ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ…

ସୁନ୍ଦରଗଡ଼/ ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ସହରର ବିର୍ସା ଛକଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌

ମାଟ୍ରିକ ପରୀକ୍ଷା : କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ

ଫୁଲବାଣୀ : ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ -୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ

୧୪୨ କୋଟିରେ ନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚ ଟାରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପହଂଚିଥିଲେ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ

ଏଣିକି ସୁବିଧାରେ କିଣି ହେବ ଆପାର୍ଟମେଣ୍ଟ…

ଏଣିକି ଆପାର୍ଟମେଣ୍ଟ କିଣିବା ପାଇଁ ରହିବ ନାହିଁ କୌଣସି ଅସୁବିଧା। ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେସନ କରି ହେବ। ବିଲଡରଙ୍କ ସହିତ ମଧ୍ୟ କୌଣସି ଝିଞ୍ଜଟ ରହିବ ନାହିଁ। କମନ ଏରିଆ ସହିତ ଜମିର ମାଲିକାନା ଓନର୍ ଆସୋସିଏସନ ନାଁରେ ହିଁ ରହିବ। ଏ ସଂପର୍କିତ ପ୍ରସ୍ତାବ ରାଜ୍ୟ

ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବା ହିନ୍ଦୁ ପରମ୍ପରାରେ ଗ୍ରହଣୀୟ ନୁହେଁ-ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା  ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି। ବିଜେଡି ବିଧାୟିକା ବର୍ଷା ତାଙ୍କ ଟୁଇଟକୁ

ନିଃସର୍ତ୍ତ ନ୍ୟୁଜର ମହାପ୍ରଭାବ ରେ ନୂତନ ଅଧ୍ୟାୟ : ଶବରୁ ଶୋଷଣ, ଫରେଷ୍ଟ୍ର ପରେ ବଳି ପଡିଲେ ରେଞ୍ଜର…

ମୃତ ବ୍ୟକ୍ତିଙ୍କ ଟଙ୍କା ହଡ଼ପ ଘଟଣାରେ ଛୋଟ ମାଛ ପରେ ବଡ଼ ମାଛ ମଧ୍ୟ ହରଡ଼ଘଣାରେ ମାଲକାନଗିରି/କୁଡୁମୁଲୁଗୁମ୍ମା : ଜଙ୍ଗଲ ବିଭାଗରେ ହୋଇଥିବା ଏକ ଅତ୍ୟନ୍ତ ଅମାନବୀୟ ଦୁର୍ନୀତି ଘଟଣାର ଖବର ନିସର୍ତ୍ତ ପୋର୍ଟାଲରେ ପ୍ରକାଶ ପାଇବା ପରେ ସଂପୃକ୍ତ ବିଭାଗ ପକ୍ଷରୁ ପ୍ରଥମେ ଫରେଷ୍ଟର ଓ

ବାଘ ଧରାପକାଇବାକୁ ଜଙ୍ଗଲରେ ଲାଗିଥିଲା ଟ୍ରାକ୍‌ କ୍ୟାମେରା ଚୋରି

କେନ୍ଦୁଝର: ବାଘକୁ ଧରାପକାଇବା ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାକ୍‌ କ୍ୟାମେରା ଚୋରି ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ମହାବଳ ବାଘକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଥିବା ବେଳେ ଏବେ ବାଘକୁ ଟ୍ରାକ୍‌ କରିବା ପାଇ ଲଗା ଯାଇଥିବା ଦୁଇଟି ଟ୍ରାକ୍‌ କ୍ୟାମେରା ଚୋରି ହୋଇଯାଇଛି। ଏନେଇ ବନ

ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା । ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର,

ପୁରୀରେ ପୁଣି ନିଆଁ,ନୀଳାଦ୍ରି ମାର୍କେଟ କମ୍ପ୍ଲେକ୍ସରେ ଥିବା ଓଡିଶା ହ୍ୟାଣ୍ଡଲୁମରେ ଅଗ୍ନିକାଣ୍ଡ

ପୁରୀ: ଆଜି ପୁଣି ପୁରୀରେ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୩୭ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବିଭାଗ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରିଥିଲା। ୨୪ଘଣ୍ଟା ନବିତୁଣୁ ପୁଣି ବଡଦାଣ୍ଡରେ ଥିବା ଆଉ ଏକ ହୋଟେଲରେ ଲାଗିଲା ନିଆଁ। ଇଲେକ୍ଟ୍ରୀ ସଟସର୍କିଟରୁ ଅଗ୍ନିକାଣ୍ଡ

ତାପ ସଂରକ୍ଷିତ ଯାନ ଓ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ…

ଭୁବନେଶ୍ବର : ରାଜ୍ୟରେ ସମସ୍ତ ଟିକାର ନିରାପଦ ପରିବହନ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କିଣାଯାଇଛି। ନୂତନ ଭାବେ କିଣା ଯାଇଥିବା ଏହି ଯାନଗୁଡ଼ିକ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ରରେ ଅବସ୍ଥାପିତ ହେବ। ଏହାସହ ଗ୍ରାମାଞ୍ଚଳରେ