୍ରହ୍ମପୁର ମଣ୍ଡଳ କାରାଗାରରେ କିଏ ହତ୍ୟା ଅଭିଯୋଗରେ ତ କିଏ ଆକ୍ରମଣ ଅଭିଯୋଗରେ ଜେଲ୍ରେ ବର୍ଷ ବର୍ଷ ହେଲା!-->…