କନ୍ଧମାଳ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି…

ଫୁଲବାଣୀ : ଆଉଟ ସୋର୍ସିଂ କର୍ମଚାରୀଙ୍କ ସ୍ଥାୟୀ ଚାକିରୀ ଦାବୀ କଥା ସରକାର ଭୂଲିଯାଇଥିବା ନେଇ ଫୁଲବାଣୀ ଏମକେଏସପି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ନଭେମ୍ବର ମାସରେ ଆଉଟ ସୋର୍ସିଂ କର୍ମଚାରୀଙ୍କର ଭୁବନେଶ୍ୱର ଠାରେ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ

ଆସନ୍ତା ପନ୍ଦରତାରିଖରୁ ଡ୍ରାଇଭର ଧର୍ମଘଟ ପାଇଁ ଚିତ୍ରକୋଣ୍ଡାରେ ପୂର୍ବପ୍ରସ୍ତୁତି…

ଚିତ୍ରକୋଣ୍ଡା : ଆସନ୍ତା ପନ୍ଦର ତାରିଖ ଠାରୁ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ପାଇଁ ଅଖଚକ ବନ୍ଦ ଡାକରା ଦେଇଥିବା ବେଳେ ଚିତ୍ରକୋଣ୍ଡା ଡ୍ରାଇଭର ମହାସଂଘ ତରଫରୁ ଆଜି ପୂର୍ବପ୍ରସ୍ତୁତି ସରିଛି ଆସନ୍ତା ପନ୍ଦର ତାରିଖରୁ ଷ୍ଟିଅରିଙ୍ଗ ଛାଡ଼

ଜଳାଭାବ ଜନିତ ସମସ୍ୟା ଦୂର କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନେଇ ବୈଠକ…

ଫୁଲବାଣୀ : ଚଳିତ ୨୦୨୩ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଜଳକଷ୍ଟ ଦୂର କରିବା ଉଦ୍ଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ,

ବିଧାୟକ ଉପାନ୍ତ ଅଞ୍ଚଳର ସମସ୍ୟା ବୁଝି, ଦଳୀୟ କର୍ମୀଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଦେଲେ ଯୋଗ…

ଦାରିଙ୍ଗବାଡ଼ି, ୦୯/୦୩ : ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ଅଞ୍ଚଳର ଉପାନ୍ତ ଇଲାକାର ଥିବା ବିଭିନ୍ନ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପାଇ, ଉପାନ୍ତ ଇଲାକାରେ ଥିବା ବିଭିନ୍ନ ଗାଁରେ ପହଞ୍ଚି ସମସ୍ୟାର ସମାଧାନ କରିବା ପ୍ରୟାସ ଜାରି

ଜାମିନ ଆବେଦନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି…

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ଟିମ୍ ଅବକାରୀ ନୀତି ମାମଲାରେ

ତାଲୁକ ଆଇନ ସେବାକମିଟି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ମନୋରଂଜନ ଦାଶଙ୍କ ପୈାରହିତ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ

ଟୋକୋନ ଆସିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଛତ୍ରପୁର : ଟାର୍ଗେଟକୁ ଆଳ ଦେଖାଇ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯାଉ ନାହିଁ । ଯାହାଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଚାଷୀମାନେ ବହୁବାର ବିଭିନ୍ନ କାର୍ଯ୍ୟାଳୟ ଘୁରି ବୁଲିଲେ ମଧ୍ୟ ସେମାନଙ୍କ ଗୁହାରୀ କିଏ ଶୁଣୁ ନାହାଁନ୍ତି । ଯାହାଫଳରେ ଗୁରୁବାର

ଛତ୍ରପୁର ପ୍ରେସକ୍ଳବ ପକ୍ଷରୁ ନିଆରା ଢଙ୍ଗରେ ହୋଲି ଖେଳର ଆସର…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ପ୍ରେସକ୍ଲବ ପରିସରରେ ସଭାପତି ପ୍ରଶାନ୍ତ କୁମାର ମହାରଣା ଙ୍କ ପୌରହିତ୍ୟରେ କ୍ଳବର ସମସ୍ତ ସଦସ୍ୟ ଓ କର୍ମକର୍ତାମାନେ ହୋଲି ଦିନର ସକାଳେ ମିଠା ଖୁଆଖୋଇ ହୋଇ ପରସ୍ପରକୁ ଆଲିଙ୍ଗନ କରି ଭାଇଚାରାର ପର୍ବ ଭାବେ ପାଳନ କରିଥିଲେ । ଛତ୍ରପୁର ଥାନା

ଜିଲ୍ଲାରେ ପାଳନ ହେଲା ଆନ୍ତର୍ଜାତିକ ମହିଳା ଦିବସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି | ଆଜିର ଏହି ବୈଠକକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସମାରୀ ତାଙ୍ଗୁଲ ଉଦଘାଟନ କରିବା ସହିତ ମହିଳା ମାନେ କିପରି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ

ବାରିକୁମ୍ପାରେ ଠାରେ ଧୁମଧାମରେ ପାଳିତ ହେଲା ହୋଲି ପର୍ବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମା ବରାଳ ଦେବି ମନ୍ଦିର ନିକଟସ୍ଥ ବଲସକୁମ୍ପା ପଞ୍ଚାୟତରେ ଥିବା ବାରୀକୁମ୍ପା ଠାରେ ପାଳିତ ହେଇଯାଇଛି ଦୋଳ ଯାତ୍ରାର ହୋଲି ପର୍ବ l ଏହି ହୋଲି ପର୍ବଟି ୨୦୨୦ ରୁ ଦୁଇ ବର୍ଷ ହେଲା କରୋନା ମହା ମାରି ପାଇଁ ବନ୍ଦ ହେଇଥିଲା l କଟକଣା