Sign in
Sign in
Recover your password.
A password will be e-mailed to you.
ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ…
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି।
୧.!-->!-->!-->…
ମନୀଷ ସିସୋଦିଆ ନିରାଶ, ୭ ଦିନିଆ ରିମାଣ୍ଡରେ ନେବ ଇଡି
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ନିରାଶ। ଆଜି ତାଙ୍କର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି। ଫଳରେ କୋର୍ଟ ତାଙ୍କୁ ୭ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ଇଡି ତାଙ୍କୁ ଏହି ମାମଲାରେ ଜେରା କରିବ। ଅବକାରୀ ନୀତି ଦୁର୍ନୀତି ମାମଲାରେ!-->…
ନିଃସର୍ତ୍ତ ନ୍ୟୁଜ୍ ର ମହା ପ୍ରଭାବ : କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ…
ଜାଲରେ ଛୋଟ ମାଛ ବଡ ମାଛ କେବେ....?
ମାଲକାନଗିରି // ଚିତ୍ରକୋଣ୍ଡା : ଆଜି ଅର୍ଥାତ୍ ୧୦.୦୩.୨୦୨୩ ବାଲିମେଳା ବନାଞ୍ଚଳ ଅଧୀନସ୍ଥ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ବିଭାଗରେ ଫରେଷ୍ଟର ଭାବେ ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ ପଦ୍ମିନୀ ପଟ୍ଟନାୟକ । ତେବେ ବିଗତ କିଛି ଦିନ ଧରି ତାଙ୍କ!-->!-->!-->!-->!-->…
ମାନବିକତା ଦେଖାଇଲେ ପୁଲିସ ବାବୁ ମାଓନେତାଙ୍କ ମା’ଙ୍କ ଶେଷକୃତ୍ୟ ସମ୍ପନ…
ମାଲକାନଗିରି// ଚିତ୍ରକୋଣ୍ଡା ୧୦/୦ - ଏବେବି ବଞ୍ଚଛି ମାନବିକତା ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମାଓପ୍ରବଣ ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରେ ଥିବାସିଲେରୁ ଥାନା ଅନ୍ତର୍ଗତ କମୁଲୁୱାଡା ଗାଁରେ । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ରେ କାର୍ଯ୍ୟରତ ମାଓନେତା ଜଗନ୍ନଙ୍କ ମା!-->!-->!-->…
ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଧମକ। ଥାନାରେ ମାମଲା ରୁଜୁ…
ହିଞ୍ଜିଳିକାଟୁ,୯।୩ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡାକ ବିଶ୍ବାଳଙ୍କୁ ଗାଁର ୨ଜଣ ଯୁବକ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ସୂଚନାନୁସାରେ ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ଵଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ ଡାକ ବିଶ୍ୱାଳ ତାଙ୍କ!-->!-->!-->…
ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର…
ଦାରିଙ୍ଗବାଡ଼ି,୧୦/୩, ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାରି ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଅଧିନସ୍ତ ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଦୁର୍ଘଟଣା ଘଟିଛି। ଗୁରୁତର ମାନଙ୍କ ମଧ୍ୟରେ ରାତ୍ନୀ ଭୋଇ,!-->!-->!-->…
ମୃତବ୍ୟକ୍ତିଙ୍କ ଶବରୁ ଟଙ୍କା ଶୋଷୁଛି ଜଙ୍ଗଲ ବିଭାଗର କେନ୍ଦୁ ପତ୍ର ଶାଖା..!
ଚେଇଁ ସୋଇଛି ରାଜ୍ୟ ସରକାର...
ମାଲକାନଗିରି/କୁଡୁମୁଲୁଗୁମ୍ମା : ଦୁର୍ନୀତି ମୁକ୍ତ ସମାଜ ପରିକଳ୍ପନା ସମୟରେ ଓଡ଼ିଶା ଭଳି ଏକ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏତେ ସୁଦୃଢ଼ ଯେ , ବିଭିନ୍ନ ବିଭାଗ ନିମନ୍ତେ ବିଭାଗୀୟ ସଚିବ ନ୍ୟସ୍ତ ଥିବା ସତ୍ତ୍ଵେ 5T ର ଆବିର୍ଭାବ ଏଠାରେ ହୋଇପାରେ ।!-->!-->!-->!-->!-->…
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରାଉରକେଲା ଗସ୍ତ ନିମନ୍ତେ ପ୍ରସ୍ତୁତି ବୈଠକ…
ରାଉରକେଲା : ରାଉରକେଲା ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ଵରେ ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲି ରାଉରକେଲା ଆଗମନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଆମ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ଗ୍ରାମଊନ୍ନୟନ ଏବଂ ଦକ୍ଷତା!-->…
ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା…
ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ ଚିତ୍ରକୋଣ୍ଡା ସ୍ଥିତ ସରକାରୀ ଏସଏସଡି ବିଦ୍ୟାଳୟ କୁ ଗସ୍ତକରି ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ରେ ଚାଲିଥିବା ୫T କାମର ତଦାରଖ କରିବା ସହିତ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ!-->!-->!-->…
ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରି କମିଟି ବୈଠକ ଅନୁଷ୍ଠିତ…
ଫୁଲବାଣୀ :- କନ୍ଧମାଳ ବରିଷ୍ଠ ନାଗରିକ ସଂଘର ର ଦ୍ୱିବାର୍ଷିକ ନିର୍ବାଚନ ମାର୍ଚ୍ଚ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ବେଳେ ନୂତନ କାର୍ଯ୍ୟକାରୀ କମିଟି ବୈଠକ ବନାନୀ କଳାସଂଗମ ଠାରେ ସଭାପତି କମଳାପାଣ୍ଡେ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ ପ୍ରଥମେ ନବ!-->…