ସ୍ଵତନ୍ତ୍ର ଉନ୍ନୟନ ସଭ୍ୟସଭ୍ୟାମାନେ ଜାଗ୍ରତ ପ୍ରହରୀଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ : ପ୍ରଦୀପ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ମାନନୀୟ ଉପଦେଷ୍ଟା ପ୍ରଦୀପ ମାଝି ଏହି ସମ୍ବର୍ଦ୍ଧନା ସଭାରେ

୧୮ ନଂ ୱାର୍ଡ଼ ଅନ୍ତର୍ଗତ ତ୍ରିବେଣୀ ନଗର ଅଞ୍ଚଳରେ ବଡ଼ନାଳ ନିର୍ମାଣ କରିବା ଦାବୀ…

ବ୍ରହ୍ମପୁର : ତ୍ରିବେଣୀ ନଗର ଅଚଂଳରେ ଥିବା ବଡ଼ ନାଳ ନିର୍ମାଣ କରିବା ପାଇଁ ବାରମ୍ବାର ଦାବୀ ହୋଇଛି । ଏହି ନାଳର ପୁର୍ନରୁଦ୍ଧାର ହୋଇନଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନରେ ଦେଖାଦେଇଛି ସମସ୍ୟା । । ନାଲର ସ୍ଥାନେ, ସ୍ଥାନେ ପୋଲିଥିନ ଏବଂ ଘାସ, ଅଳିଆ ଆବର୍ଜନା ରେ ପୋତି ହୋଇଯାଇଛି ବଡ଼ ନାଳ।।

ବିଜୁ କନ୍ୟାରତ୍ନ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୧୦/୩ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ହିଂଜିଲିକାଟୁ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଜୁ କନ୍ଯା ରତ୍ନ ଯୋଜନା ଉପରେ ଜନପ୍ରତିନିଧିଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ମହିଳା ସମାବେଶ

ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛି ମହିଳା ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ତତ୍ତ୍ୱବଧାନରେ ଏବଂ ଯୁବ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ହଜାର ହଜାର ମହିଳା ଯୋଗଦେଇଥିଲେ। ମହିଳାଙ୍କୁ ସଶକ୍ତ

୪ର୍ଥ ଟେଷ୍ଟ୍ : ଖ୍ବାଜା, ଗ୍ରୀନଙ୍କ ଶତକ, ଅଷ୍ଟ୍ରେଲିଆ ୪୮୦ରେ ଅଲଆଉଟ୍…

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲୁଥିବା ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୮୦ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୬ଟି ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ

‘ଟାଟା ‌‌ଷ୍ଟିଲ୍‌’ ତିଆରି କରିବ ‘ବନ୍ଦେ ଭାରତ ଟ୍ରେନ୍‌’; ରେଳ ମନ୍ତ୍ରାଳୟ ସହ ହେଲା ଏମଓୟୁ

ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ ବୋଲି ଜାଣିବାକୁ

୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତା ରିତେଶଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ

ଗୁରୁଗ୍ରାମ୍ : କିଛି ଦିନ ତଳେ ବିବାହ କରିଥିବା ‘ଓୟୋରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି

‘କୁକୁର ମାଂସ’କୁ ନେଇ ମହାରାଷ୍ଟ୍ର-ଆସାମ ମୁହାଁମୁହିଁ…

ଗୁଆହାଟୀ : ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ବିବାଦୀୟ ବୟାନ ଆସାମ ବିଧାନସଭାରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ବିଧାୟକ ଓମପ୍ରକାଶ ବାବାରାଓ କାଡୁ ଓରଫ ବଚ୍ଚୁ କାଡୁ ତାଙ୍କ ଏକ ବୟାନରେ ଆସାମବାସୀଙ୍କ ‘କୁକୁର ମାଂସ’ ଖାଇବା ଅଭ୍ୟାସ ବିଷୟରେ କହିଥିଲେ। ଏହି

ମୋ ପରିବାର ଡରିବା ନୁହେଁ, ଲଢ଼ିବା ଜାଣିଛି: ଇଡିର ଚଢ଼ାଉକୁ ନେଇ କହିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ

ନୂଆଦିଲ୍ଲୀ: ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କେନ୍ଦ୍ର ସରକାର ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା

ବିଜୁଳି ମାଡ଼ରେ ଜଳିଲା ନଡ଼ିଆ ଗଛ…

ଟିକିରି : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ଆଜି ୫ଟା ୧୫ ମିନିଟ ସମୟରେ ଘଡ ଘଡ଼ି ହେବା ସହ ଅଳ୍ପ ବର୍ଷା ସେହି ସମୟ ପୋଡାପାଡି ପଞ୍ଚାୟତ ମୁଣ୍ଡା ଗାଁ ଗ୍ରାମ ର ଉଦୟ ପାତ୍ର ଙ୍କ ନଡ଼ିଆ ଗଛ ରେ ବିଜୁଳି ମାଡ ହୋଇ ହୁତ ହୁତ ଜଳି ଯାଇଛି। ସେହି ସମୟରେ ତାଙ୍କ ସ୍ତ୍ରୀ ଘର