କୋଲକାତା କିମ୍ବା ହାଇଦ୍ରାବାଦ CFSLକୁ ଯିବ ବାର୍ତ୍ତାବହ ପାରା…

ଗୁଇନ୍ଦା ପାରାର ହେବ ଗୁପ୍ତ ପରୀକ୍ଷା। ସେଣ୍ଟ୍ରାଲ ଫରେନସିକ ଲ୍ୟାବ ଖୋଲିବ ବାର୍ତ୍ତାବହ ପାରାର ଗୁମର। ପାରା ଡେଣାରେ ଲେଖାଥିବା ଭାଷା ଚାଇନିଜ ବୋଲି ଜଣାପଡ଼ିଥିବା ବେଳେ କ୍ୟାମେରା ଓ ଚିପକୁ ନେଇ ବଢୁଛି ଅଧିକ ସନ୍ଦେହ। SFSLରେ ଥିବା କ୍ୟାମେରା ଓ ଚିପ ଖୁବଶୀଘ୍ର ଯିବ CFSL।

ଏମ୍‌କେସିଜିରେ ବାୟୋମେଟ୍ରିକ୍ସ ଉପସ୍ଥାନ ବାଧ୍ୟତାମୂଳକ

ବ୍ରହ୍ମପୁର: ଠକ ଡାକ୍ତରଙ୍କ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ କଡ଼ାକଡ଼ି କରିବାକୁ ନି‌ଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତର କେଉଁ ସମୟରେ ଡାକ୍ତରଖାନା ଆସୁଛନ୍ତି ଏବଂ କେତେବେଳେ ଯାଉଛନ୍ତି ତା’ର ସଠିକ୍‌ ରେକର୍ଡ଼

ପୁରୀ ଅଗ୍ନିକାଣ୍ଡ ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ: ଫାୟାର ଡ଼ିଜି…

କଟକ: ପୁରୀ ହୋଟେଲ ସମ୍ରାଟ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ଫାୟାର ଡ଼ିଜି ସନ୍ତୋଷ ଉପାଧ୍ୟାୟ। ପାଖା ପାଖି ୩୬ ଘଣ୍ଟା ପରେ ନିୟନ୍ତ୍ରଣ ହୋଇଛି ଅଗ୍ନିକାଣ୍ଡ। ଏହା ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ ଥିଲା। ଅପରେସନ ପାଇଁ ଅଗ୍ନିଶମ ବିଭାଗକୁ ବହୁତ କଷ୍ଟ କରିବାକୁ ପଡିଥିଲା।

ବସ ଭିତରେ ଶୋଇଥିଲା କଣ୍ଡକ୍ଟର, ନିଆଁ ଲାଗି ଜୀବନ ଗଲା…

ବେଙ୍ଗାଲୁରୁ: ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ କଣ୍ଡକ୍ଟର। ନିଆଁ ଲାଗିବାରୁ ଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଲିଙ୍ଗଧିରାନଲ୍ଲୀରେ ଥିବା ବସଷ୍ଟାଣ୍ଡରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)ର ଏକ ବସ୍ ଠିଆ ହୋଇଥିବା

ଜାତୀୟ ବିଦ୍ୟୁତସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୧୦।୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୪ ଦାରିଖ ଠାରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ ହେବ। ବିଦ୍ୟୁତ

ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା…

ବ୍ରହ୍ମପୁର : ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା କେନ୍ଦ୍ର ମାନଙ୍କରେ ଘଣ୍ଟାଏ ଆଗରୁ ପହଞ୍ଚିବ ପ୍ରଶ୍ନପତ୍ର ପହଞ୍ଚି ଥିବା ବେଳେ ଗୋଟାଏ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ ମାନେ ଧାଡି ବାନ୍ଧି ନିଜ ନିଜ ପରୀକ୍ଷା କେନ୍ଦ୍ର କୁ ପ୍ରବେଶ

ଓଡିଶା ସାମ୍ବାଦିକ ସଂଘ, କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

ଫୁଲବାଣୀ : ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜି ଉଦୟଗିରି ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ଅନୁଷ୍ଠିତ ବୈଠକରେ ସଭାପତିତ୍ୱ କରିଥିବା ବେଳେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶଶୀ ଭୂଷଣ

ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ନିଆଁ, ସିରିଏଲ ସୁଟିଂ ସେଟ୍ ଜଳିପୋଡ଼ି ପାଉଁଶ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିବା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ର ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଲାଗିଥିବା ନିଆଁ ନିକଟସ୍ଥ ଆଉ କେତେକ ସେଟକୁ

ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର…

ଯାଜପୁର: ସରକାରୀ ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ। ସୂଚନା ମୁତାବକ ବ୍ଲକର କବାଟବନ୍ଧ, ବୃନ୍ଦଦେଇପୁର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଗତକାଲି ରାତିରେ ତାଙ୍କ ସରକାରୀ

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ରିମାଣ୍ଡ ଅବଧି ବୃଦ୍ଧି

କୋଲକାତା : ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କର ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି। ଏହାପୂର୍ବରୁ ଇଡି ମାର୍ଚ୍ଚ ୮ରୁ ୧୦ ଯାଏ ରିମାଣ୍ଡରେ