କୋଲକାତାରୁ ୪ ଜଣ ବାଂଲାଦେଶୀ ବେଆଇନ ଅନୁପ୍ରବେଶକାରୀଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ

କୋଲକାତା: ବିନା ବୈଧ କାଗଜପତ୍ରରେ ଅନ୍ୟ ପ୍ରବାସୀଙ୍କୁ ଦେଶ ଭିତରକୁ ପ୍ରବେଶ କରାଇବା ଅଭିଯୋଗରେ ବାଂଲାଦେଶର ୪ ଜଣ ବେଆଇନ ପ୍ରବାସୀଙ୍କୁ ଶନିବାର କୋଲକାତାର ସଲ୍‌ଟଲେକ୍‌ ସେକ୍ଟର-୫ରୁ ଗିରଫ କରାଯାଇଛି।ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିନା ବୈଧ କାଗଜପତ୍ରରେ ଅନ୍ୟ ବିଦେଶୀ

ଇଡି ଜେରା ପରେ ତେଜସ୍ୱୀଙ୍କ ପତ୍ନୀ ବେହୋସ ହୋଇପଡିଲେ

ପାଟନା : ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଇଡି ଜାଲରେ ଫସିଛନ୍ତି ପୂରା ଯାଦବ ପରିବାର। ଏହି ମାମଲାରେ ଜଣ ଜଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ପୁଅ ଝିଅ ସମେତ ଗର୍ଭବତୀ ବୋହୂକୁ ମଧ୍ୟ ଇଡି ଘନ ଘନ

ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ନେଇ ରାଜସ୍ଥାନରେ ଜୋର ଧରିଲା ରାଜନୀତି…

ଜୟପୁର : ସହିଦଙ୍କୁ ନେଇ ଜୋର ଧରିଲା ରାଜନୀତି। ରାଜସ୍ଥାନରେ ବିଜେପି ନେତା କିରୋଦିଲାଲ ମିନାଙ୍କୁ ପୁଲିସ ଅଟକ ରଖିବାର ଦିନ ପରେ ବିଜେପି କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି। ମିନାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାୟୀ କରି ସେ, ପୁଲୱାମା ସହିଦଙ୍କ ପତ୍ନୀଙ୍କୁ ବ୍ୟବହାର

ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ…

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ବାତୀ କହିଛନ୍ତି, ‘ଯେତେବେ‌ଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀ‌ରେ ପାଠପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ। ସେ ମୋତେ ଖୁବ

‘ମୁଖତାର ଅନସାରୀ ଗ୍ୟାଙ୍ଗ୍‌ ଦେଶର ସବୁଠାରୁ ଭୟଙ୍କର ଗ୍ୟାଙ୍ଗ…’ ବୋଲି କହି ଏହାର ସଦସ୍ୟଙ୍କୁ ଜାମିନ ଦେଲେ ନାହିଁ…

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ୨୦୧୦ ମସିହାରେ ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ହୋଇଥିବା ଏକ ହତ୍ୟା ମାମଲାରେ ମୁଖତାର ଅନସାରୀ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଅନସାରୀଙ୍କ ଗ୍ୟାଙ୍ଗ ଭାରତର ସବୁଠାରୁ ଭୟଙ୍କର ଅପରାଧୀ ଗ୍ୟାଙ୍ଗ ଏବଂ ଯଦି

ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଛି : ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। କୁହାଯାଉଥିଲା ଯେ, ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା।ପୁଲିସ ସୂଚନା ଅନୁସାରେ, ଦିଲ୍ଲୀ ସ୍ଥିତ ବିଜବାସନର ଯେଉଁ ଫାର୍ମ

ମାଟ୍ରିକ ପରୀକ୍ଷା : ପ୍ରଥମ ଦିବସରେ ୩୬ ପରୀକ୍ଷାର୍ଥୀ ଅନୁପସ୍ଥିତ

ହିଞ୍ଜିଳିକାଟୁ, ୧୦ା୩ : ଓଡିଶା ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସମେଟିଭ୍ ଏସେସମେଣ୍ଟ-୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ମାତୃଭାଷା ଓଡିଆ ବିଷୟ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ଜଣାପଡିଛି । ହିଞ୍ଜିଳିକାଟୁ

ବ୍ଲକ କଂଗ୍ରେସର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୧୦/୦୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମହକୁମା ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ରୁଦା ମଲିକ ଙ୍କ

ମର୍ଣିଙ୍ଗ କ୍ରିକେଟ କ୍ଳବର ପଞ୍ଚଵାର୍ଷିକି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୦।୩ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିସରରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମର୍ଣିଙ୍ଗ କ୍ରିକେଟ କ୍ଳବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଗୋଟି ବଛା ବଛା ଦଳ ଭାଗ ନେଵେ। ଶୁକ୍ରବାର ସନ୍ଧ୍ୟାରେ ଦିବାରାତ୍ର

ପୂର୍ବତନ ବାୟୁସେନା କର୍ମଚାରୀଙ୍କ ଦେହାନ୍ତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପୂର୍ବତନ ବାୟୁସେନା କର୍ମଚାରୀ ତଥା ରାଜ୍ୟ ଦୁଃସାହସିକ ସଂଘ, ଓଡ଼ିଶାର କମାଣ୍ଡେଣ୍ଟ ତଥା ଆଇନଜିବୀ ଦୀପକ ରଥଙ୍କ ପିତା ସ୍ଵର୍ଗତ ଭଗବାନ ରଥଙ୍କ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି l ସେ ଜଣେ ଧର୍ମ ପରାୟଣ, ଦୟାବାନ,ମେଳାପି, ମିଷ୍ଟଭାଷୀ ବ୍ୟକ୍ତି ଥିଲେ l